Browsing Category

ମୁଖ୍ୟ ଖବର

ଦୁଇ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ଲକ୍‍ଡାଉନ ସ୍ଥିତିକୁ ପୁଣି ଆଉ ଦୁଇସପ୍ତାହ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୪ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ ଅବଧି ଶେଷ…

ଲକ୍‌ଡାଉନ୍‌ ସାରା ଦେଶରେ ମେ ୪ ତାରିଖରୁ କୋହଳ ହେବ- ଜାରି ହେବ ନୂଆ ମାର୍ଗ ଦର୍ଶିକା

ନୂଆଦିଲ୍ଲୀ -ଲକ୍‌ଡାଉନ୍‌ ସାରା ଦେଶରେ ମେ ୪ ତାରିଖରୁ କୋହଳ ହେବ- ଜାରି ହେବ ନୂଆ ମାର୍ଗ ଦର୍ଶିକା କରୋନା ମହାମାରୀର ମୁକାବିଲାପାଇଁ ଆସନ୍ତା ମେ ୪ ତାରିଖରୁ ଦେଶରେ ନୂଆ ମାର୍ଗଦ୍ରଶିକା କାର୍ଯ୍ୟକାରୀ ହେବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ମେ ୪ ତାରିଖରୁ…

ନ୍ୟୁୟର୍କର ନର୍ସ କହିଲେ ଏହା ହରର ମୁଭି ପରି- କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରେ ରଖିବା ଯୋଗୁଁ ସେମାନଙ୍କର…

ନ୍ୟୁୟର୍କ - ଆମେରିକାର ଜଣେ ଫ୍ରଣ୍ଟ ଲାଇନ୍‌ ନର୍ସ କୋଭିଡ୍‌-୧୯ ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ବେଳେ ନିଜର ପ୍ରତିକ୍ରିୟା ଜଣାଇଛନ୍ତି । ଏହା ଏକ ହରର ମୁଭି ପରି । କରୋନା ଆକ୍ରାନ୍ତଙ୍କୁ ଭେଣ୍ଟିଲେଟରରେ ରଖିବା ଦ୍ୱାରା ସେମାନଙ୍କର ଫୁସ୍‌ଫୁସ୍‌ କ୍ଷତିଗ୍ରସ୍ତ ହେଉଛି । ଏଥିପାଇଁ…

ଲକ୍‌ଡାଉନ୍‌ରେ ପାକିସ୍ତାନ ବନ୍ଦ କରିନି ଆତଙ୍କ ଫ୍ୟାକ୍ଟ୍ରୀ , ଲଞ୍ଚିଂ ପ୍ୟାଡ୍‌ରେ ୨ ଗୁଣା ଆତଙ୍କବାଦୀ

ଶ୍ରୀନଗର -ଏବେ ସାରା ଦୁନିଆ କରୋନା ଆତଙ୍କରେ ରହିଥିବା ବେଳେ ପାକିସ୍ତାନ ଆତଙ୍କବାଦୀମାନଙ୍କୁ ତାଲିମ ଦେବା ସହ ଭାରତ ଭିତରକୁ ଅନୁପ୍ରବେଶ କରାଇବା ପାଇଁ ଯୋଜନା କରୁଛି । ଏଥିପାଇଁ ପାକ୍‌ ଅଧିକୃତ କାଶ୍ମୀରର ବିଭିନ୍ନ ଲଞ୍ଚପ୍ୟାଡ୍‌ରେ ଆତଙ୍କବାଦୀମାନଙ୍କୁ ଠୁଳ କରୁଛି । ସେନାର ବରିଷ୍ଠ…

କରୋନା ସଙ୍କଟ – କେନ୍ଦ୍ରୀୟ କର୍ମଚାରୀଙ୍କ ବର୍ଦ୍ଧିତ ମହଙ୍ଗା ଭତ୍ତା କାଟିବା ପରେ ଏବେ ଅନ୍ୟ ଭତ୍ତା କାଟିବା…

ନୂଆଦିଲ୍ଲୀ - କରୋନା ସଙ୍କଟ ଓ ଲକ୍‌ ଡାଉନ୍‌ ଯୋଗୁଁ କେନ୍ଦ୍ର ସରକାର ଏବେ କର୍ମଚାରୀମାନଙ୍କର ବର୍ଦ୍ଧିତ ମହଙ୍ଗା ଭତ୍ତା ଆସନ୍ତା ବର୍ଷ ପର୍ଯ୍ୟନ୍ତ ନ ଦେବାପାଇଁ ଠିକ୍‌ କରିଛନ୍ତି । ଏହା ସହ ସେମାନଙ୍କର ଗୋଟିଏ ଦିନର ଦରମା ପିଏମ୍‌ କେୟାର୍ସ ଫଣ୍ଡକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।…

ଲକଡ଼ାଉନ୍ ସମୟରେ ଅସହାୟଙ୍କ ପାଇଁ ଦେବଦୂତ ସାଜିଲେ ପ୍ରଭାତ ବିଶ୍ୱାଳ

ଭୁବନେଶ୍ୱର : ମହାମାରୀ କରୋନା ଭାଇରସକୁ ନେଇ ରାଜ୍ୟରେ ଲକ୍ଡାଉନ ପରିସ୍ଥିତି ଉପୁଜିଥିବାବେଳେ ଏହି ଘଡିସନ୍ଧି ମୂହୂର୍ତରେ ଦୁଃଖୀ ଏବଂ ଅସହାୟ ବ୍ୟକ୍ତିଙ୍କ ଜୀବନଜୀବିକା ଅନେକ ମାତ୍ରାରେ ପ୍ରଭାବିତ ହୋଇଛି । ଏହି ପରିସ୍ଥିତିରେ ନିଜ କର୍ତବ୍ୟକୁ ନଭୁଲି ଦୁଃଖୀ ଏବଂ ଅସହାୟଙ୍କୁ ସାହାଯ୍ୟ କରିବା…

ଚଳିତ ଶିକ୍ଷାବର୍ଷ ସେପ୍ଟେମ୍ବରରୁ ଆରମ୍ଭ କରିବା ପାଇଁ ପରାମର୍ଶ ଦେଲେ ୟୁଜିସି ପ୍ୟାନେଲ୍‌- ସମ୍ଭବ ହେଲେ ଅନ୍‌ଲାଇନ୍‌…

ନୂଆଦିଲ୍ଲୀ -  ଏବେ ସାରା ଦଶରେ କରୋନା ଯୋଗୁଁ ଲକ୍‌ଡାଉନ୍‌ । ଏଥିପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ସହ ବିଶ୍ୱ ବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଛି ।  ଲକ୍‌ଡାଉନ୍‌ ପରେ ଶିକ୍ଷାଦାନ ବ୍ୟବସ୍ଥାକୁ ସ୍ୱାଭାବିକ କରିବା ପାଇଁ ୟୁଜିସି ପକ୍ଷରୁ ଏକ…

ସରକାରୀ କର୍ମଚାରୀଙ୍କୁ ଭାରି ପଡିବ ଲକ୍‌ଡାଉନ୍‌, କେନ୍ଦ୍ର ସରକାର ଏମିତି ଭରି ପାରନ୍ତି ଅର୍ଥ କୋଷ

ନୂଆଦିଲ୍ଲୀ - କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅର୍ଥ ବ୍ୟବସ୍ଥା ଉପରେ ଏହାର ଖରାପ ପ୍ରଭାବ ପଡିଛି । ସରକାର ଖର୍ଚ୍ଚ କାଟ କରିବାପାଇଁ କର୍ମଚାରୀଙ୍କର କିଛି ଦରମା ପିଏମ୍‌ କେୟାରସ୍‌ ଫଣ୍ଡରେ ଜମା କରିବେ । ୨୦୨୦ ଜାନୁଆରୀରୁ ମିଳିବା ପାଇଁ…

ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ ସେବା ବାତିଲ

ନୂଆଦିଲ୍ଲୀ ୧୫.୦୪- ଦେଶବ୍ୟାପି ଜାରି ଲକଡାଉନ୍‍ ସମୟସମୀମା ବଢ଼ାଇ ଦିଆଯାଇଥିବାରୁ ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ୍‍ ସେବାକୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ସବୁ ଟିକେଟ୍‍ କାଉଣ୍ଟର ଓ ୟୁଟିଏସ୍‍ ଏବଂ ପିଆର୍‍ଏସ୍‍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି…

ହେଲିକପ୍ଟର ମନି – ଜାଣନ୍ତୁ ହେଲିକପ୍ଟର ମନି କଣ, କରୋନା ସଙ୍କଟରେ କିପରି କରିବ ସାହାଯ୍ୟ

ନୂଆଦିଲ୍ଲୀ - କଳ୍ପନା କରନ୍ତୁ ଆପଣ ଶୋଇକରି ଉଠିବା ବେଳେ ଦେଖିବେ ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହୋଇଛି । ଏହା ଏକ କଳ୍ପନା ମାତ୍ର । ଏହା କେବଳ ହେଲିକପ୍ଟର ମନି ଦ୍ୱାରା ସମ୍ଭବ । ହେଲିକପ୍ଟର ମନି ହେଉଛି ସରକାର ଆକାଉଣ୍ଟରେ ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଥିବା ଟଙ୍କା । ଏହା…