Browsing Category

ମୁଖ୍ୟ ଖବର

ବିଧାୟକଙ୍କ ପାଇଁ ତିଆରି ହେବ ବହୁତଳ ପ୍ରାସାଦ, ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର…

ଭୁବନେଶ୍ୱର - ଆସନ୍ତା ତିନି ଦିନ ମଧ୍ୟରେ ସରକାରୀ କ୍ୱାର୍ଟର୍ସ ଖାଲି କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପୂର୍ବତନ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ, କେତେକ ବିଧାୟକଙ୍କର କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ସେମାନେ ସରକାରୀ କ୍ୱାର୍ଟର୍ସ ଛାଡ଼ି ନ ଥିବାରୁ…

ଜଷ୍ଟିସ୍‍ ଶରଦ ଅରବିନ୍ଦ୍‍ ବୋବ୍‍ଡେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି 

ନୂଆଦିଲ୍ଲୀ -  ଜଷ୍ଟିସ୍‍ ଶରଦ ଅରବିନ୍ଦ୍‍ ବୋବ୍‍ଡେ ଦେଶର ପରବର୍ତ୍ତୀ ପ୍ରଧାନ  ବିଚାରପତି ହେବେ। ଆସନ୍ତା ନଭେମ୍ବର ୧୭ ତାରିଖରେ ବର୍ତ୍ତମାନ ସୁପ୍ରିମ୍‍କୋର୍ଟର ପ୍ରଧାନ ବିଚାରପତି ଥିବା ଜଷ୍ଟିସ୍‍ ରଞ୍ଜନ୍‍ ଗୋଗୋଇ ଅବସର ନେବେ। ପରମ୍ପରା ଅନୁସାରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ…

ହରିୟାନା ନିର୍ବାଚନ ଗତ ଥର କିଏ କେତେ ଆସନ ଜିତିଥିଲା ।

ହରିୟାନା ଉତ୍ତର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ . ୨୦୧୪ ନିର୍ବାଚନରେ ବିଜେପି-୪୭, ଆଇଏଡ଼ଏଲଡ଼ି-୧୯ ଓ କଂଗ୍ରେସ ୧୫ଟି ଆସନ ଜିତିଥିଲେ । ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିଥିଲା । ମନୋହର ଲାଲ ଠକ୍କର ମୁଖ୍ୟମନ୍ତ୍ରୀ ହୋଇଥିଲେ । ହରିୟାନାରେ ୯୦ଟି ଆସନ ରହିଛି ।…

୨୧ ଅକ୍ଟୋବରରେ ହରିୟାନା ନିର୍ବାଚନ

୨୧ ଅକ୍ଟୋବରରେ ହରିୟାନା ନିର୍ବାଚନ ହରିୟାନା ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ହରିୟାନାଭୋଟ ଗଣତି ହେବ। ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ହରିୟାନାରେ ୧.୨୮ କୋଟି ମତଦାତା ଅଛନ୍ତି। ସେହି ସମୟରେ…

ନିର୍ବାଚନୀ ଘୋଷଣା ପତ୍ରରେ ଏକ କୋଟି ଚାକିରି ଦେବ ବୋଲି ଉଲ୍ଲେଖ କରିଛି ବିଜେପି

ମୁମ୍ବଇ - ମହାରାଷ୍ଟ୍ରରେ ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ହେବ । ଏଥିପାଇଁ ସମସ୍ତ ରାଜନୈତିକ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି । ସମସ୍ତ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହର ପ୍ରକାଶ କରିଛନ୍ତି । ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ଏକ କୋଟି ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି…

୨୧ ଅକ୍ଟୋବରରେ ମହାରାଷ୍ଟ୍ର ନିର୍ବାଚନ ମତଦାନ

ମହାରାଷ୍ଟ୍ର ଅକ୍ଟୋବର ୨୧ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୨୪ ତାରିଖରେ ମହାରାଷ୍ଟ୍ର ଭୋଟ ଗଣତି ହେବ। ଏଥପାଇଁ ସେପ୍ଟେମ୍ବର ୨୩ ତାରିଖରେ ବିଧିବଦ୍ଧଭାବେ ଘୋଷଣା କରାଯାଇଛି । ମହାରାଷ୍ଟ୍ରରେ ୮.୯କୋଟି ମତଦାତା ଅଛନ୍ତି । ମହାରାଷ୍ଟ୍ରରେ ୧.୮ଲକ୍ଷ ବାଲାଟ୍ ୟୁନିଟ ରହିଛି।…

କୋଲକାତାରେ ଜନ୍ମିତ ଅଭିଜିତ୍‍ ବାନାର୍ଜୀଙ୍କୁ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର

ଅର୍ଥନୀତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତୀୟ ବଂଶୋଦ୍ଭବ ଅଭିଜିତ୍‍ ବାନାର୍ଜୀ ୨୦୧୯ ବର୍ଷ ପାଇଁ ନେବୋଲ ପୁରସ୍କାର ପାଇବେ। ଅଭିଜିତ୍‍ଙ୍କ ସହ ତାଙ୍କ ପତ୍ନୀ ଏଷ୍ଟର ଡୁଫ୍‍ଲୋ ଓ ମାଇକେଲ  କ୍ରେମ୍‍ଙ୍କୁ ମଧ୍ୟ ଅର୍ଥନୀତିରେ ମିଳିତଭାବେ ନୋବେଲ ପୁରସ୍କାର ଦିଆଯିବ। ବିଶ୍ୱରୁ…

ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ  ବଞ୍ଚିବେ

ଜୁଏଲାରୀ କିଣୁଥିବା ବେଳେ ହୁଅନ୍ତୁ ସାବଧାନ, ପାଉଡର୍ ମିଶାଇ ବିକ୍ରି ହେଉଛି ସୁନା ଜାଣନ୍ତୁ କେମିତି ଠକାମୀରୁ  ବଞ୍ଚିବ ନୂଆଦିଲ୍ଲୀ - ଏବେ ପୂଜା ସିଜିନ୍ ଚାଲିଛି । ଅନେକ ଲୋକ ସୁନା ଗହଣା କିଣିବାରେ ବ୍ୟସ୍ତ  । ଏହି ସମୟରେ ସୁନାର ଚାହିଦା ବୃଦ୍ଧି ପାଇଥାଏ । ମାତ୍ର ଏହି ସମୟରେ ଠକମାନେ…

ଶୀତଋତୁ ସମୟରେ ଯାତ୍ରୀ ଭିଡକୁ ଏଡାଇବା ପାଇଁ ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ

ଭୁବନେଶ୍ୱର - ରେଳମନ୍ତ୍ରଣାଳୟ ପକ୍ଷରୁ ପୂର୍ବତଟ ରେଳପଥ ମଧ୍ୟରୁ ଏବଂ ଏହାର ପରିସୀମା ମଧ୍ୟଦେଇ ଦେଶର ବିଭିନ୍ନ ସ୍ଥାନକୁ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଥିବାବେଳେ ଅଧିକ ବର୍ଥ ସୃଷ୍ଟିକରି ଯାତ୍ରୀମାନଙ୍କୁ ଯାତ୍ରା ସହାୟତା ଦିଆଯାଉଛି। ଏଥର ପୂର୍ବତଟ ରେଳପଥ ପକ୍ଷରୁ ଭୁବନେଶ୍ୱର ମାର୍ଗଦେଇ…

ଯୁକ୍ତ ଦୁଇ ପ୍ରଥମ ବର୍ଷ କଲେଜ ପରିବର୍ତ୍ତନ ପାଇଁ ସାମସ୍‌ ଓ୍ୱେବସାଇଟ୍‌ରେ ଆବେଦନ ୧୯ ତାରିଖରୁ ଆରମ୍ଭ

ଭୁବନେଶ୍ୱର - ଚଳିତ ଶିକ୍ଷାବର୍ଷରେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ କଲେଜ ପରିବର୍ତ୍ତନ ପାଇଁ ସାମ୍‍ସ ୱେବ୍‍ସାଇଟ୍‍ samsodisha.gov.in › Juniorwebରେ ଆବେଦନ କରିପାରିବେ । ଆଜିଠାରୁ ଆସନ୍ତା ୧୯ତାରିଖ ସୁଦ୍ଧା ଇଚ୍ଛୁକ ଛାତ୍ରଛାତ୍ରୀ ଅନ୍‍ଲାଇନ୍‍ ମାଧ୍ୟମରେ…