୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ

୧୬ ବର୍ଷିୟ ସୌରଭ ଭାରତ ପାଇଁ ବନ୍ଧୁକ ଚାଳନାରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ

0 708

ନୂଆଦିଲ୍ଲୀ.- ୧୬ ବର୍ଷିୟ ବନ୍ଧୁକ ଚାଳକ ସୌରଭ ଚୌଧୁରୀ ଭାରତ ପାଇଁ ଏସିଆନ୍‌ କ୍ରୀଡାରେ ବନ୍ଧୁକ ଚାଳନାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ଦେଶ ପାଇଁ ଗୌରବ ଅର୍ଜନ କରିଛନ୍ତି ।  ସେ ବିଶ୍ୱ କନିଷ୍ଠ ବିଶ୍ୱ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ରେକର୍ଡ କରିଥିଲେ । । ସେ ସର୍ବମୋଟ ୨୪୦.୭ ପଏଣ୍ଟ ସ୍କୋର କରି ରେକର୍ଡ କରିଛନ୍ତି ।

ଏଥିର ଭାରତର ଆଉଜଣେ ବନ୍ଧୁକ ଚାଳକ ଅଭିଷେକ ବର୍ମା କାଂସ୍ୟ ପଦକ ଜିତିଛନ୍ତି । ଚଳିତ ଏସିଆଡ୍‌ରେ ଭାରତ  ମଙ୍ଗଳବାର ସୁଦ୍ଧା ୫ଟି ପଦକ ଜିତିଛି ।

Leave A Reply