Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ …
ଭାରତୀୟ ରେଳବାଇ ରାମେଶ୍ୱରମ୍-ଧନୁଷ୍କୋଡି ରେଳ ଲାଇନ୍କୁ ପୁନରକ୍ଷମ କରିବାକୁ କାର୍ଯ୍ୟ କରୁଛି । ୧୯୬୪ ମସିହାରେ ଏକ ଭୟଙ୍କର ବାତ୍ୟାରେ ଧନୁଷ୍କୋଡି ସମ୍ପୂର୍ଣ୍ଣ ରୂପେ ନିଶ୍ଚିହ୍ନ ହୋଇଯିବା ପରେ ରେଳବାଇ ୧୮ କିଲୋମିଟର ଦୀର୍ଘ ରେଳ ଲାଇନ୍ର ପୁନର୍ନିର୍ମାଣ କରୁଛି । ରେଳବାଇ ୭୩୩ କୋଟି!-->…
ପାକିସ୍ତାନରେ ୨୦୦ ଟଙ୍କା ପାର୍ କଲା ପେଟ୍ରୋଲ ଏବଂ ଡିଜେଲ୍
ପାକିସ୍ତାନ ସରକାର ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ଲିଟର ପ୍ରତି ୩୦ ଟଙ୍କା ଲେଖାଏଁ ବୃଦ୍ଧି କରିଛନ୍ତି । ସପ୍ତାହେ ପୂର୍ବେ ସେଠାରେ ପେଟ୍ରୋଲ୍ ଓ ଡିଜେଲ୍ର ମୂଲ୍ୟ ବୃଦ୍ଧି କରାଯାଇଥିଲା । ଏହି ବୃଦ୍ଧି ପରେ ପାକିସ୍ତାନରେ ପେଟ୍ରୋଲ୍ର ଲିଟର ପ୍ରତି ମୂଲ ୨୦୯ ଟଙ୍କା ୮୬ ପଇସା ହୋଇଥିବା!-->…
ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀର ୧୪୨ତମ ପାଶିଙ୍ଗ୍
ଆଉଟ୍ ପ୍ୟାରେଡ୍
ନ୍ୟାଶନାଲ୍ ଡିଫେନ୍ସ ଏକାଡେମୀର ୧୪୨ତମ ପାଶିଙ୍ଗ୍ ଆଉଟ୍ ପ୍ୟାରେଡ୍ ପୁଣେ ସ୍ଥିତ କ୍ଷେତ୍ରପାଳ ମଇଦାନଠାରେ ଅନୁଷ୍ଠିତ ହୋଇଛି । କ୍ୟାଡେଟ୍ ମାନେ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିଛନ୍ତି ।
ଏହି ଅବସରରେ ଉଦ୍ବୋଧନ ଦେଇ ବିମାନ ବାହିନୀ ମୁଖ୍ୟ ମାର୍ଶାଲ୍ ବିବେକ ରାମ!-->!-->!-->…
ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ-ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର
ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର କହିଛନ୍ତି କେନ୍ଦ୍ର ସରକାରଙ୍କ ବୈଦେଶିକ ନୀତିରେ ସର୍ବଦା ଲୋକମାନଙ୍କୁ ପ୍ରାଧାନ୍ୟ ଦିଆଯାଇ ଆସିଛି । କିଛି ଟ୍ୱିଟ୍ କରି ସେ କହିଛନ୍ତି ଭାରତର ବିକାଶ, ସୁରକ୍ଷା ଓ ସଭ୍ୟତା କୁଟନୀତିର କେନ୍ଦ୍ରବିନ୍ଦୁ ରହିଛି । ଜନସାଧାରଣଙ୍କ ହିତ ପାଇଁ କୁଟନୀତିକୁ!-->…
ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବି.ଜେ.ପି.
ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି
ଆସନ୍ତା ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ବି.ଜେ.ପି. ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ବି.ଜେ.ପି. ୧୬ ଓ କଂଗ୍ରେସ ୧୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କର୍ଣ୍ଣାଟକରୁ ପ୍ରାର୍ଥୀ କରାଯାଇଥିବାବେଳେ!-->…
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ…
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକରେ କୋଭିଡ୍ ପ୍ରତିଷେଧକ ଟିକା ଦେବାରେ ମନ୍ଥରତାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିଛନ୍ତି । କୋବିଡ୍ ପ୍ରତିଷେଧକ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ସରକାର ସେମାନଙ୍କୁ ଅନୁରୋଧ କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ରାଜ୍ୟ ଓ!-->…
ଜେଲ୍ରେ କ୍ରିକେଟିୟର ସିଦ୍ଧୁ
ପଞ୍ଜାବ କଂଗ୍ରେସର ପୂର୍ବତନ ସଭାପତି ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଟିଆଲାସ୍ଥିତ କାରାଗାରକୁ ପଠାଇ ଦିଆଯାଇଛି । ଶ୍ରୀ ସିଦ୍ଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଏହି କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି ।
ଜେଲ୍ରେ ସିଦ୍ଧୁଙ୍କୁ ସ୍ୱତନ୍ତ୍ର!-->!-->!-->…
ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା
ଭାରତ ଏକ ପ୍ରମୁଖ ପୁଞ୍ଜିନିବେଶକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି । ଭାରତ ବିଶ୍ୱର ସର୍ବଶ୍ରେଷ୍ଠ ବିଦେଶୀ ପୁଞ୍ଜି ନିବେଶ ଦେଶ ଭାବରେ ଗତ ଆର୍ଥିକ ବର୍ଷରେ ୮୩ ଦଶମିକ ୫୭ ବିଲିୟନ ୟୁଏସ୍ ଡଲାର ପୁଞ୍ଜି ନିବେଶ ହୋଇଥିବାର ରେକର୍ଡ କରିଛି । ଗତ ଆର୍ଥିକ ବର୍ଷରେ ଦେଶରେ ବିଦେଶୀ ପୁଞ୍ଜି ନିବେଶ!-->…
ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ
ଭାରତ ଏବଂ ନେପାଳ ମଧ୍ୟରେ ଗତକାଲି ୬ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏଥିରେ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ କଲଚରାଲ୍ ରିଲେସନ୍ସ ଏବଂ ଲୁମ୍ବିନି ବୁଧିଷ୍ଟ ୟୁନିଭରସିଟି ମଧ୍ୟରେ ଡକ୍ଟର ଆମ୍ବେଦକର ଚେୟାର୍ ପ୍ରତିଷ୍ଠା ଏବଂ କାଠମାଣ୍ଡୁ ବିଶ୍ୱବିଦ୍ୟାଳୟ ସହ ଆଇ.ସି.ସି.ଆର୍.!-->…
ଆସିଗଲାଣି ବର୍ଷା ଏଥର ଶୀଘ୍ର ମୌସୁମୀ – ଆଣ୍ଡାମାନରେ ଆରମ୍ଭ ହେଲାଣି ପ୍ରବଳ ବର୍ଷା
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ ଗତକାଲି ଆଣ୍ଡାମାନ ସାଗରରେ ଦକ୍ଷିଣ -ପଶ୍ଚିମ ମୌସୁମୀବାୟୁ ପ୍ରବେଶ କରିଛି । ଏହାର ପ୍ରଭାବରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପ୍ରବଳ ବର୍ଷା ଜାରି ରହିଛି । ନିମ୍ନ କ୍ରାନ୍ତି ବଳୟ ଅଞ୍ଚଳରେ ଦକ୍ଷିଣ-ପଶ୍ଚିମ ପବନ ସକ୍ରିୟ ହୋଇଥିବାରୁ ଏହା!-->…