Browsing Category

ମୁଖ୍ୟ ଖବର

ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏବେ ଏକକ ପରୀକ୍ଷା

ନୂଆଦିଲ୍ଲୀ- ସରକାରୀ ପଦବୀ ଏବଂ ବ୍ୟାଙ୍କ ଚାକିରି ପାଇଁ ଏଣିକି ଅଲଗା ଅଲଗା ପରୀକ୍ଷା ହେବ ନାହିଁ । ଏ ନେଇ ଏକକ ଯୋଗ୍ୟତା ପରୀକ୍ଷା କରାଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମରେ ନ୍ୟାସନାଲ୍‍ ରିକ୍ରୁଟମେଣ୍ଟ ଏଜେନ୍ସୀ (ରାଷ୍ଟ୍ରୀୟ…

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି

ସ୍ୱାଧୀନତା ଦିବସ ଚଳିତବର୍ଷ ଦେଖାଦେଇଥିବା କରୋନା ମହାମାରୀ ସଂକ୍ରମଣ ଯୋଗୁଁ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ନିରାଡମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ…

୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍‍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ…

ଫିଫା ବିଶ୍ୱକପ୍‍ ୧୭ବର୍ଷରୁ କମ୍‍ ମହିଳା ଫିଫା ବିଶ୍ୱକପ୍‍ର କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ୍‍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହି ବିଶ୍ୱକପ୍‍ର ପରିବର୍ତ୍ତିତ କାର୍ଯ୍ୟସୂଚୀରେ ଏହି ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଏହି ୨ଟି ମ୍ୟାଚ୍‍…

ଶନିବାର ଓ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହେବ

ଭୁବନେଶ୍ୱର - କରୋନା ମୁକାବିଲା ପାଇଁ ଆସନ୍ତାକାଲି ଶନିବାର ଓ ତା’ପର ଦିନ ଅର୍ଥାତ୍‍ ରବିବାର ଦୁଇଦିନ ପାଇଁ ରାଜ୍ୟର ୧୧ଟି ଜିଲ୍ଲାରେ ସଟ୍‍ଡାଉନ ଲାଗୁ ହେବ । ଏହି ପ୍ରକ୍ରିୟା ଚଳିତମାସର ବାକି ଶନିବାର ଓ ରବିବାର ପାଇଁ ଲାଗୁ ହେବ । ସଟ୍‍ଡାଉନ ସମୟରେ ଡାକ୍ତରୀ କିମ୍ବା ଅନ୍ୟ କୌଣସି ଜରୁରୀ…

ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍

ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂକୁ ସିଲ୍ କରିଦିଆଯାଇଛି। କିଣାକିଣି ପାଇଁ ଲୋକ ଗହଳି ଏବଂ ସାମାଜିକ ଦୂରତା ପାଳନ କରୁ ନ ଥିବାରୁ ମାର୍କେଟ୍ ବିଲ୍ଡିଂ ସିଲ୍ ହୋଇଛି। ବି.ଡି.ଏ.-ବି.ଏମ୍‍.ସି.ର ମିଳିତ ସ୍କ୍ୱାର୍ଡ ତଥା କମିଶନରେଟ୍ ପାଲିସ୍ ସହାୟତାରେ ମାର୍କେଟ୍ ବିଲ୍ଡିଂ ଭିତରେ ଥିବା…

ଜିଓ ଫାଇବର ଉପଭୋକ୍ତାଙ୍କ ପାଇଁ ବିନା ମୂଲ୍ୟରେ ଏକ ବର୍ଷ ଆମାଜନ୍ ପ୍ରାଇମ୍ ମେମ୍ବରସିପ୍‌

ଭୁବନେଶ୍ୱର / ମୁମ୍ବାଇ: ଜିଓ ଫାଇବର୍ ଉପଭୋକ୍ତା ଏବେ ଏକ ବର୍ଷ ପାଇଁ ଆମାଜନ୍ ପ୍ରାଇମ୍ ସଦସ୍ୟତା ମାଗଣାରେ ପାଇପାରିବେ । ଜିଓ ଫାଇବରର ଗୋଲ୍ଡ, ଡାଇମଣ୍ଡ୍‌, ପ୍ଲାଟିନମ୍ ଓ ଟାଇଟାନିଅମ ପ୍ଲାନ୍‌ରେ ଥିବା ଉପଭୋକ୍ତାମାନେ ଏବେ ବିନା କୌଣସି ଅତିରିକ୍ତ ମୂଲ୍ୟରେ ୯୯୯ ଟଙ୍କା ମୂଲ୍ୟର ଆମାଜନ୍…

ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି

ବ୍ରହ୍ମପୁର - ଗଞ୍ଜାମ ଜିଲ୍ଲାରେ ରଜପର୍ବ ପାଳନ ନ କରିବାକୁ ଜିଲ୍ଲାପାଳଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାର କୌଣସି ସ୍ଥାନରେ ଦୋଳି ଖେଳ, ମେଳା ମହୋତ୍ସବ ବା ପାରମ୍ପରିକ ଖେଳକୁଦ ଆୟୋଜନ ହେବା ଉପରେ କଟକଣା ଲଗାଯାଇଛି । କରୋନା ସଂକ୍ରମଣ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ…

ଦେଶରେ କରୋନା ଆରୋଗ୍ୟ ହାର ୪୯ ପ୍ରତିଶତ

ନୂଆଦିଲ୍ଲୀ - ଦେଶରେ କରୋନା ଆରୋଗ୍ୟ ହାର ୪୯ ପ୍ରତିଶତ ପ୍ରତିଶତ ରହିଥିବାବେଳେ ଏହି ସଂଖ୍ୟା ୧ ଲକ୍ଷ ୪୭ ହଜାର ୧୯୫ରେ ପହଞ୍ଚିଛି । ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଛିଛି । ଗୁରିବାରରେ ଗୋଟିଏ ଦିନରେ ୧୦ ହଜାର ୯ ଶହ ୫୬ ଆକ୍ରାନ୍ତ…

ମାଲକାନଗିରିରେ ହାବିଲଦାର କରୋନା ପଜେଟିଭ୍‌ – ମୋଟୁ ଥାନାର ସମସ୍ତ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ଯିବା…

ମାଲକାନଗିରିରେ ଆଜି ଚିହ୍ନଟ ୩ ଜଣ କରୋନା ପଜିଟିଭ୍‍ଙ୍କ ମଧ୍ୟରେ ଜଣେ ହାବିଲ୍‍ଦାର ଥିବା ମାଲକାନଗିରି ଜିଲ୍ଲାପାଳ କହିଛନ୍ତି । ସମ୍ପୃକ୍ତ ହାବିଲ୍‍ଦାର ଜଣକ ମୋଟୁ ବର୍ଡ଼ର ଚେକ୍‍ପୋଷ୍ଟରେ କାର୍ଯ୍ୟରତ ଥିଲେ । ପଜିଟିଭ୍‍ ଚିହ୍ନଟ ହେବା ପରେ ମୋଟୁ ଥାନା ଆଇ.ଆଇ.ସି.ଙ୍କ ସମେତ…

ଜୀବିକା ବଞ୍ଚାଇବାକୁ ଲକ୍‍ଡାଉନ୍‍ ଖୋଲା ହୋଇଛି । ଜୀବନ ସଙ୍କଟରେ ପକାଇବାକୁ ନୁହେଁ

ଭୁବନେଶ୍ୱର - ଜୀବିକା ବଞ୍ଚାଇବାକୁ ଲକ୍‍ଡାଉନ୍‍ ଖୋଲା ହୋଇଛି । ଜୀବନ ସଙ୍କଟରେ ପକାଇବାକୁ ନୁହେଁ । ନିଜର ତଥା ନିଜ ପରିବାରର ସୁରକ୍ଷା ପାଇଁ ଘରେ ରହିବା, ମାସ୍କ ବ୍ୟବହାର କରିବା, ହାତ ଧୋଇବା ଏବଂ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ…