Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଉରକେଲା ସହରକୁ ଜାତୀୟ ଓଡିଏଫ୍ ଡବଲପ୍ଲସ ମାନ୍ୟତା
ନୂଆଦିଲ୍ଲୀ ୨୫।୦୨।୨୦୨୦- ରାଉରକେଲା ସହରକୁ ଓଡିଏଫ୍ ଡବଲପ୍ଲସ ମାନ୍ୟତା ମିଳିଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ କ୍ୟୁସିଆଇ ସଂସ୍ଥା ରାଉରକେଲାରେ ସାଧାରଣ ଶୌଚାଳୟ, ଗୋଷ୍ଠୀ ଶୌଚାଳୟ ଏବଂ ସାମଗ୍ରିକ ସଫେଇ କାର୍ଯ୍ୟକୁ ଆଧାର କରି ସର୍ବେକ୍ଷଣ କରିବା ପରେ ଏହି ମାନ୍ୟତା ମିଳିଛି ।…
ଭୟ , ରୋଗ ଶୋକରୁ ମୁକ୍ତି ପାଇବା ପାଇଁ ଜପ କରନ୍ତୁ ଶିବ ପଞ୍ଚାକ୍ଷରୀ ମନ୍ତ୍ର
ପ୍ରାଚୀନ କାଳରେ ମୁନି ଋଷିମାନେ ଅନେକ ସାର ଗର୍ଭକ ବସ୍ତୁ ଓ ମନ୍ତ୍ର ଭାରତୀୟ ସମାଜକୁ ଉପହାର ସ୍ୱରୂପ ଦେଇଛନ୍ତି । ଯୋଗ ଏବେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ବେଳେ ବୈଜ୍ଞାନିକ ଗବେଷଣାରେ ଏହା ଶରୀର, ମନ ଓ ମସ୍ତିଷ୍କ ଉପରେ ସକରାତ୍ମକ ତଥା ଅତି ଭଲ ପ୍ରଭାବ ପକାଉଥିବା ପ୍ରମାଣିତ ହୋଇ…
ପଭୋକ୍ତାଙ୍କର ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଜାରି
ଭୁବନେଶ୍ୱର - ବକେୟା ବିଦ୍ୟୁତ୍ ବିଲ୍ ପଇଠ କରିନଥିବାର ଉପଭୋକ୍ତାଙ୍କର ବିଦ୍ୟୁତ୍
କାଟ୍ ପ୍ରକ୍ରିୟା ଜାରି ରହିଛି । ଗତକାଲି ୧ ହଜାର ୪୧୬ ଜଣ ବ୍ୟବସାୟୀଙ୍କର ବିଦ୍ୟୁତ୍ କାଟ୍ କରାଯାଇଛି । ଅନ୍ୟପକ୍ଷରେ ବକେୟା ବିଲ୍ ବାବଦକୁ ୪ କୋଟି ୫୩ଲକ୍ଷ ଟଙ୍କା ଆଦାୟ କରାଯାଇଛି ।
ଗତ ୧୬…
ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱ ବିକାଶ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା
ଭୁବନେଶ୍ୱର -- ଲିଙ୍ଗରାଜ ମନ୍ଦିରର ପ୍ରବେଶପଥକୁ ଅଧିକ ଆକର୍ଷଣୀୟ, ବିନ୍ଦୁ ସାଗରର ପୁନରୁଦ୍ଧାର ଏବଂ ମନ୍ଦିର ପାଶ୍ୱର୍ରେ ଅତ୍ୟାଧୁନିକ ପାର୍କିଂ ବ୍ୟବସ୍ଥା କରାଯିବ । ଗତକାଲି ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି…
ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସୀ ଖବର – ଏହି ୭ଟି ସେକ୍ଟରେ ନିଯୁକ୍ତିର ପ୍ରବଳ ସୁଯୋଗ
ନୂଆଦିଲ୍ଲୀ -- ଏବେ ଭାରତର ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଚାକିରିରେ ୭.୧୨ ପ୍ରତିଶତ ବୃଦ୍ଧି ହୋଇଛି ।
ଟିମଲିଜ୍ ସର୍ଭିସେସ୍ ନିଜର ଏକ ରିପୋର୍ଟରେ ଚଳିତ ଆର୍ଥିକ ବର୍ଷରେ ଚାକିରରେ ବୃଦ୍ଧି ହୋଇଥିବା ସୂଚନା ଦେଇଛି ।…
ଭାରତରେ ଆଡଲ୍ଟ ସାଇଟ୍ ବ୍ୟାନ ହେବାପରେ ଭିପିଏନ୍(VPN ) ଡାଉନ୍ଲୋଡ୍ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି
ଭାରତରେ ଆଡଲ୍ଟ ସାଇଟ୍ ବ୍ୟାନ ହେବାପରେ ଭିପିଏନ୍(VPN ) ଡାଉନ୍ଲୋଡ୍ ୧୨ ମାସ ମଧ୍ୟରେ ୪୦୫ ଗୁଣା ବଢିଛି
ନୂଆଦିଲ୍ଲୀ - ଭାରତରେ ବିଭିନ୍ନ ପର୍ଣ୍ଣ ସାଇଟ୍ ଓ ଅଡଲ୍ଟ ସାଇଟ୍କୁ ବ୍ୟାନ ବା ନିଷିଦ୍ଧ କରାଯାଇଛି । ସରକାର ବିଭିନ୍ନ ପର୍ଣ୍ଣ ସାଇଟ୍କୁ ନିଷେଧ ଘୋଷଣା କରିଛନ୍ତି । ମାତ୍ର ଏହି…
ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍. ଶେଶାନଙ୍କର ପରଲୋକ
ଚେନ୍ନାଇ - ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍. ଶେଶାନଙ୍କର ଗତକାଲି ରାତିରେ ହୃଦ୍ଘାତରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।
୧୯୫୫ ବ୍ୟାଚ୍ର ତାମିଲନାଡୁର କ୍ୟାଡରର ଏହି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ୧୯୯୦ରୁ ୧୯୯୬ ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ ଆୟୁକ୍ତ ଭାବେ…
ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ
ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନ ଆସନ୍ତା ୧୩ ତାରିଖଠାରୁ ଆରମ୍ଭ ହେଉଛି । ଏହା ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ସମ୍ପର୍କୀତ ପ୍ରସ୍ତାବ ଗୃହୀତ କରିବେ । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ବିଫଳତାକୁ ଗୃହରେ…
ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି
ଭୁବନେଶ୍ୱର ୧୦।୧୧ - ସାମୁଦ୍ରିକ ଝଡ଼ ବୁଲ୍ବୁଲ୍ ଗତକାଲି ରାତିରେ ପଶ୍ଚିମବଙ୍ଗ-ବାଂଲାଦେଶ ନିକଟ ସାଗରଦ୍ୱୀପଠାରେ ସ୍ଥଳଭାଗ ଛୁଇଁଛି । ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଜଗତ୍ସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ…