Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସୋମବାରରେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ।
ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।…
ଏଥର ହେବ ପ୍ରବଳ ଗରମ: ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ
ନୂଆଦିଲ୍ଲୀ : ଚଳିତ ବର୍ଷ ଭାରତରେ ପ୍ରବଳ ଗରମ ହେବ ବୋଲି ଭାରତୀୟ ପାଣି ପାଗ ବିଭାଗ ପୂର୍ବାନୁମାନ କରିଛି । ମାର୍ଚ୍ଚ ମାସ ଆରମ୍ଭରୁ ଭାରତର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ସାଧାରଣ ତାପମାତ୍ରାଠାରୁ ଅଧିକ ରହିଛି । ଦେଶର ବିଭିନ୍ନ ଅଞ୍ଚଳରେ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଭାରତୀୟ…
ଶ୍ରୀମନ୍ଦିରରେ ଦୋଳ , ହୋଲି ଓ ଚାଚେରୀ ବେଶ
ସାରା ଭାରତର ପୁର ପଲ୍ଲୀରେ ରାଧାଗୋବିନ୍ଦଙ୍କର ରାସ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଫାଲଗୁନ ପୂର୍ଣ୍ଣି୍ମା ବା ଦୋଳ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ଦୋଳତ୍ସୋବ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ନିକଟରେ ଥିବା ଦୋଳବେଦୀରେ ମହାସମାରୋହରେ ଦୋଳତ୍ସୋବ ପାଳିତ ହୋଇଥାଏ ।
ଫଗୁଣ ମାସର…
ବିଜେପୁରରେ ବାଜିଲା ଶଙ୍ଖ, ବିଜେଡିର ବାଜିମାତ
ଭୁବନେଶ୍ୱର(ଓଡିଶାନେକ୍ସଟ୍): ସବୁ କଳ୍ପନାଜଳ୍ପାନାକୁ ପଛରେ ପକାଇ ବିଜେପୁରରେ ବିଜେଡ ବାଜିମାତ କରିଛି । ଉପ ନିର୍ବାଚନରେ ଶୁଣାଯାଇଛି ବିଜୟ ଶଙ୍ଖର ଧ୍ୱନୀ । ରୀତା ସାହୁ ବହୁ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଠାରୁ ଆଗୁଆ ।ବିଜେଡର ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ନ…
ଖୋଲିଲା ଶ୍ରୀଦେବୀଙ୍କର ମୃତ୍ୟୁ ରହସ୍ୟ
ଶ୍ରୀଦେବୀଙ୍କର ସ୍ୱାମୀ ବୋନି ଯାଇଥିଲେ ସରପ୍ରାଇସ୍ ଦେବାକୁ ହେଲେ ତାଙ୍କ ମୃତ୍ୟୁରେ ଏବେ ସମସ୍ତେ ସରପ୍ରାଇସରେ
ଦୁବାଇ(ଓଡିଶା ନେକ୍ସଟ୍) ବଲିଉଡ୍ର ଚାନ୍ଦନୀ , ହାଓ୍ୱା ହାଓ୍ୱାଇ ତଥା ପ୍ରଥମ ସୁପରଷ୍ଟାର ମହିଳା ଅଭିନେତ୍ରୀ ଶ୍ରୀଦେବୀଙ୍କର ଦୁବାଇରେ ଆକସ୍ମିକ ଦେହାନ୍ତ ହୋଇଥିଲା । ଏହାକୁ…
ଭଲ କାମ ଯୋଗୁଁ ଉଚ୍ଚ ପ୍ରଶଂସିତ ଜମ୍ମୁ କଶ୍ମୀରରେ ଓଡିଆ ସିଂହମ ପୁଲିସ ଅଧିକାରୀ
ଶ୍ରୀନଗର(ଓଡିଶାନେକ୍ସଟ୍) ଜମ୍ମୁ କଶ୍ମୀରରେ ଏବେ ଜଣେ ଓଡିଆ ଆପିଏସ୍ ଅଧିକାରୀ ନିଜର ଭଲକାମ ଯୋଗୁଁ ଉଚ୍ଚ ପ୍ରଶଂସିତ ହୋଇଛନ୍ତି । ଏହି ପୁଲିସ ଅଧିକାରୀ ଜଣଙ୍କ ହେଲେ ସେଠାରେ ନୂଆକରି ନିଯୁକ୍ତି ପାଇଥିବା ଆଇଜି(ଟ୍ରାଫିକ) ବସନ୍ତ ରଥ । ଏକ ଗରିବ ପରିବାରରେ ବସନ୍ତ ଜନ୍ମ ହୋଇଥିଲେ । ମାତ୍ର…
ଚାଲିଗଲେ ଚାନ୍ଦନୀ, ଶ୍ରୀ ଦେବୀଙ୍କ ବିଷୟରେ କିଛି ଜଣା ଅଜଣା କଥା
୨୪ ଫେବ୍ରୁଆରିରୀ ହୃଦଘାତରେ ବଲିଉଡ୍ର ଚାନ୍ଦନୀ ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କର ମୃତ୍ୟୁ ହୋଇଛି ।
ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯିବା ଅବସରରେ ଶ୍ରୀଦେବୀଙ୍କର…
ମୃତ୍ୟୁ ଉପହାର, ପାର୍ସଲବୋମା ଫୁଟି ବର ଓ ଜେଜେମା’ ମୃତ , ନବ ବଧୁ ଗୁରୁତର
ପାଟଣାଗଡ଼ (ବଲାଙ୍ଗୀର) : ବାହାଘରରେ ମିଳିଥିବା ଉପହାର ଆଣିଛି ମୃତ୍ୟୁ । ଏକ ପାର୍ସଲ ବୋମାକୁ କେହି ଜଣ ଦୁର୍ବୃତ୍ତ ଏମାନଙ୍କୁ ମାରିବା ଉଦ୍ୟେଶରେ ପଠାଇଥିଲା । ଆଉ ସିଏ ବି ସଫଳ ହୋଇଛି । ବଲାଙ୍ଗୀର ପାଟଣା ଗଡରେ ପାରସ୍ଲ ବୋମା ବିସ୍ପୋରଣରେ ନବବିବାହିତ ସୌମ୍ୟ ଶେଖର ସାହୁ ଓ ତାଙ୍କର…
ଦ୍ଵୈତ ଟିକସ ଏଡ଼ାଇବା ଓ ଟିକସ ଚୋରି ରୋକିବା ଲାଗି ଭାରତ-ଚୀନ ବୁଝାମଣା ସଂଶୋଧନ ପ୍ରୋଟୋକଲରେ ସ୍ୱାକ୍ଷର ଏବଂ…
ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆୟ ଉପରେ ଟିକସ ମାମଲାରେ ଦ୍ଵୈତ ଟିକସ/ଦୋହରା କରାଧାନ (ଡବଲ ଟ୍ୟାକ୍ସେସନ) ଏଡ଼ାଇବା ଏବଂ ଟିକସ ଚୋରି ରୋକିବା ଲାଗି ଭାରତ ଏବଂ ଚୀନ ମଧ୍ୟରେ ହୋଇଥିବା ବୁଝାମଣାରେ ସଂଶୋଧନ ପାଇଁ…
ଅସ୍ଥାୟୀ ବଦଳି କାର୍ଯ୍ୟକ୍ରମ ପାଇଁ ଭାରତ, ଅଷ୍ଟ୍ରେଲିଆ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)କୁ କ୍ୟାବିନେଟ ଅନୁମୋଦନ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅର୍ଥନୈତିକ ବ୍ୟାପାର ବିଭାଗ (ଭାରତୀୟ ଆର୍ଥିକ ସେବା କ୍ୟାଡର) ଏବଂ ଅଷ୍ଟ୍ରେଲିଆ ସରକାରଙ୍କ କୋଷାଗାର ମଧ୍ୟରେ 3 ମାସିଆ ଅସ୍ଥାୟୀ ବଦଳି କାର୍ଯ୍ୟକ୍ରମ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ର…