ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍ ଇଣ୍ଡିଆ ପାଇଁ ଆହ୍ୱାନ ଦେଇଛନ୍ତି । ବ୍ୟାୟାମ କଲେ ସମସ୍ତେ ସୁସ୍ଥ ସବଳ ରହିବେ । ଏହା ଦେଶର ପ୍ରଗତି ପାଇଁ ହିତକର । ସେ ଏକ ବଗିଚାରେ ବ୍ୟାୟାମ କରିବା ସହ ଏକ ପଥର ଉପରେ କିଛି ଯୋଗ ଓ ବ୍ୟାୟାମ କରୁଥିବାର ଭିଡିଓ ପୋଷ୍ଟ କରିଛନ୍ତି । ଦେଖନ୍ତୁ ପ୍ରଧାନମନ୍ତ୍ରୀ ମୋଦି କିପରି ଯୋଗ ବ୍ୟାୟାମ କରୁଛନ୍ତି ।
Here are moments from my morning exercises. Apart from Yoga, I walk on a track inspired by the Panchtatvas or 5 elements of nature – Prithvi, Jal, Agni, Vayu, Aakash. This is extremely refreshing and rejuvenating. I also practice
breathing exercises. #HumFitTohIndiaFit pic.twitter.com/km3345GuV2— Narendra Modi (@narendramodi) June 13, 2018