Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ-ବିଦେଶ
ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ
୨୦୨୪-୨୫ମସିହା ସୁଦ୍ଧା ସରକାର ଦେଶ ଭିତରେ ୩୩ଟି ନୂଆ ମାଲ ପରିବହନ ଟର୍ମିନାଲ ସ୍ଥାପନ କରିବେ । ଯାହା ଦ୍ୱାରା ଦେଶର ମାଲପରିବହନ କ୍ଷେତ୍ରରେ ଅଭିବୃଦ୍ଧି ସାଧିତ ହେବ । ବେସାମରିକ ବିମାନଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏୟାର କାର୍ଗୋ ଫୋରମ ବାର୍ଷିକ ଉତ୍ସବରେ ଉଦ୍ବୋଧନ!-->…
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ
ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ…
ବାଂଲାଦେଶ ସରକାର ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ୧୬୧ତମ ଜୟନ୍ତୀ ପାଳନ ଉପଲକ୍ଷେ ଦେଶର ବିଭିନ୍ନ ଭାଗରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରିବେ । ଆସନ୍ତା ୮ ତାରିଖରେ ରବୀନ୍ଦ୍ରନାଥ ଠାକୁରଙ୍କ ଜୟନ୍ତୀ ପାଳିତ ହେବ । ମୁଖ୍ୟ କାର୍ଯ୍ୟକ୍ରମ କୁଷ୍ଟିଆ ଜିଲ୍ଲାର ରବୀନ୍ଦ୍ରକୁଠିବାଡ଼ିଠାରେ!-->…
ଭାରତକୁ ନେଇ ଡବ୍ଲ୍ୟୁ.ଏଚ୍.ଓ.ର କେଁ – କହିଲା ଏମିତି ଖଣ୍ଡନ କଲା ଆଇସିଏମ୍ଆର୍
ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ମହାନିର୍ଦ୍ଦେଶକ ବଳରାମ ଭାର୍ଗବ ଦେଶରେ କୋବିଡ୍ରେ ଅଧିକ ସଂଖ୍ୟାରେ ଲୋକମାନେ ମୃତ୍ୟୁ ବରଣ କରିଥିବା ସଂକ୍ରାନ୍ତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଛନ୍ତି । ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ଯେତେବେଳେ!-->…
ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟ କରୁଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଏହାର ସମସ୍ତ ଶକ୍ତି ଓ ସାମର୍ଥ୍ୟ ସହ ଅଗ୍ରସର ହେଉଛି ଓ ବିଶ୍ୱର କଲ୍ୟାଣ ଦିଗରେ କାର୍ଯ୍ୟକରୁଛି ବୋଲି ବିଶ୍ୱବାସୀ ଜାଣନ୍ତି । ସେ କହିଛନ୍ତି, ଭାରତର ବିଜନ୍ ଅତ୍ୟନ୍ତ ସ୍ପଷ୍ଟ ଓ ଆତ୍ମନିର୍ଭର ଭାରତ ଭବିଷ୍ୟତ କାର୍ଯ୍ୟପନ୍ଥା!-->!-->!-->…
କୋଇଲା ଚାହିଦା କାରଣରୁ ଘରୋଇ କୋଇଲା ଯୋଗାଣ କ୍ଷେତ୍ରରେ ଦେଖାଦେଇଥିବା ସଙ୍କଟ ଦୂର କରିବା ନିମନ୍ତେ କୋଇଲା ଆମଦାନୀ…
କେନ୍ଦ୍ର ଶକ୍ତି ଏବଂ ଅକ୍ଷୟ ଶକ୍ତି ମନ୍ତ୍ରୀ ଆର୍.କେ. ସିଂହ ତାପଜ ବିଦ୍ୟୁତକେନ୍ଦ୍ରରେ କୋଇଲା ଆମଦାନୀ ସ୍ଥିତିର ସମୀକ୍ଷା କରିଛନ୍ତି । ଭର୍ଚୁଆଲ୍ ମାଧ୍ୟମରେ ରାଜ୍ୟ ସରକାରମାନଙ୍କ ପ୍ରତିନିଧିମାନଙ୍କ ସହିତ ସ୍ଥିତିର ସମୀକ୍ଷା କରି ଶ୍ରୀ ସିଂହ ବର୍ଦ୍ଧିତ କୋଇଲା ଚାହିଦା କାରଣରୁ ଘରୋଇ!-->…
ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ
ଆଣ୍ଡାମାନ ସାଗର ଓ ପାଶ୍ୱବର୍ତ୍ତୀ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଗତକାଲି ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆଜି ସନ୍ଧ୍ୟା ସୁଦ୍ଧା ଅବପାତରେ ପରିଣତ ହେବ ବୋଲି ଭାରତୀୟ!-->…
ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ
ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ଦେଶର ଦ୍ୱିତୀୟ ସର୍ବବୃହତ ସ୍ୱାକ୍ଷର ରାଜ୍ୟ ମିଜୋରାମ୍ ହେଉଛି ପ୍ରକୃତରେ ଏକ ଆଧୁନିକ ରାଜ୍ୟ, ଯହା ଉଚ୍ଚ ସଫଳତା ହାସଲ କରିବା ପାଇଁ ଏବେ ପ୍ରସ୍ତୁତ ହୋଇସାରିଛି । ଗତକାଲି ଆଇଜଲ୍ଠାରେ ମିଜୋରାମ ବିଶ୍ୱବିଦ୍ୟାଳୟର ୧୬ତମ ସମାବର୍ତ୍ତନ ଉତ୍ସବରେ!-->…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ
ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗ୍ରୀଷ୍ମ ପ୍ରବାହ ପରିଚାଳନା ଓ ବର୍ଷା ଋତୁ ପାଇଁ ପ୍ରସ୍ତୁତି ସଂକ୍ରାନ୍ତରେ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଭାରତୀୟ ପାଣିପାଗ ବିଭାଗ ଓ ଜାତୀୟ ଦୁର୍ବିପାକ ପରିଚାଳନା କର୍ତ୍ତୃପକ୍ଷ ପ୍ରଧାନମନ୍ତ୍ରୀଙ୍କୁ ମାର୍ଚ୍ଚରୁ ମେ ମାସ ମଧ୍ୟରେ ସାରା ଦେଶରେ!-->…
ସମ୍ଭାବ୍ୟ ବାତ୍ୟା ପାଇଁ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ-ଓସ୍ଡମା ଏକ ସତର୍କ ଆପ୍ ପ୍ରସ୍ତୁତ…
ସମ୍ଭାବ୍ୟ ବାତ୍ୟାକୁ ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା କହିଛନ୍ତି, ବାତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ପାଣିପାଗ ବିଭାଗର ସୂଚନାକୁ ଆଧାର କରି ଆଜି ସନ୍ଧ୍ୟାରେ ଏ ସମ୍ପର୍କରେ ସବିଶେଷ ତଥ୍ୟ ଜଣାପଡିବ । ତେବେ ରାଜ୍ୟ ସରକାର ଏହାର!-->…
ଲଘୁଚାପ-ସରକାର ଅତି କମ୍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନାକୁ ନେଇ ଓଡ଼ିଶା ସରକାର ଅତି କମ୍ରେ ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘୂର୍ଣ୍ଣିଝଡ଼ର ପ୍ରକୃତ ପଥ ଏ ପର୍ଯ୍ୟନ୍ତ ଅନୁମାନ କରାଯାଇ ପାରିନଥିଲେ ମଧ୍ୟ ଭାରତୀୟ ପାଣିପାଗ ବିଭାଗ କହିଛି, ବଙ୍ଗୋପସାଗରରେ!-->…