Browsing Category

ଦେଶ-ବିଦେଶ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମକିଲେ ଝିଅ, ଭାରତର ସଞ୍ଜିତା ଛାନୁ ଜିତିଲେ ସ୍ୱର୍ଣ୍ଣ

ଗୋଲ୍ଡକୋଷ୍ଟ । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅମାନେ ପୁଣି ଦେଶ ପାଇଁ ସଫଳତା ଆଣିଛନ୍ତି । ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ସଞ୍ଜିତା ଛାନୁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ମୀରା ବାଇ ୮୪ କିଲୋଗ୍ରାମ ସ୍ନାଚରେ ସ୍ୱର୍ଣ୍ଣ ପଦକ…

କେଦାର ନାଥରେ ବାୟୁସେନାର ହେଲିକାପ୍ଟର ଦୁର୍ଘଟଣା ହେଲେ ବଞ୍ଚିଗଲେ ସମସ୍ତେ

ନୂଆଦିଲ୍ଲୀ:  କେଦାରନାଥ ମନ୍ଦିର ନିକଟରେ  ସେନାର ଏକ ଏମ୍‌ଆଇ-୧୭ ହେଲିକାପ୍ଟରଟି ଖସି ପଡିଛି । ମାତ୍ର ଏଥିରେ ଥିବା ପାଇଲଟଙ୍କ ସହ ସମସ୍ତ ସେନା କର୍ମଚାରୀ ବଞ୍ଚିଯାଇଛନ୍ତି ଷ କେଦାରନାଥ ମନ୍ଦିର ନିକଟରେ ହେଲିକାପ୍ଟରଟି ଅବତରଣ କରୁଥିଲା । ଏତିକି ବେଳେ ସୁରକ୍ଷ ପାଇଁ ଦିଆଯାଇଥିବା ଲୁହା…

ମଣିପୁରରେ ୭୫୦ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି

ଇମ୍ପାଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମଣିପୁରରେ ୭୫୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ସେହିସବୁ କାର୍ଯ୍ୟକ୍ରମ ମଧ୍ୟରେ ଜାତୀୟ କ୍ରୀଡା ବିଶ୍ଵବିଦ୍ୟାଳୟ, ୧୦୦୦ ଅଙ୍ଗନୱାଡି କେନ୍ଦ୍ର ଏବଂ ଅନ୍ୟ କେତେଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ…

କାହିଁକି ଟିଡିପି ଏନଡିଏ ଛାଡିଲା ?

ନୂଆଦିଲ୍ଲୀ :  କେନ୍ଦ୍ରରେ ଶାସନାଧିନ ଜାତୀୟ ଗଣତାନ୍ତ୍ରିକ ସାମୁଖ୍ଯ (ଏନଡିଏ) ସରକାରରୁ ଆନ୍ଧ୍ରପ୍ରଦେଶର ତେଲଗୁଦେଶମ ପାଟିର୍ ସମର୍ଥନ ପ୍ରତ୍ଯାହାର କରିଛି  ଏ ସଂପର୍କରେ ଟିଡିପି ମୁଖ୍ଯ ତଥା ଆନ୍ଧ୍ର ମୁଖ୍ଯମନ୍ତ୍ରୀ ଏନ.ଚନ୍ଦ୍ରବାବୁ ନାଇଡୁ ଦଳର ପଲିଟିବ୍ଯୁରୋ ବୈଠକପରେ ଘୋଷଣା କରିଛନ୍ତି  ଗତ…

ଟେକ୍ନୋ ଏବଂ ଭୋଡାଫୋନ୍‌ ମଧ୍ୟରେ ଚୁକ୍ତି

ନୂଆଦିଲ୍ଲୀ:ପ୍ରିମିୟମ୍‌ ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଟ୍ରାନ୍ସିସନ୍‌ ଇଣ୍ଡିଆର ବ୍ରାଣ୍ଡ୍‌ ଟେକ୍ନୋ ପକ୍ଷରୁ ଭାରତର ଅନ୍ୟତମ ଅଗ୍ରଣୀ ଟେଲି ଯୋଗାଯୋଗ ସେବା ପ୍ରଦାନକାରୀ କମ୍ପାନୀ ଭୋଡାଫୋନ୍‌ ସହିତ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହା ଦ୍ୱାରା ଟୋକ୍ନୋର କ୍ୟାମନ୍‌-ଆଇ ସିରିଜ୍‌ ୪-ଜି…

ଜନ-ଔଷଧି ପରିଯୋଜନାରେ ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧାର ଶୁଭାରମ୍ଭ

ନୂଆଦିଲ୍ଲୀ:କେନ୍ଦ୍ରୀୟ ରସାୟନ ଓ ଉର୍ବରକ ଏବଂ ସଂସଦୀୟ ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ଆଜି ଏଠାରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନ-ଔଷଧି ପରିଯୋଜନା (PMBJP) ଅନ୍ତର୍ଗତ ଶତକଡା ୧୦୦ ପ୍ରତିଶତ ଅକ୍ସୋ-ବାୟୋଡିଗ୍ରେଡେବୁଲ ସାନିଟାରୀ ନାପକିନ ସୁବିଧା ଶୁଭାରମ୍ଭର ଘୋଷଣା କରିଛନ୍ତି । ଏହି ସୁଲଭ…

ମହିଳାମାନଙ୍କ ପାଇଁ ଶୁଭାରମ୍ଭ ହେଲା ଉଦ୍ୟମ ଶକ୍ତି ପୋର୍ଟାଲ

ନୂଆଦିଲ୍ଲୀ:ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ମହିଳା ଉଦ୍ୟୋଗୀମାନଙ୍କ ସକାଶେ ଏକ ପୋର୍ଟାଲ୍‌ (www.udyamsakhi.org)ର ଶୁଭାରମ୍ଭ କରାଯାଇଛି । ଏମଏସଏମଇ (ସ୍ୱାଧୀନ ଦାୟିତ୍ୱ) ରାଷ୍ଟ୍ରମନ୍ତ୍ରୀ ଗିରିରାଜ…

10,000 ବୈଦ୍ୟୁତିକ କାର କ୍ରୟ କରିବା ପାଇଁ ଟେଣ୍ଡର ଆହ୍ୱାନ କରିବ ଇଇଏସଏଲ

ନୂଆଦିଲ୍ଲୀ: କେନ୍ଦ୍ର ଶକ୍ତି ଓ ନୂତନ ଏବଂ ଅକ୍ଷୟ ଉର୍ଜା ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଆର କେ ସିଂ ଆଜି ଜାତୀୟ ଇ-ମୋବିଲିଟି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ସମଗ୍ର ଇ-ମୋବିଲିଟି ପରିସ୍ଥାନକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏଥିରେ ସାମିଲ…

ରାଷ୍ଟ୍ରପତିଙ୍କୁ ଭେଟିଲେ କୋରିଆ ସଂସଦୀୟ ପ୍ରତିନିଧିମଣ୍ଡଳ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା କୋରିଆ ସାଧାରଣତନ୍ତ୍ରର ଏକ ପ୍ରତିନିଧିମଣ୍ଡଳ ଆଜି (ମାର୍ଚ୍ଚ 08, 2018) ରାଷ୍ଟ୍ରପତି ଭବନଠାରେ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେଇଥିଲେ କୋରିଆ ଜାତୀୟ ସଂସଦର ବାଚସ୍ପତି ଶ୍ରୀ…

ସୋମବାରରେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ସକାଳେ ବାରଣାସୀଠାରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରୋଂଙ୍କୁ ସ୍ଵାଗତ କରିବେ । ଉଭୟ ନେତା ଏହାପରେ ମିର୍ଜାପୁର ଅଭିମୁଖେ ଯାତ୍ରା କରିବେ । ବାରଣାସୀ ଫେରିବା ପୂର୍ବରୁ ସେଠାରେ ସେମାନେ ଏକ ସୌରଶକ୍ତି କେନ୍ଦ୍ର ଉଦ୍ଘାଟନ କରିବେ ।…