Browsing Category

ମୁଖ୍ୟ ଖବର

କେନ୍ଦ୍ର ସରକାରୀ କର୍ମଚାରୀଙ୍କର ମହଙ୍ଗାଭତ୍ତା ବୃଦ୍ଧି

ନୂଆଦିଲ୍ଲୀ ୧୪.୦୩ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ଲାଗି ୪ପ୍ରତିଶତ ଅତିରିକ୍ତ ମହଙ୍ଗା ଭତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। କର୍ମଚାରୀଙ୍କ ପାଇଁ ଡିଏ ଏବଂ ପେନସନଭୋଗୀଙ୍କ…

କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା – ୨୦୦ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର ୧୪।୦୩- ଭାରତରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ଼୍‍-୧୯କୁ ବିପର୍ଯ୍ୟୟ ପ୍ରଶମନ ଆଇନ-୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । କରୋନା ସଂକ୍ରମଣର ମୁକାବିଲା ନେଇ ରାଜ୍ୟ କ୍ୟାବିନେଟ୍‍ର ଏକ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତକ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର ୧୪.୦୩ - ଦକ୍ଷିଣ-ପଶ୍ଚିମ ରାଜସ୍ଥାନ, ଉତ୍ତର ଛତିଶଗଡ଼ ଏବଂ ଉତ୍ତର ମଧ୍ୟପ୍ରଦେଶ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବା ସହ ୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…

କରୋନା ପାଇଁ ରାଜ୍ୟରେ ଏ ସବୁ ଉପରେ କଟକଣା ଜାରି, ସୁରକ୍ଷା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର

ଭୁବନେଶ୍ୱର ୧୩।୦୩-ବର୍ତ୍ତମାନସୁଦ୍ଧା ଓଡ଼ିଶାରେ କୌଣସି ବ୍ୟକ୍ତି କରୋନା ଭୂତାଣୁଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ି ନ ଥିଲେ ମଧ୍ୟ ବିଶ୍ୱବ୍ୟାପୀ ବିଶେଷକରି ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ  ତାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି କୋଭିଡ଼୍‍-୧୯କୁ ବିପର୍ଯ୍ୟୟ…

ଆକ୍ଟର ଟମ୍‌ ହାଙ୍କ ତାଙ୍କ ପତ୍ନୀ ରୀତା ଓ୍ୱିଲସନ୍‌ଙ୍କୁ କରୋନା ସଙ୍କ୍ରମଣ

ସିଡ୍‌ନୀ - ହଲିଉଡ୍ର ଆକ୍ଟର ଟମ୍‌ ହାଙ୍କ ଓ ତାଙ୍କର ପତ୍ନୀ ରୀତି ଓ୍ୱିଲସନ୍‌ଙ୍କ କରୋନା ସଙ୍କ୍ରମଣ ହୋଇଛି । ସେମାନେ ଅଷ୍ଟ୍ରେଲିଆକୁ ଏକ ସିନେମା ସୁଟିଂରେ ଆସିଥିବା ବେଳେ ଏହି ସଙ୍କ୍ରମଣ ହୋଇଛି । ଗୋଟିଏ ହଲିଉଡ୍‌ ସିନେମାରେ ସୁଟିଂ ଅଷ୍ଟ୍ରେଲିଆର ବିଭିନ୍ନ ସ୍ଥାନରେ ହେଉଛି ।…

କରୋନା ନ ବ୍ୟାପିବା ପାଇଁ ନିଅନ୍ତୁ ଏହି ପଦକ୍ଷେପ – ସରକାର ଜାରି କଲେ ମାର୍ଗ ଦର୍ଶିକା

ମାସ୍କ ବ୍ୟବହାର କଲେ ଭଲ ମାତ୍ର କରୋନା ଭାଇରସ୍ ବ୍ୟାକ୍ଟେରିଆଠାରୁ ସାନା। ଏହା ମାସ୍କରେ ଥିବା ଛିଦ୍ର ମଧ୍ୟ ଦେଇ ଯିବାର ସମ୍ଭାବନା ଅଛି । ତେଣୁ ମାସ୍କ ବ୍ୟବହାର କରିବା ପରେ ଏହାକୁ ଠିକ୍‌ ବାବରେ ନଷ୍ଟ କରିବା ଆବଶ୍ୟକ । ତେବେ ଥଣ୍ଡା ଓ ଛିଙ୍କ ହେଉଥିବା ବ୍ୟକ୍ତି ମାସ୍କ…

କରୋନାରୁ ସୁରକ୍ଷା – ପୁରୀରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସରକାର ନେଲେ ଏହି ପଦକ୍ଷେପ

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପୁରୀରେ ବ୍ୟାପକ ପଦକ୍ଷେପ ନିଆଯାଇଛି । ପୁରୀକୁ ପ୍ରତିଦିନ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିସହ ହୋଟେଲମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯାଇଛି । ବିଦେଶୀ…

କୋରନା ସତର୍କତା ପାଇଁ ନିହାତି ପଢନ୍ତୁ – ସରକାର ଜାରି କଲେ ଏହି ମାର୍ଗ ଦର୍ଶିକା

ବିଶ୍ୱବ୍ୟାପୀ କାୟା ବିସ୍ତାର କରିଚାଲିଥିବା ମାରାତ୍ମକ କରୋନା ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଯଥେଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ସମସ୍ତ ଦେଶକୁ ପରାମର୍ଶ ଦିଆଯାଇଛି । କରୋନା ଭୂତାଣୁ ସଂକ୍ରମଣରେ ଅଦ୍ୟାବଧି ବିଶ୍ୱର ବିଭିନ୍ନ ଦେଶରେ ପ୍ରାୟ ୩…

ଆସନ୍ତାବର୍ଷ ଜାନୁଆରୀ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ

ନୂଆଦିଲ୍ଲୀ -- ଆସନ୍ତାବର୍ଷ ପହିଲାରୁ ସମଗ୍ର ଦେଶରେ ଜନଗଣନା ଆରମ୍ଭ କରାଯିବ । ପରିବାର ସଦସ୍ୟଙ୍କ ନାମରେ ବିଭିନ୍ନ ସ୍ଥାନରେ ଥିବା ଗୃହ ସଂଖ୍ୟାକୁ ମଧ୍ୟ ଗଣନାରେ ସାମିଲ କରାଯିବାକୁ ନେଇ ନିଷ୍ପତ୍ତି ନିଆଯାଇଛି । ରେଜିଷ୍ଟ୍ରାର ଜେନେରାଲ୍‍ଙ୍କ କାର୍ଯ୍ୟାଳୟରୁ ଜାରି ବିଜ୍ଞପ୍ତି ଅନୁଯାୟୀ…

ସମସ୍ତ ଜିଲ୍ଲାରେ ହେବ  ପେନ୍‍ସନ ଅଦାଲତ – ଏହି ତାରିଖରେ ହେବ

ଭୁବନେଶ୍ୱର --  ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କ ବକେୟା ପେନ୍‍ସନ ମାମଲାର ଆଶୁ ସମାଧାନ ପାଇଁ ଆସନ୍ତା ୧୫ତାରିଖରେ ପ୍ରତି ଜିଲ୍ଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପେନ୍‍ସନ୍‍ ଅଦାଲତ ଅନୁଷ୍ଠିତ ହେବ । ଶିକ୍ଷକ ଓ କର୍ମଚାରୀମାନଙ୍କ ଅବସରକାଳୀନ ତଥ୍ୟ ଠିକ୍‍ଭାବେ…