ଘରେ ରଖନ୍ତୁ ନାହିଁ ଏ ସବୁ ଜିନିଷ , ଆସିପାରେ ବିପତ୍ତି

0 1,671

ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଜିନଷ ଗରେ ରଖିଲେ ଏହାର ସୁଫଳ ମିଳେ । ମାତ୍ର ଏପରି କିଛି ଦ୍ରବ୍ୟ ଅଛି ଯାହାକୁ ରଖିଲେ ଏହା ନକରତ୍ମକ ପ୍ରଭାବ ପକାଇଥାଏ । ତଳେ ଏ ସବୁ ଜିନିଷ ବିଷର ତାଲିକା ରହିଛି ।

-ଭୂତ ପୋଷ୍ଟର୍‌

-ଛିଣ୍ଡା ଚପଲ

-ଭଙ୍ଗା ବାସନ

-ପୋଡ଼ି ଯାଇଥିବା କପଡ଼ା

-କଳଙ୍କି ଲଗା ଲୁହା

-ଖାଲି ବୋତଲ

-ଭୂତ ପୋଷ୍ଟର୍‌

-ଭଙ୍ଗା କାଚ

-ଭଙ୍ଗା ଦୈବ ମୂର୍ତ୍ତି

-ବନ୍ଦ ଘଣ୍ଟା

-ଅଚଳ ଇଲେକଟ୍ରୋନିକ୍ସ ସରଞ୍ଜାମ

Leave A Reply