ଦୁଇ ସପ୍ତାହ ଲକ୍‌ଡାଉନ୍‌ ବୃଦ୍ଧି କଲେ କେନ୍ଦ୍ର ସରକାର

0 995
BANDH LOCK DOWN
BANDH LOCK DOWN

ନୂଆଦିଲ୍ଲୀ – କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଦେଶରେ ଜାରି ରହିଥିବା ଲକ୍‍ଡାଉନ ସ୍ଥିତିକୁ ପୁଣି ଆଉ ଦୁଇସପ୍ତାହ ବୃଦ୍ଧି କରାଯାଇଛି। କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୪ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‍ଡାଉନ ଅବଧି ଶେଷ ହେବାର ଥିଲା ।

ତେବେ ଦେଶରେ ବର୍ତ୍ତମାନର କରୋନାସ୍ଥିତିକୁ ଅନୁଧ୍ୟାନ କରିବା ପରେ ସରକାର ଏଭଳି ନିଷ୍ପତି ନେଇଛନ୍ତି। ସୂଚନାଯୋଗ୍ୟ, କରୋନା ସ୍ଥିତି ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

Leave A Reply