କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ

କେରଳ ବନ୍ୟାରେ ମହିଳାଙ୍କ ପାଇଁ ପାହାଚ ହୋଇଥିବା ଉଦ୍ଧାରକାରୀଙ୍କ ଭିଡିଓ ଭାଇରାଲ

0 768

ତ୍ରିଭେନ୍ଦ୍ରମ.- କେରଳର ପ୍ରଳୟଙ୍କରୀ ବନ୍ୟାରେ ଅନେକ ସ୍ଥାନରେ ବହୁ ଲୋକ ଫସି ରହିଛନ୍ତି । ଏମାନଙ୍କୁ ଉଦ୍ଧରକରାଯାଇ ବିଭିନ୍ନ ଆଶ୍ରୟସ୍ଥଳକୁ ଆଣାଯାଉଛି ।  କେଉଁଠାରେ ଉଦ୍ଧାରକାରୀମାନେ ଗର୍ଭବତୀ ମହିଳାଙ୍କୁ ହେଲିକାପ୍ଟର ସାହାଯ୍ୟରେ ଉଦ୍ଧାର କରୁଛନ୍ତି ତ କେଉଁଠାରେ ଛୋଟ ପିଲାକୁ ସେନାର ଜବାନ ଉଦ୍ଧାକ କରୁଛନନ୍ତି ।

ଏକ ଉଦ୍ଧାରକାରୀ ଦଳ କିଛି ମହିଳାଙ୍କୁ ଉଦ୍ଧାର କରୁଥିବା ବେଳେ ଡଙ୍ଗାରେ ଚଢିବା ପାଇଁ ଜଣେ ଉଦ୍ଧାରକାରୀ ପାଣି ଭିତରେ ଆଣ୍ଠେଇ ନିଜ ପିଠି ଉପର ଦେଇ ମହିଳାମାନଙ୍କୁ ଡଙ୍ଗାରେ ଚଢିବା ପାଇଁ ସାହାଯ୍ୟ କରିଥିଲେ । ଏହାର ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି । ନିମ୍ନରେ ଦେଖନ୍ତୁ ଭିଡିଓ

Leave A Reply