Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
କରୋନା ଲଢ଼େଇରେ ଆମକୁ ବିଜୟଲାଭ କରିବାକୁ ହେବ – ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ - ସେଥିପାଇଁ ସାମାଜିକ ଦୂରତା ଏବଂ ଲକ୍ଡାଉନ୍ ଭଳି କଠୋର ପଦକ୍ଷେପ ନିଆଯାଇଛି । ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ୬୩ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ ଅବସରରେ ପ୍ରଧାନମନ୍ତ୍ରୀନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି ।
କରୋନା ଭୂତାଣୁ ସଂକ୍ରମଣକୁ…
ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୧୫ ଜଣ ଲୋକଙ୍କୁ ଠାବ କରାଯାଇପାରି ନାହିଁ
ଭୁବନେଶ୍ୱର ୩୦.୦୩- ରାଜ୍ୟରେ କରୋନା ସଂକ୍ରମଣଜନିତ ପଜିଟିଭ୍ ସଂଖ୍ୟା ପୂର୍ବଭଳି ୩ରେ ସୀମିତ ଅଛି ବୋଲି କୋଭିଡ଼୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ୍ ବାଗ୍ଚୀ ଗଣମାଧ୍ୟମକୁ କହିଛନ୍ତି । ସେ କହିଛନ୍ତି, ଭୁବନେଶ୍ୱରର ତୃତୀୟ କରୋନା ଆକ୍ରାନ୍ତ ୧୧୨ ଜଣ ଲୋକଙ୍କ ସଂସ୍ପର୍ଶରେ ଆସିଛନ୍ତି ।…
ପ୍ରସାରିତ ହେଲା ରାମାୟଣ, ମହାଭାରତ
ନୂଆଦିଲ୍ଲୀ -- ପୁଣିଥରେ ଟିଭି ପରଦାକୁ ଫେରିଲା ଲୋକପ୍ରିୟ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ । ଆଜିଠାରୁ ଦୂରଦର୍ଶନର ନ୍ୟାସନାଲ ଓ ଡିଡି ଭାରତୀରେ ପ୍ରସାରିତ ହୋଇଛି । କରୋନା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ଦେଶରେ ୨୧ଦିନିଆ ଲକ୍ଡାଉନ୍ ଘୋଷଣା କରାଯାଇଛି ।
ଲକ୍ଡାଉନ୍…
ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ
ଭୁବନେଶ୍ୱର - ପୁଣି ଭୁବନେଶ୍ୱରକୁ ଆରମ୍ଭ ହେବ ଏୟାର ଇଣ୍ଡିଆର କାର୍ଗୋ ବିମାନ ସେବା । ଏନେଇ ଏୟାର ଇଣ୍ଡିଆ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର କାର୍ଗୋ ବିମାନ ରାୟପୁରରୁ ଅତ୍ୟାବଶ୍ୟକ ଔଷଧ ଓ ଖାଦ୍ୟ ସାମଗ୍ରୀ ଆଣି ଭୁବନେଶ୍ୱର ଆସିବ । ପରେ ଏହା ଭୁବନେଶ୍ୱରରୁ…
କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି
ଭୁବନେଶ୍ୱର - କରୋନା ମୁକାବିଲା ପାଇଁ ଭୁବନେଶ୍ୱର ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରା ଯାଇଥିବା ସୂଚନା ଦେଇଛନ୍ତି ଏହାର ନିର୍ଦେଶକ ଡାକ୍ତର ଗୀତାଂଜଳୀ ପଦ୍ମନାଭନ। ସେ କହିଛନ୍ତି ଯେ ଏମ୍ସ ପରିସରରେ ଏକ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ପ୍ରସ୍ତୁତ…
ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ପରେ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍ ଗୁଡ଼ିକ ପାଇଁ ନୂଆ…
ଭୁବନେଶ୍ୱର - ରାଜ୍ୟରେ ତୃତୀୟ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ରାଜ୍ୟ ସ୍ୱାସ୍ଥ୍ୟବିଭାଗ, ଡାକ୍ତରଖାନା ଓ ନର୍ସିଂହୋମ୍ ଗୁଡ଼ିକ ପାଇଁ ନୂଆ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । କରୋନା ସଂକ୍ରମଣ ଚିହ୍ନଟ ସମ୍ପର୍କରେ ଏହି ନିର୍ଦ୍ଦେଶାବଳୀ ଜାରୀ କରାଯାଇଛି । ନିର୍ଦ୍ଦେଶାବଳୀ…
କରୋନା ରୋଗୀଙ୍କୁ ଚିକିତ୍ସାକୁ ନେଇ ବିବାଦିତ ଡାକ୍ତର ନିଲମ୍ବିତ
ଭୁବନେଶ୍ୱର - ରାଜ୍ୟର ତୃତୀୟ କରୋନା ଆକ୍ରାନ୍ତଙ୍କ ଚିକିତ୍ସାକୁ ନେଇ ବିବାଦରେ ଥିବା ବିଧାନସଭା ଡିସ୍ପେନସରୀରେ ଡାକ୍ତର ଲଳିତ ବେହେରାଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା ଆଇନ୍ ଅନୁଯାୟୀ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
୧୦୦ ଡାଏଲ୍ କରି କିମ୍ବା ଥାନାରୁ ଲକ୍ ଡାଉନ୍ ବେଳେ ଅତ୍ୟାବଶକୀୟ କାମ ପାଇଁ ପାଇ ପାରିବେ ପାସ୍
ଭୁବନେଶ୍ୱର - ଲକ୍ଡାଉନ୍ ସମୟରେ କଟକ ଏବଂ ଭୁବନେଶ୍ୱରରେ ପାସ୍ ନ ଥିଲେ କୌଣସି ଗାଡ଼ି ଗଡ଼ିବ ନାହିଁ ବୋଲି କମିଶନରେଟ୍ ପୁଲିସ୍ ପକ୍ଷରୁ କୁହାଯାଇଛି । ଅତି ଜରୁରୀ କାମରେ ବାହାରକୁ ଯିବାକୁ ହେଲେ ପୁଲିସ୍ଠାରୁ ପାସ୍ ଆଣିବା ବାଧ୍ୟତାମୂଳକ ବୋଲି ପୁଲିସ୍ କମିଶନର ସୁଧାଂଶୁ…
କଡା କଡି ଭାବେ ପାଳନ କରାଯିବ ଲକ୍ ଡାଉନ୍
ଭୁବନେଶ୍ୱର - ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ସଂକ୍ରମଣ ଏବେ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବାବେଳେ ଆଜି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି । ଗତକାଲି ଜନତା କର୍ଫ୍ୟୁ ସହିତ ରାଜ୍ୟରେ କେତେକ ଜିଲ୍ଲା ଓ ସହରରେ ଲକ୍ଡାଉନ୍ ଘୋଷଣା…
ଭାରତରେ ଠିକ୍ ହେଲେ ୨୩ ଜଣ କରୋନା ଆକ୍ରାନ୍ତ
ନୂଆଦିଲ୍ଲୀ - ଭାରତରେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି । ମୋଟ୍ ରୋଗୀଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି ।
ବର୍ତ୍ତମାନ ସୁଦ୍ଧା ଦେଶରବିଭିନ୍ନ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫ଲକ୍ଷ ୧୭ ହଜାର…