Browsing Category

ଦେଶ-ବିଦେଶ

ଚୀନ୍‌ର ସମରାଭ୍ୟାସ ତାଇଓ୍ୱେନକୁ ଡରାଇବା ପାଇଁ କରୁଛି ଯୁଦ୍ଧାଭ୍ୟାସ

ଚୀନ୍‍ ପୀତ୍ତ ସାଗରର ଦକ୍ଷିଣାଞ୍ଚଳରେ ଗତ ୬ତାରିଖରୁ ବନ୍ଧୁକ ଚାଳନା ସମରାଭ୍ୟାସ କରୁଛି । ଏହି ସମରାଭ୍ୟାସ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।ଚୀନ୍‍ର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ପକ୍ଷରୁ ଏକ ବିବୃତିରେ ଏହା କୁହାଯାଇଛି । ଏଥିସହିତ ଗତକାଲିଠାରୁ ବୋହାଇ ସାଗରର ଉତ୍ତରାଞ୍ଚଳରେ ମଧ୍ୟ ଚୀନ

ଭାରତୀୟ ମହାକାଶ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍‍ଏସ୍‍ଏଲ୍‍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍‍ସର ତ୍ରୁଟି ଯୋଗୁଁ କକ୍ଷପଥରେ…

ଭାରତୀୟ ମହାକାଶ ଗବେଷଣା ସଂଗଠନର ଅଧ୍ୟକ୍ଷ ଏସ୍‍. ସୋମନାଥ କହିଛନ୍ତି ଲଘୁ ଉପଗ୍ରହ ପ୍ରକ୍ଷେପଣ ଯାନ ଏସ୍‍ଏସ୍‍ଏଲ୍‍ଭି ର ପ୍ରଥମ ପ୍ରକ୍ଷେପଣ ସେନ୍‍ସର ତ୍ରୁଟି ଯୋଗୁଁ କକ୍ଷପଥରେ ସ୍ଥାପନ ଅସଫଳ ହୋଇଛି । ଶ୍ରୀହରିକୋଟାର ଲଞ୍ଚପ୍ୟାଡରୁ ପ୍ରକ୍ଷେପଣ କରାଯାଇଥିବା ଏସ୍‍ଏସ୍‍ଏଏଲ୍‍ଭିବି-୧

ମଙ୍କିପକ୍ସ ରୋଗ ଆତଙ୍କ -ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା

ଆମେରିକା ମଙ୍କିପକ୍ସ ରୋଗକୁ ଏକ ସାର୍ବଜନୀନ ସ୍ୱାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ବୋଲି ଘୋଷଣା କରିଛି । ବିଶ୍ୱରେ ସବୁଠାରୁ ଆମେରିକାରେ ଅଧିକ ଲୋକଙ୍କୁ ମଙ୍କିପକ୍ସ ସଂକ୍ରମଣ ହୋଇଥିବାର ଜଣାପଡ଼ିଛି । ସେ ଦେଶର ସ୍ୱାସ୍ଥ୍ୟ ଓ ମାନବୀୟ ସେବା ମନ୍ତ୍ରୀ ଜାଭିଏର୍‍ ବେସେରା କହିଛନ୍ତି, ଏହି ଭୂତାଣୁକୁ

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ଏ ପର୍ଯ୍ୟନ୍ତ ୬ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୭ଟି ବ୍ରୋଞ୍ଜ ପଦକ ସମେତ ୨୦ଟି ପଦକ…

ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭିନ୍ନକ୍ଷମ ପାୱାର୍‍ ଲିପ୍ଟିଂ ବିଭାଗରେ ସୁଧୀର ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ପୁରୁଷ ବିଭାଗ ହେବିୱେଟ୍‍ ଫାଇନାଲ୍‍ରେ ଗତକାଲି ରାତିରେ ୨୧୨ କେ.ଜି. ପାୱାର୍‍ ଲିପ୍ଟିଂ କରିଥିଲେ । ସେ ଭାରତ ପାଇଁ ଭିନ୍ନକ୍ଷମ ପାୱାର୍‍ ଲିପ୍ଟିଂ ବିଭାଗରେ ପ୍ରଥମ ସ୍ୱର୍ଣ୍ଣପଦକ

ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍‍ ଟ୍ୟାଙ୍କ୍‍-ବିଧ୍ୱଂସି ଗାଇଡେଡ୍‍ କ୍ଷେପଣାସ୍ତ୍ର ATGସଫଳ ପରୀକ୍ଷଣ

ସ୍ୱଦେଶ ନିର୍ମିତ ଲେଜର-ଗାଇଡେଡ୍‍ ଟ୍ୟାଙ୍କ୍‍-ବିଧ୍ୱଂସି ଗାଇଡେଡ୍‍ କ୍ଷେପଣାସ୍ତ୍ର ATGକୁ ଗତକାଲି ଅହମ୍ମଦା ନଗର ସଶସ୍ତ୍ର ବାହିନୀ କେନ୍ଦ୍ର ସମର୍ଥନରେ ଭାରତୀୟ ସେନାବାହିନୀର କେ.କେ. ରେଞ୍ଜ୍‍ ଏବଂ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂଗଠନ ପକ୍ଷରୁ ମୁଖ୍ୟ ଯୁଦ୍ଧବାହି ଟ୍ୟାଙ୍କ୍‍

ଫେଲ୍‌ ମାରିଲା ଚୀନ୍‌ ରକେଟ୍‌- ଭାରତ ମହାସାଗରରେ ଖସି ପଡିଲା

ଚୀନର ଏକ ରକେଟ୍‍ ଭାରତ ମହାସାଗରରେ ଖସିପଡ଼ିଛିଥିବା ବିଷୟରେ ବେଜିଂ କିଛି ସୂଚନା ଦେଇନାହଁ । ନାସା ପକ୍ଷରୁ କୁହାଯାଇଛି ଏହି ରକେଟର ଲକ୍ଷ୍ୟସ୍ଥଳୀ କ’ଣ ଥିଲା ଏବଂ ଏହାର ଭଙ୍ଗାରୁଜା ଅଂଶଗୁଡ଼ିକ କେଉଠାରେ ପଡ଼ିଛି ସେ ବିଷୟରେ ବେଜିଂ ପକ୍ଷରୁ କିଛି ସୂଚନା ଦିଆଯାଇ ନାହିଁ । ଆମେରିକା ମହାକାଶ

ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ
ଏକ ପାଦ ଅଗ୍ରସର

ଭାରତ ଓ ବାଂଲାଦେଶ ମଧ୍ୟରେ ଜାହାଜରେ ପରିବହନ ବ୍ୟବସ୍ଥା ଆଉ ଏକ ପାଦ ଅଗ୍ରସର ହୋଇଛି । ଗତ ଶନିବାର ଦିନ ଶ୍ୟାମାପ୍ରସାଦ ମୁଖାର୍ଜୀ ବନ୍ଦରରୁ ମୋଙ୍ଗଲା ବନ୍ଦର ମଧ୍ୟରେ ଏକ ମାଲ୍‍ବାହୀ ଜାହାଜର ସାନି ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଆମର ଢାକା ସମ୍ବାଦଦାତା କହିଛନ୍ତି ଚଟଗ୍ରାମ ଓ ମୋଙ୍ଗଲା

ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି ଟାକ୍ସଫୋର୍ସ ଗଠନ କଲେ କେନ୍ଦ୍ର ସରକାର

ଦେଶରେ ମଙ୍କିପକ୍ସ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ସଂକ୍ରମିତ ଲୋକମାନଙ୍କୁ ଟିକାକରଣ ପାଇଁ ଉପାୟ ଏବଂ ରୋଗ ପରୀକ୍ଷା କେନ୍ଦ୍ର ସଂପ୍ରସାରଣ ଦିଗରେ ସରକାରଙ୍କୁ ଏହି ଟାକ୍ସଫୋର୍ସ ମାର୍ଗଦର୍ଶନ କରିବ । କ୍ୟାବିନେଟ୍‍ ସଚିବ, କେନ୍ଦ୍ର ସ୍ୱାସ୍ଥ୍ୟ

ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ
ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ…

ଆମେରିକାରେ ୨୦୨୨ ଆର୍ଥିକ ବର୍ଷର ଦ୍ୱିତୀୟ ତିନିମାସ ସମୟରେ ଜି.ଡି.ପି. ବାର୍ଷିକ ଶତକଡ଼ା ଶୂନ ଦଶମିକ ୯ ଭାଗ ହାରରେ ହ୍ରାସ ପାଇଛି । ଆମେରିକା ବାଣିଜ୍ୟ ବିଭାଗ ପକ୍ଷରୁ ଏହା କୁହାଯାଇଛି । କ୍ରମାନ୍ୱୟରେ ଆର୍ଥିକ ବର୍ଷର ପ୍ରଥମ ଓ ଦ୍ୱିତୀୟ ତିନି ମାସ ସମୟ ପାଇଁ ଜି.ଡି.ପି. ହାରରେ ଏଭଳି

୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି

ସରକାର କହିଛନ୍ତି, ୨୦୨୦ ପରଠାରୁ ଗତମାସ ସୁଦ୍ଧା ୪ ଲକ୍ଷ ୧୬ ହଜାର ଭାରତୀୟ ଶ୍ରମିକ ୧୮ଟି ଦେଶକୁ କାମଧନ୍ଦା ପାଇଁ ଯାଇଛନ୍ତି । ଲୋକସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର କହିଛନ୍ତି, ଯେତେବେଳେ କୌଣସି ଭାରତୀୟ ଶ୍ରମିକଙ୍କର ବିଦେଶ ମାଟିରେ ମୃତ୍ୟୁ ଘଟିଥାଏ,