କର୍ଣ୍ଣାଟକରେ ମୋଦି ମ୍ୟାଜିକ, ବିଜେପି ସରକାର ଗଢିବା ସମ୍ଭାବନା

0 568

ବାଙ୍ଗାଲୋର : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କରିଛି । ଏପର୍ଯ୍ୟନ୍ତ ମିଳିଥିବା ଫଳାଫଳ ଅନୁସାରେ ବିଜେପି ୧୧୦ଟି ସିଟରେ ଆଗୁଆ ରହି ମ୍ୟାଜିକ ସଂଖ୍ୟାଠାରୁ ମାତ୍ର ୨ଟି ସିଟ ପଛରେ ରହିଛି । ସେହିପରି କଂଗ୍ରେସ ୬୨ଟି ସିଟରେ ଆଗୁଆ ରହିଥିବାବେଳେ ଓ ଜେଡିଏସ ୪୮ ସିଟରେ ଆଗୁଆ ରହିଛି ।

Leave A Reply