Browsing Category

ଦେଶ-ବିଦେଶ

ବନ୍ୟା ବେଳେ ମନ୍ଦିରର ପ୍ରାଙ୍ଗଣରେ ଇଦ୍‌ ନମାଜ ପାଠ କରିବାକୁ ବ୍ୟବସ୍ଥା କଲେ ମନ୍ଦିର କର୍ତ୍ତୃପକ୍ଷ

କୋଟି.- କେରଳରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। ଏଥିରେ ଅଧିକାଂଶ ଘର ପାଣିରେ ବୁଡି ରହିଥିଲା । ସାରା ଦେଶ କେରଳର ବନ୍ୟା ପୀଡିତମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲା ।  ଇଦ୍‌-ଅଲ୍‌-ଆଦା ସମୟରେ ବି ଏଠାରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ଏକତା ଦେଖିବାକୁ ମିଳିଛି । କେରଳର…

ଶିଶୁର ବଳାତ୍କାରୀକୁ ୨୦ ବର୍ଷ ଜେଲ୍‌

ମଥୁରା.- ଏକ ତିନି ବର୍ଷର ଶିଶୁର ବଲାତ୍କାରୀକୁ ମଥୁରାର ଏକ ସ୍ୱତନ୍ତ୍ର ଅଦାଲତ ୨୦ ବର୍ଷ  ଜେଲ ଣ୍ଡା ଦେଶ ଶୁଣାଇଛନ୍ତି । ୨୦୧୫ ମସିହାରେ ଏହି ଅଭିଯୁକ୍ତ ଏକ ୩ ବର୍ଷର ଶିଶୁକୁ ବଳାତ୍କାରକରିଥିଲା । ପ୍ରାୟ ୩ ବର୍ଷ ଧରି ଏହାର ଶୁଣାଣୀ ହୋଇଥିଲା । ଏହି ଅପରାଧୀ ଜଣଙ୍କ ମାନସିକ ଭାବେ ଏପରି…

ଛେଳି ନାମରେ କୁକୁର ଦେଇଥିବା ଅଭିଯୋଗ, ଥାନାରେ ମାମଲା ରୁଜୁ

କାନପୁର.- ଛେଳି ନାମରେ ଜଣେ ବ୍ୟକ୍ତିଙ୍କୁ କୁକୁର ଦେଇଥିବା ଅଭିଯୋଗ ହୋଇଛି ।  କାନପୁର ନିକଟସ୍ଥ ଜୁଜୁମାଓ ଛୁଙ୍ଗିରେ ଏହି ଘଟଣା ଘଟିଛି ।  ଇଦ-ଅଲ୍‌-ଅଦା ବା ବକରି –ଇଦରେ ସମୟରେ ଛେଳିର ଚାହିଦା ବୃଦ୍ଧି ପାଇଥାଏ । ଅସରଫ ନାମକ ବ୍ୟକ୍ତି ନିଜର ତିନୋଟି ଛେଳି ବିକିବ ପାଇଁ ହାଟକୁ ନେଇଥିଲା।…

ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି  ବରଫ

ନ୍ୟୁୟର୍କ.- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ଚନ୍ଦ୍ରଯାନ-୧ ପ୍ରରଣ କରିଥିଲା । ଏହା ଚନ୍ଦ୍ରରେ ପାଣିଥିବା କଥା ଏହି ଯାନ ଦେଇଥିବା  ତଥ୍ୟ ଓ ଫଟୋରୁ ସ୍ପଷ୍ଟ ହୋଇଥିଲା ।  ତେବେ ଚନ୍ଦ୍ରର ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ତଳେ ବରଫ ଜମି ରହିଥିବା ଏହି…

କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ

ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି ।  କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ…

କେରଳ ବନ୍ୟାରେ ଉଦ୍ଧାର କାର୍ଯ୍ୟପାଇଁ ମହାକାଶରେ  ଭାରତର ୫ କୃତ୍ରିମ ଉପଗ୍ରହ କାମ କରୁଛନ୍ତି

ନୂଆଦିଲ୍ଲୀ.- କେରଳରେ ୧୦୦ ବର୍ଷରେ ପରେ ଏପରି ପ୍ରଳୟଙ୍କରୀ ବନ୍ୟା ଆସିଛି । ଏବ ବର୍ଷା କମିଥିବା ବେଳେ ବିଭନ୍ନ ନଦୀର ଜଳସ୍ତର କମିବାରେ ଲାଗିଛି । ମାତ୍ର ବନ୍ୟାର ପ୍ରକୋପ ଏପରି ଥିଲା ଯେ କେରଳର  ଅଧିକାଂଶ ଜିଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା । ଏଥିଯୋଗୁଁ ଅନେକସ୍ଥାନରେ ଏକ ମହଲା ଘର…

୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ

ନୂଆଦିଲ୍ଲୀ.- ୧୬ ବର୍ଷିୟ ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଭାରତ ପାଇଁ ଏସିଆନ୍‌ କ୍ରୀଡାରେ ବନ୍ଧୁକ ଚାଳନାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।  ସେ ବିଶ୍ୱ କନିଷ୍ଠ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରେକର୍ଡ କରିଥିଲେ । । ସେ ସର୍ବମୋଟ ୨୪୦.୭ ପଏଣ୍ଟ ସ୍କୋର…

କଲେଜ(ମହାବିଦ୍ୟାଳୟ)ରେ ମୋବାଇଲ୍‌ ନିଷେଧ!

ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ମୋବାଇଲ୍‌ ନିଷେଧ କରିଛନ୍ତି ।  ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳରେ ମୋବାଇଲ୍‌ ନିଷେଧ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍‌ ବ୍ୟବହାର ନକରନ୍ତି…

ଆଡଭାନୀଙ୍କ ପାଇଁ ଜେଲ୍‌ରେ ରୋଷେଇ କରୁଥିଲେ ବାଜପେୟୀ, ଜରୁରୀକାଳୀନ ପରିସ୍ଥିତିରେ ଦୁଇ ଜଣ ଏକାଠି ଜେଲ୍‌ରେ ଥିଲେ

ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍‌ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍‌ରେ ବନ୍ଦୀ କରାଯ।ଇଥିଲା…

ବିବାହ କରିବା ପାଇଁ ମୁସଲମାନରୁ ହିନ୍ଦୁ ହେଲେ ଯୁବକ

ରାୟପୁର.- ଜଣେ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ମୁସଲମାନ ଯୁବକ  ଧର୍ମ ପରିବର୍ତ୍ତନ କରି ଚର୍ଚ୍ଚାକୁ ଆସିଛନ୍ତି । ମହମ୍ମଦ ଇବ୍ରାହିମ୍‌ ସିଦ୍ଦିକି ନାମକ ୩୩ ବର୍ଷିୟ ଯୁବକ ୨୩ ବର୍ଷୀୟ ହିନ୍ଦୁ ଯୁବତୀଙ୍କୁ ବିବାହ କରିବା ପାଇଁ ଧର୍ମ ପରିବର୍ତ୍ତନ କରିଛନ୍ତି । ଏବେ ସେ ଧର୍ମ…