Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଆସନ୍ତା ମାସ ୩ ତାରିଖ ପର୍ଯ୍ୟନ୍ତ ଟ୍ରେନ ସେବା ବାତିଲ
ନୂଆଦିଲ୍ଲୀ ୧୫.୦୪- ଦେଶବ୍ୟାପି ଜାରି ଲକଡାଉନ୍ ସମୟସମୀମା ବଢ଼ାଇ ଦିଆଯାଇଥିବାରୁ ଭାରତୀୟ ରେଳବାଇ ତାହାର ସମସ୍ତ ପାସେଞ୍ଜର ଟ୍ରେନ୍ ସେବାକୁ ଆସନ୍ତାମାସ ୩ ତାରିଖ ପର୍ଯ୍ୟନ୍ତ ବାତିଲ କରିଛି । ସବୁ ଟିକେଟ୍ କାଉଣ୍ଟର ଓ ୟୁଟିଏସ୍ ଏବଂ ପିଆର୍ଏସ୍କୁ ଅନ୍ୟାଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି…
ହେଲିକପ୍ଟର ମନି – ଜାଣନ୍ତୁ ହେଲିକପ୍ଟର ମନି କଣ, କରୋନା ସଙ୍କଟରେ କିପରି କରିବ ସାହାଯ୍ୟ
ନୂଆଦିଲ୍ଲୀ - କଳ୍ପନା କରନ୍ତୁ ଆପଣ ଶୋଇକରି ଉଠିବା ବେଳେ ଦେଖିବେ ଆପଣଙ୍କ ଆକାଉଣ୍ଟରେ ପଇସା ଜମା ହୋଇଛି । ଏହା ଏକ କଳ୍ପନା ମାତ୍ର । ଏହା କେବଳ ହେଲିକପ୍ଟର ମନି ଦ୍ୱାରା ସମ୍ଭବ । ହେଲିକପ୍ଟର ମନି ହେଉଛି ସରକାର ଆକାଉଣ୍ଟରେ ଉପଭୋକ୍ତାମାନଙ୍କୁ ଯୋଗାଇ ଦେଉଥିବା ଟଙ୍କା । ଏହା…
ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ
ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ ,
ହନୁମାନ,ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ…
ନୋ ମାସ୍କ ନୋ ପେଟ୍ରୋଲ
ଭୁବନେଶ୍ୱର - ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବାପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ସରକାରଙ୍କର ଏହି ନିୟମକୁ ସମର୍ଥନ କରିବା ସହ ସହଯୋଗର ହାତ ବଢ଼ାଇଛି ରାଜ୍ୟ ପେଟ୍ରୋଲ୍ ପମ୍ପ୍ ମାଲିକ ସଂଘ । ତେଣୁ ପେଟ୍ରୋଲ ପମ୍ପକୁ ଗାଡ଼ିରେ ପେଟ୍ରୋଲ ପକାଇବା ପାଇଁ ଯିବା ସମୟରେ…
ପ୍ରାଇଭେଟ୍ ସ୍କୁଲର ତିନି ମାସର ଫି’ ହ୍ରାସ କରିବାପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ
ଭୁବନେଶ୍ୱର - କରୋନା ମୁକାବିଲା ପାଇଁ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ଲକ୍ଡାଉନ୍ ଯୋଗୁଁ ସମାଜର ପ୍ରାୟ ସବୁ ବର୍ଗର ଲୋକଙ୍କ ଅର୍ଥନୈତିକ ଅବସ୍ଥା ଉପରେ ପ୍ରଭାବ ପଡ଼ିଛି । ତେଣୁ ଏହି ପରିପ୍ରେକ୍ଷୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ଆୟ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି ।…
ଲକ୍ଡାଉନ ଓ ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ ଆହ୍ୱାନ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି, ନିଜର ତଥା ସମାଜର ମଙ୍ଗଳ ପାଇଁ ସମସ୍ତେ ଲକ୍ଡାଉନ ଓ ସାମାଜିକ ଦୂରତ୍ୱ ନିୟମକୁ ଭଲଭାବେ ପାଳନ କରନ୍ତୁ ଏବଂ କରୋନା
ବିରୋଧୀ ସଂଗ୍ରାମରେ ପୋଲିସ୍ କର୍ମଚାରୀଙ୍କ ନିଷ୍ଠାପର ସେବା ଓ ତ୍ୟାଗକୁ ସମ୍ମାନ…
ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ ଲୋକାର୍ପିତ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବୃହତମ ତଥା ତୃତୀୟ ସରକାରୀ କୋଭିଡ ହସ୍ପିଟାଲ ଲୋକାର୍ପିତ କରିଛନ୍ତି । ଭୁବନେଶ୍ୱର ସମ୍ ହସ୍ପିଟାଲରେ ଏହି ସ୍ୱତନ୍ତ୍ର କୋଭିଡ-୧୯ ଚିକିତ୍ସା ସୁବିଧା କେନ୍ଦ୍ର ଉଦ୍ଘାଟିତ ହୋଇଛି । ଏଠାରେ ୫୨୫ ଶଯ୍ୟା ବିଶିଷ୍ଟ ଏହି ସ୍ୱତନ୍ତ୍ର…
ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ ପ୍ରତିଶତ ହ୍ରାସ – କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର…
ନୂଆଦିଲ୍ଲୀ ୦୭।୦୪ - କରୋନା ମୁକାବିଲା କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସମସ୍ତ ସାଂସଦଙ୍କ ଦରମା ଗୋଟିଏ ବର୍ଷପାଇଁ ୩୦ପ୍ରତିଶତ ହ୍ରାସ କରାଯାଇଛି ।
…
ଜେଇଇ ଆଡଭାନ୍ସଡ୍ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର - ଦେଶର ୨୩ଟି ଆଇ.ଆଇ.ଟିରେ ନାମଲେଖା ପାଇଁ ମେ’ ୧୭ରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ବର୍ତ୍ତମାନ କରୋନାକୁ ନେଇ ଦେଶରେ ସୃଷ୍ଟି ହୋଇଥିବା ସ୍ଥିତିକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ପୁଣି କେବେ ଏହି ପରୀକ୍ଷା ଅନୁଷ୍ଠିତ…
ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିସ୍ଥିତି ନେଇ ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ଘର ମାଲିକମାନଙ୍କୁ ନିବେଦନ କରିଛନ୍ତି । ଟୁଇଟ୍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କଠିନ ସମୟରେ ଆମେ ସମସ୍ତେ ମଣିଷ ପଣିଆର ପରିଚୟ ଦେଇ ପରସ୍ପରକୁ…