Browsing Category

ମୁଖ୍ୟ ଖବର

ସିସି ଟିଭି ସ୍କାନରରେ ଯୁକ୍ତଦୁଇ ପରୀକ୍ଷା କେନ୍ଦ୍ର – ଅଧ୍ୟାପକ ବି ନେଇ ପାରିବେନି ମୋବାଇଲ୍‌

ଭୁବନେଶ୍ୱର -- ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ ହୋଇଛି । ଚଳିତ ବର୍ଷ ୧ ହଜାର ୧୪୩ଟି କେନ୍ଦ୍ରରେ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ପରିଷଦର ନିର୍ଦ୍ଦେଶ ଅନୁସାରେ ପରୀକ୍ଷାରେ ଶାନ୍ତି ଶୃଙ୍ଖଳା ଏବଂ ସ୍ୱଚ୍ଛତା…

ଶିକ୍ଷାର ପ୍ରତିଟି ସ୍ତରରେ ବାଳକମାନଙ୍କ ତୁଳନାରେ ବାଳିକାମାନଙ୍କ ଉପସ୍ଥାନ ଆଶାତୀତ ଭାବେ ବୃଦ୍ଧି ପାଇଛି

ନୂଆଦିଲ୍ଲୀ -- ଶିକ୍ଷା ଜରିଆରେ କନ୍ୟା ଓ ମହିଳାମାନଙ୍କ ସଶକ୍ତିକରଣର ଗତିଶୀତଳତାକୁ ଆହୁରି ଆଗେଇ ନେବା ପାଇଁ କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ରଅଭିଯାନର ଶୁଭାରମ୍ଭ କରିଛନ୍ତି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି, ତାଙ୍କ ମନ୍ତ୍ରଣାଳୟ ସମଗ୍ର ଦେଶର ସ୍କୁଲ…

ରାଜ୍ୟର କେତକ ସ୍ଥାନରେ ବର୍ଷା ପରେ ବଢିବ ଗରମ

ଭୁବନେଶ୍ୱର --- ରାଜ୍ୟରେ ଧୀରେ ଧୀରେ ଗ୍ରୀଷ୍ମପ୍ରବାହ ବଢ଼ିଚାଲିଥିଲେ ମଧ୍ୟ ଆସନ୍ତା ଦୁଇ ଦିନ ପରେ କେତେକ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ତେବେ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲ୍ଲାର ଗୋଟିଏ…

ଯୁକ୍ତ ଦୁଇ ପରୀକ୍ଷା ପାଇଁ ହୋଇଛି ଏହି ପ୍ରସ୍ତୁତି

ଭୁବନେଶ୍ୱର - ଚଳିତ ବର୍ଷ ୩ ଲକ୍ଷ ୫୦ ହଜାର ୮୦୦ ଛାତ୍ରଛାତ୍ରୀ ୧ ହଜାର ୧୪୩ଟି କେନ୍ଦ୍ରରେ ପରୀକ୍ଷା ଦେବେ । ଏଥିପାଇଁ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ପରିଷଦର ନିର୍ଦ୍ଦେଶ ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ ସି.ସି.ଟି.ଭି.…

ଓଡ଼ିଶାର କାହ୍ନୁଙ୍କ ଇସାରାରେ ନାଚୁଛନ୍ତି ମୟୁର

କଟକ - କଟକ ଜିଲ୍ଲା ନରାଜ ଗାଁର ୨୧ ବର୍ଷର ଯୁବକ କାହ୍ନୁ ବେହେରାଙ୍କୁ ଏବେ ଲୋକେ ପିକକ୍‍ ମ୍ୟାନ୍‍ ନାମରେ ଡାକୁଛନ୍ତି । କାହ୍ନୁଙ୍କ ସ୍ୱର ଶୁଣିବା ମାତ୍ରେ ପାହାଡ଼ ଉପରେ ନାଚି ଉଠୁଛନ୍ତି ମୟୂରଦଳ । କାହ୍ନୁ ଓ ମୟୂରଙ୍କ ମଧ୍ୟରେ ଏଭଳି ନିଆରା ସଂପର୍କ ଦେଖିବାକୁ ମିଳିଛି ନରାଜ ମୁଣ୍ଡିଆରେ ।…

ଓଡିଆ ଏବେ ଗୁଗୁଲ ଟ୍ରାନସଲେଟ୍‌ରେ ଉପଲବ୍ଧ

ଓଡ଼ିଆ ଇଣ୍ଟରନେଟ ବ୍ୟବହାରକାରୀଙ୍କ ପାଇଁ ଖୁସୀ ଖବର । ଏବେ ବିଭିନ୍ନ ଭାଷାରୁ ଗୁଗୁଲ ଟ୍ରାନସଲେଟ୍‌ ମାଧ୍ୟମରେ ଓଡିଆକୁ ଅନୁବାଦ କରିହେବ । ଗୁଗୁଲ ଟ୍ରାନସ୍‌ଲେଟ୍‌ରେ ଏବେ ୫ଟି ନୂଆ ଭାଷାକୁ ଯୋଡା ଯାଇଛି । ସେମାନଙ୍କ ମଧ୍ୟରେ ଓଡିଆ ଅଛି । ଓଡ଼ିଆ ବ୍ୟତୀତ ତୁର୍କମେନ, ତାତାର,କିନୟାରଓ୍ୱାଣ୍ଡା…

ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣକୁ ବର୍ଷେ

ନୂଆଦିଲ୍ଲୀ ୨୭।୦୨।୨୦୨୦ ଭାରତ ବାୟୁସେନା ଦ୍ୱାରା କରାଯାଇଥିବା ବାଲାକୋଟ ଆକ୍ରମଣର ଫେବ୍ରୁଆରୀ ୨୬ ତାରିଖରେ ପୁରିଛି ପ୍ରଥମ ବାର୍ଷିକ । ଗତବର୍ଷ ଫେବୃୟାରୀ ୨୬ ତାରିଖ ଭୋରୁ ପାକିସ୍ଥାନର ଖେବର ପାକତୁନଖୱା ଅଞ୍ଚଳରେ ବାଲାକୋଟର ଆତଙ୍କବାଦୀ ପ୍ରଶିକ୍ଷଣ ଶିବିରରେ ବିମାନ ଆକ୍ରମଣ ହୋଇଥିଲା ।…

ଭାରତ ଆମେରିକା- ୨୧୦୦୦ କୋଟି ଟଙ୍କାର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ ୨୬।୦୨।୨୦୨୦୦ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଐତିହାସିକ ଭାରତଗସ୍ତର ଆଜି ଦ୍ୱିତୀୟ ଦିନରେ ଦୁଇ ଦେଶ ମଧ୍ୟରେ ଏକ ନୂତନ ସମ୍ପର୍କର ଅୟମାରମ୍ଭ ଘଟିଛି। ଦିଲ୍ଲୀ ସ୍ଥିତ ହାଇଦରାବାଦ ହାଉସରେ ଭାରତ ଏବଂ ଆମେରିକା ମଧ୍ୟରେ ବହୁ ପ୍ରତୀକ୍ଷିତ…

ବର୍ଷା ସାଙ୍ଗକୁ ଫେରିଲା ଶୀତ ,ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର ୨୬।୦।୨୦୨୦ ରାଜ୍ୟର ପାଣିପାଗରେ ପୁଣି ଅସ୍ୱାଭାବିକ ପରିବର୍ତ୍ତନ ଦେଖାଦେଇଛି। ଗତକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଦିନିଆ ବର୍ଷା ଲାଗି ରହିଛି। କୋହଲା ପାଗ ସାଙ୍ଗକୁ ବର୍ଷା ପୁଣି ଶୀତକୁ ଫେରାଇ ଆଣିଛି। କେତେକ ଅଞ୍ଚଳରେ ଝଡ଼ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର…

ଜଙ୍ଗଲକୁ ଫେରିଲା ମଣିଷ ମାରିଥିବା ଦନ୍ତା

ଭୁବନେଶ୍ୱର ୨୬।୦୨।୨୦୨୦୦ - ପିପିଲିରେ ୨ଦିନ ହେବ ୫ଜଣଙ୍କ ଜୀବନ ନେଇଥିବା ଦନ୍ତାହାତୀ ସୋମବାର ରାତିରେ ଚନ୍ଦକା ଜଙ୍ଗଲକୁ ଫେରିଯାଇଛି । ବନବିଭାଗ ପକ୍ଷରୁ ରବିବାରଠାରୁ ଦନ୍ତାହାତୀର ପିଛା କରାଯାଉଥିଲା । ସେହିଦିନ ପିପିଲିର ବିଭିନ୍ନ ଅଞ୍ଚଳରେ ଦନ୍ତା ଆକ୍ରମଣରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା…