ଚେନ୍ନାଇ: ତାମିଲନାଡୁ ସରକାର ରାଜ୍ୟରେ ସମସ୍ତ ମହାବିଦ୍ୟାଳୟରେ ମୋବାଇଲ୍ ନିଷେଧ କରିଛନ୍ତି । ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳରେ ମୋବାଇଲ୍ ନିଷେଧ କରିବା ପାଇଁ ସରକାର ନିର୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀମାନେ ଯେପରି ମୋବାଇଲ୍ ବ୍ୟବହାର ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ନିର୍ଦେଶ ଜାରି କରାଯାଇଛି ।
ଆଇଆଇଟି ମାଡ୍ରାସର ପରି କେତକ ଶିକ୍ଷାନୁଷ୍ଠାନରେ ମୋବାଇଲ୍ ବ୍ୟବହାର କରାଯ।ଇ ପାରିବ । ଶିକ୍ଷାଦନ ସମୟରେ ମୋବାଇଲ୍ର ବ୍ୟବହାର , ଛାତ୍ରୀମାନଙ୍କର ଅଶୀଳ୍ଳ ଚିତ୍ର ଉତ୍ତୋଳନ ଓ ପରୀକ୍ଷା ସମୟରେ ମୋବାଇଲ୍ର ଅପବ୍ୟବହାର ଅଭିଯୋଗ ଆସିବା ପରେ ସରକାର ଏପରି ନିର୍ଦେଶ ଦେଇଛନ୍ତି