ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି

0 2,174

ସମ୍ବଲପୁର ।।ସମ୍ବଲପୁରରେ ଥିବା ସିଆରପିଏଫ କ୍ୟାମ୍ପରେ ଯବାନ ଙ୍କୁ ୩ରାଉଣ୍ଡ ଗୁଳି । ଜୁଜୁମରାରେ ଗୁଳିକାଣ୍ଡ ଘଟିବାରୁ ଜଣେ ସେଣ୍ଟ୍ରାଲ୍‌ ରିଜର୍ଭ ପୋଲିସ୍‌ ଫୋର୍ସ (ସିଆର୍‌ପିଏଫ୍‌) ଯବାନ ଗୁରୁତର ହୋଇଛନ୍ତି। ଯବାନଙ୍କୁ ଏବେ ଗୁରୁତର ଅବସ୍ଥାରେ ଯୁଜୁମରାରୁ ବୁର୍ଲା ଭିମସର ନିଆ ଯାଇଛି ।

ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ କ୍ୟାମ୍ପ ଭିତରୁ ଗୁଳିଚାଳନା ଶବ୍ଦ ହୋଇଥିଲା। ଏହି ଗୁଳିକାଣ୍ଡ କିଏ ଘଟାଇଛି କିମ୍ବା ଏହା ଏକ ମିସ୍‌ ଫ୍ୟାୟାରିଂ ତାହା ଜଣା ପଡ଼ିନାହିଁ ।

Leave A Reply