ନୂଆଦିଲ୍ଲୀ.- ବରିଷ୍ଠ ବିଜେପି ନେତା ଲାଲ୍ କୃଷ୍ଣ ଆଡଭାନୀଙ୍କ ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏକଦା ରୋଷେଇ କରୁଥିଲେ । ଆଡଭାନୀ ନିଜର ଏକ ଲେଖାରେ ଏହି କଥାକୁ ପ୍ରକାଶ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତ ବେଳେ ଦୁଇଜଣଙ୍କୁ ବାଙ୍ଗାଲୋର ଜେଲ୍ରେ ବନ୍ଦୀ କରାଯ।ଇଥିଲା ।
ଏହା ସହ କିଛି ବିଜେପି ନେତା ବି ବନ୍ଦୀ ଥିଲେ । ସେହି ସମୟରେ ବାଜପେୟୀ ସମସ୍ତଙ୍କ ରୋଷାଇ କରୁଥିଲେ । ଏହା ଅତି ସାଧାରଣ ଥିଲେ ସ୍ୱାଦିଷ୍ଟ ଥିଲା ବୋଲି ଆଡଭାନୀ ଉଲ୍ଲେଖ କରିଛନ୍ତି । ‘ ଏ ପ୍ରିଜନରସ୍ ସ୍କ୍ରାପ ବୁକ୍ରେ ଆଡଭାନୀ ଏ କଥା ଉଲ୍ଲେଖ କରିଛନ୍ତି ।