Browsing Category

ଦେଶ-ବିଦେଶ

ବର୍ଷା ଓ ବଜ୍ରପାତ ସମୟରେ ମୋବାଇଲ ଫୋନ୍‌ ମନା, ହୋଇପାରେ ଘାତକ

ଭୋପାଳ: ବର୍ଷା ଓ ବଜ୍ରପାତ  ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର ନ କରିବା ପାଇଁ  ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।  ଭୋପାଳ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏ ନେଇ ଏକ ସତର୍କ ସୂଚନା ଜାରି କରିଛି । ବିଜୁଳି ଘଡଘଡି ମାରିବା ସମୟରେ ମୋବାଇଲ୍‌ ଫୋନ୍‌ ବ୍ୟବହାର କଲେ ଏହା ଘାତକ…

ମସ୍କୋରେ ବିୟର ଅଭାବ, ଫୁଟବଲ ଫ୍ୟାନ ପିଇଯାଉଛନ୍ତି ଦିନକୁ ଶହ ଶହ ଲିଟର ବିୟର

ମସ୍କୋ : ଋଷିଆରେ ଏବେ ବିଶ୍ୱ ଫୁଟବଲର ମହାକୁମ୍ଭ ବିଶ୍ୱକପ ଫୁଟବଲ ଚାଲିଛି । ଏହାକୁ ଦେଖିବାକୁ ସାରା ବିଶ୍ୱରୁ ଫୁଟବଲପ୍ରେମୀମାନେ ଏହି ଦେଶକୁ ଆସିଛନ୍ତି । କେତେକ ନିଜ ଦେଶର ଟିମକୁ ଚିୟର କରିବାକୁ ଆସିଥିବାବେଳେ ଆଉ କେତେକ କେବଳ ଫୁଟବଲକୁ ଉପଭୋଗ କରିବାକୁ ଆସିଛନ୍ତି । ଋଷିଆରେ ଏବର୍ଷ ଟିକିଏ…

ସକାଳୁ ମୋଦି କିପରି ପଥର ଉପରେ କରୁଛନ୍ତି ବ୍ୟାୟାମ ଦେଖନ୍ତୁ, ଭିଡିଓ

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ…

ଆୟୁଷ ଶବ୍ଦକୁ ଇଂରାଜୀ ଭାଷାରେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି

ବୈଜ୍ଞାନିକ ଏବଂ ଟେକନିକାଲ ଶବ୍ଦାବଳୀ ଆୟୋଗ ବୈଜ୍ଞାନିକ ଏବଂ ଟେକନିକ ଉଦେ୍ଦଶ୍ୟଗୁଡିକ ପାଇଁ ଆୟୁଷ ଶବ୍ଦକୁ ହିନ୍ଦୀ ଓ ଇଂରାଜୀ ଭାଷାରେ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛି । ଚିକିତ୍ସାର ପାଞ୍ଚଟି ପରମ୍ପରାଗତ ଏବଂ ପୂରକ ପ୍ରଣାଳୀ ଆୟୁବୈଦ, ଯୋଗ, ପ୍ରାକୃତିକ ଚିକିତ୍ସା…

ପାରାଦୀପରେ ଆରମ୍ଭ ହେଲା ଜାତୀୟ ନାଟ୍ୟମହୋତ୍ସବ

ପାରାଦୀପ,୧୯।୩(ଇମିସ): ପାରାଦୀପର ଅଗ୍ରଣୀ ଅନୁଷ୍ଠାନ କ୍ୟାନମାସ୍ ପକ୍ଷରୁ ଆୟୋଜିତ ଜାତୀୟ ନାଟ୍ୟ ମହୋତ୍ସବ କ୍ୟାନଫେଷ୍ଟ୍ ୨୦୧୭ ଆଜିଠାରୁ ଆରମ୍ଭ ହୋଇଛି। ସ୍ଥାନୀୟ ଜୟଦେବ ସଦନଠାରେ ଠାରେ ଆୟୋଜିତ ନାଟକ ମହୋତ୍ସବକୁ ପାରାଦୀପ ବନ୍ଦର ୍ରଅଧ୍ୟକ୍ଷ ରିଙ୍କେଶ ରାୟ ଉଦ୍ଘାଟନ କରିଥିଲେ। ଲୋକକଳା ଧୀରେ…

ଦିନେ ଏକ ଚାଉଳମିଲରେ କାମକରୁଥିଲେ ବିଏସ ୟେଦ୍ୟୁରାପା

ବାଙ୍ଗାଲୁରୁ : ବିଏସ ୟେଦ୍ୟୁରାପା କର୍ଣ୍ଣାଟକର ୨୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ବାଜୁଭାଇ ରୁଦ୍ରଭାଇ ବାଲା ଆଜି ପୂର୍ବାହ୍ନ ୯ଟାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହା ପୂର୍ବରୁ ଗତ ରାତିସାରା ଉଭୟ ବାଙ୍ଗାଲୁରୁ ଓ ନୂଆଦିଲ୍ଲୀରେ ରାଜନୈତିକ…

କର୍ଣ୍ଣାଟକରେ ମୋଦି ମ୍ୟାଜିକ, ବିଜେପି ସରକାର ଗଢିବା ସମ୍ଭାବନା

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୧୦ଟି ସିଟରେ ଆଗୁଆ ରହି ମ୍ୟାଜିକ ସଂଖ୍ୟାଠାରୁ ମାତ୍ର ୨ଟି ସିଟ ପଛରେ ରହିଛି । ସେହିପରି କଂଗ୍ରେସ ୬୨ଟି ସିଟରେ ଆଗୁଆ ରହିଥିବାବେଳେ ଓ ଜେଡିଏସ ୪୮ ସିଟରେ…

ଇନସାଇଟ୍‌ ମଙ୍ଗଳ ଯାନ ଛାଡିଲା ଆମେରିକା, ସେ ଗ୍ରହରେ କେମିତି କାମ କରିବା ଯାନ ଦେଖନ୍ତୁ ଭିଡିଓ

ଆମେରିକାର ମହାକଶ ଗବେଷଣା ସଂସ୍ଥା ନାସା ମଙ୍ଗଳ ଗ୍ରହକୁ ଇନ୍‌ସାଇଟ୍‌ ନାମକ ମଙ୍ଗଳଯାନ ଛାଡିଛି । ଏଥିପାଇଁ ଭାରତୟୀ ମୁଦ୍ରାରେ ପ୍ରାୟ ୬୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମଙ୍ଗଳାନ ଚଳିତ ବର୍ଷ ନଭେମ୍ବର ୨୬ ତାରିଖର ମଙ୍ଗଳ ଗ୍ରହରେ ଅବତରଣ କରିବ । ସେଠାରେ ଳରେ ୧୦ରୁ ୧୫ ଫୁଟ ଗଭୀର ଗାତ…

“ଆମେ ହିନ୍ଦୁ, ଆମ ଘରକୁ କଂଗ୍ରେସ ଲୋକ ଆସିବା ମନା” କର୍ଣ୍ଣାଟକର ଏହି ଗାଁଲୋକେ ନିଜ ଘର କବାଟରେ…

ଆଜିକାଲି କଂଗ୍ରେସ ଦଳ ଏକ ଅଜବ ସ୍ଥିତି ଦେଇ ଗତି କରୁଛି । ମୁସଲିମ ତୁଷ୍ଟୀକରଣ ଆରୋପ ଏହି ଦଳ ଉପରେ ବହୁଦିନରୁ ଲାଗି ଆସୁଛି । ଏଥିପାଇଁ ଦଳ ଏବେ ନିଜର ହିନ୍ଦୁମାନଙ୍କ ହିତୈଷୀ ଭାବେ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରୁଛି । ସେଥିପାଇଁ ଦଳର ସଭାପତି ରାହୁଲ ଗାନ୍ଧି ଏ ମନ୍ଦିରରୁ ସେ…

ଭାରତର ଶେଷ ଚା’ ଦୋକାନ

ଶେଷ ଚା ଦୋକାନ ଶୁଣିଲେ କଥାଟା ଟିକିଏ ଅଡୁଆ ଲାଗୁଥିବା ମାତ୍ର ଏହା ସତ କଥା  । ଦେଶରେ ଏପରି ଏକ ଚା ଦୋକାନ ଅଛି ଯାହାକୁ ଶେଷ ଚା ଦୋକାନ ଭାବେ ବିବେଚିତ କରାଯାଏ । ଉତ୍ତରାଖଣ୍ଡର ଚମେଲିରେ ଏହା ଅଛି ।ଷ ଦେଶର ସୀମାରେ ଥିବା ମାଣା ଗ୍ରାମରେ ଏହି ଚା ଦୋକାନ ରହିଛି । ସାଧାରଣତଃ ଶୀତ ଦିନେ ଓ…