ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

0 1,535

ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ପରିସ୍ଥିତି ନେଇ ତିନିମାସ ପର୍ଯ୍ୟନ୍ତ ଘରଭଡ଼ା ଆଦାୟ ବିଳମ୍ବ କିମ୍ବା ଛାଡ଼ କରିବା ପାଇଁ ଘର ମାଲିକମାନଙ୍କୁ ନିବେଦନ କରିଛନ୍ତି । ଟୁଇଟ୍‍ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କଠିନ ସମୟରେ ଆମେ ସମସ୍ତେ ମଣିଷ ପଣିଆର ପରିଚୟ ଦେଇ ପରସ୍ପରକୁ ସାହାଯ୍ୟ ପାଇଁ ଆଗେଇ ଆସିବା ଉଚିତ୍‍ ।

Leave A Reply