ନୂଆଦିଲ୍ଲୀ – ଦେଶରେ କରୋନା ଆରୋଗ୍ୟ ହାର ୪୯ ପ୍ରତିଶତ ପ୍ରତିଶତ ରହିଥିବାବେଳେ ଏହି ସଂଖ୍ୟା ୧ ଲକ୍ଷ ୪୭ ହଜାର ୧୯୫ରେ ପହଞ୍ଚିଛି । ଶୁକ୍ରବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ଛିଛି ।
ଗୁରିବାରରେ ଗୋଟିଏ ଦିନରେ ୧୦ ହଜାର ୯ ଶହ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସଂଖ୍ୟା ଅନୁସାରେ ସର୍ବାଧିକ । ସେହିପରି ଗତ ୨୪ ଘ
ସେହିଭଳି ଦେଶରେ କରୋନା ଆରୋଗ୍ୟ ହାର ୪୯ .୪୭ ପ୍ରତିଶତ ରହିଥିବାବେଳେ ଏହି ସଂଖ୍ୟା ୧ ଲକ୍ଷ ୪୭ ହଜାର ୧୯୫ରେ ପହଞ୍ôଚଛି । ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାର ୫୩୫ରେ ପହଞ୍ôଚଛି । ଗତକାଲି ଗୋଟିଏ ଦିନରେ ୧୦ ହଜାର ୯ ଶହ ୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହାକି ବର୍ତ୍ତମାନ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସଂଖ୍ୟା ଅନୁସାରେ ସର୍ବାଧିକ ।