Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ର ଜଣେ ଯବାନ କରୋନାରେ ଆକ୍ରାନ୍ତ
କଟକ - ବାତ୍ୟା ଅମ୍ପନର ପୁନରୁଦ୍ଧାର ଓ ଥଇଥାନ କାର୍ଯ୍ୟ ନିମନ୍ତେ ପଶ୍ଚିମବଙ୍ଗ ଯାଇଥିବା କଟକ ମୁଣ୍ଡଳିସ୍ଥିତ ଏନ୍ଡିଆର୍ଏଫ୍ର ଜଣେ ଯବାନ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କୁ ଆଜି କଟକସ୍ଥିତ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ…
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ…
ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ଶୁକ୍ରବାରେ ଶ୍ରୀ କ୍ଷେତ୍ରରେ ଶ୍ରୀଜୀଉଙ୍କର ସ୍ନାନ ମଣ୍ଡପରେ ସ୍ନାନ ଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ମେଘନାଦ ପାଚେରୀକୁ ଲାଗିଥିବା ଏବଂ ବଡ଼ ଦାଣ୍ଡକୁ ସଂଯୋଗ କରୁଥିବା…
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା…
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାରରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରିଛନ୍ତି । ଏହି ସମୟରେ ସେ କହିଛନ୍ତି, ଆମେ ସମସ୍ତେ ଲକ୍ଡାଉନ୍ର ଦୁଇ ମାସ ସମୟ ଅତିକ୍ରମ କରିଛେ । ଏହା ଆମକୁ ବହୁତ କିଛି ଶିକ୍ଷା ଦେଇଛି ।
ତେବେ…
ଅମ୍ପନ -ଓଡିଶାକୁ ୫୦୦ କୋଟି ଟଙ୍କାର ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର - ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ଅମ୍ଫନ ବାତ୍ୟା ଦ୍ୱାରା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ୨ ଜଣ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ…
ଓୟୁଏଟି ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନର ସମୟସୀମାକୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି
ଭୁବନେଶ୍ୱର - ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ପକ୍ଷରୁ ସ୍ନାତକ ପାଠ୍ୟକ୍ରମ ପାଇଁ ଆବେଦନର ସମୟସୀମାକୁ ଚଳିତମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ଲାଇନରେ ଏହି ଆବେଦନ କରିହେବ ଏବଂ ଆସନ୍ତାମାସ ପହିଲା ସୁଦ୍ଧା ଫି’ ଦାଖଲ କରାଯାଇ ପାରିବ ବୋଲି ବିଶ୍ୱବିଦ୍ୟାଳୟ…
ଆସନ୍ତା ଜୁନ୍ ୫ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା
ପୁରୀ - ଆସନ୍ତା ଜୁନ୍ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ଆଜି ସେବକ ନିଯୋଗମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଶ୍ରୀଜୀଉ ରତ୍ନସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ…
ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ଆରମ୍ଭ ହୋଇଛି
ପୁରୀ - ପୁରୀ ରଥଖଳାରେ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ରଥ ନିର୍ମାଣରେ ସମ୍ପୃକ୍ତ ୧୪୬ ଜଣ ସେବକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ ବୁଧବାରରେ ଆରମ୍ଭ ହୋଇଛି । ଜୁନ୍ ୫ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କର ସ୍ନାନଯାତ୍ରା ଓ ଅଣସର ନୀତି ସମ୍ପର୍କରେ ଦଇତାପତି ନିଯୋଗ ଓ ଶ୍ରୀମନ୍ଦିର ମୁଖ୍ୟ…
ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ମୃତ୍ୟୁ
ବିଶାଖାପାଟଣା - କିରଣଡୁଲ-ବିଶାଖାପାଟଣା ରେଳ ରାସ୍ତାରେ ପାହାଡ଼ ଧସିପଡିବାରୁ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣଙ୍କର ପ୍ରାଣହାନୀ ଘଟିଛି । ଏହି ଘଟଣାରେ ୪ଜଣ ଆହତ ହୋଇଥିବାବେଳେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତକାଲି ବୁରାଗୁହାଳୁ-ଚିମିଡିପଲି ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର…
ଗାନ୍ଧିଜୀଙ୍କୁ ପ୍ରଥମେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର
ଜାତିର ପିତା ମହାତ୍ମା ଗାନ୍ଧୀ । ସାରା ବିଶ୍ୱରେ ଶାନ୍ତିର ପ୍ରତୀକ । ତେବେ ମୋହନ ଦାସ କରମ ଚାନ୍ଦ ଗାନ୍ଧୀଙ୍କୁ ପ୍ରଥମେ ମହାତ୍ମା ବୋଲି ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥ ଠାକୁର ସମ୍ବୋଧନ କରିଥିଲେ ।
ଏହାପରେ ଗାନ୍ଧିଜୀଙ୍କୁ ସମସ୍ତେ ମହାତ୍ମା ବୋଲି ସମ୍ବୋଧନ କରିଥିଲେ । ବିଶ୍ୱକବି…
ଦଶମ ଓ ଦ୍ୱାଦଶର ହୋଇ ନଥିବା ପରୀକ୍ଷା ପାଇଁ CISCE ର ନୂଆ ନୋଟିସ୍, ଜାଣନ୍ତୁ କେଉଁ ପେପର କେବେ ଆସିବ ପରୀକ୍ଷାଫଳ
ନୂଆଦିଲ୍ଲୀ - କରୋନା ଲକ୍ଡାଉନ୍ ଯୋଗୁଁ CISCE ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀର କେତକ ପରୀକ୍ଷା ଅନୁଷ୍ଠିତ ହୋଇ ପାରିନାହିଁ । କାଉନସିନ୍ଫନ୍ ଦି ଇଣ୍ଡିଆନ୍ ସ୍କୁଲ୍ ସାର୍ଟିଫିକେଟ୍ ଏକ୍ସାମିନେସନସ୍ ଶୁକ୍ରବାରରେ ଏ ନେଇ ବିଜ୍ଞପ୍ତି ପ୍ରକାଶକରିଛନ୍ତି ।
ପରୀକ୍ଷା ହୋଇ…