ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଚମକିଲେ ଝିଅ, ଭାରତର ସଞ୍ଜିତା ଛାନୁ ଜିତିଲେ ସ୍ୱର୍ଣ୍ଣ

ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଭାରତର ସଞ୍ଜିତା ଛାନୁ ଜିତିଲେ ସ୍ୱର୍ଣ୍ଣ

0 488

ଗୋଲ୍ଡକୋଷ୍ଟ । ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଚାଲିଥିବା ରାଜ୍ୟ ଗୋଷ୍ଠୀ କ୍ରୀଡାରେ ଝିଅମାନେ ପୁଣି ଦେଶ ପାଇଁ ସଫଳତା ଆଣିଛନ୍ତି । ମୀରାବାଇ ଛାନୁ ପ୍ରଥମ ସ୍ୱର୍ଣ୍ଣ ଜିତିଥିବା ବେଳେ ସଞ୍ଜିତା ଛାନୁ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଛନ୍ତି । ମୀରା ବାଇ ୮୪ କିଲୋଗ୍ରାମ ସ୍ନାଚରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ମୀରାବାଇ ଛାନୁ  ୫୩ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି  ୨୪ ବର୍ଷୀୟା ଛାନୁ କ୍ଲିନ ଓ ଜର୍କରେ ମୋଟ ୧୯୨ କିଲୋଗ୍ରାମ ବାର ଉତ୍ତୋଳନ କରି ଏହି ସଫଳତା ହାସଲ କରିଛନ୍ତି ।

Leave A Reply