Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଲକ୍ଡାଉନ୍ ବେଳେ ଖୋଲା ରହିବ ଏହି ଦୋକାନ
ଭୁବନେଶ୍ୱର - ଲକ୍ଡାଉନ୍ ବା ତାଲାବନ୍ଦୀ ଏକ ଜରୁରୀକାଳୀନ ସ୍ଥିତିରେଲାଗୁ କରାଯାଇଥାଏ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରାଯାଇଥାଏ । ଲକ୍ଡାଉନ୍ ସମୟରେଘରୁ ଲୋକେ ବିନା ଅନୁମତିରେ ବାହାରିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର…
କରୋନା ପାଇଁ ଟ୍ରେନ ଓ ବସ୍ ଚଳାଚଳ ବନ୍ଦ
ଭୁବନେଶ୍ୱର - କରୋନା ଭୂତାଣୁ ସଂକ୍ରମଣ ଦେଶବ୍ୟାପୀ ଏକ ସଙ୍କଟଜନକ ସ୍ଥିତିରେ ପହଞ୍ଚଥିବା ସମୟରେ ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଛନ୍ତି । ଏହି କ୍ରମରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ…
ଲକ୍ ଡାଉନ୍କୁ ଗମ୍ଭୀରତାର ସହ ନେବା ପାଇଁ ପରାମର୍ଶ ଦେଲେ ମୋଦୀ
ନୂଆଦିଲ୍ଲୀ --ଲକଡାଉନକୁ କିଛି ଲୋକ ଗମ୍ଭୀରତାର ସହ ନେଉ ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ନିର୍ଦେଶନାମାକୁ କଡକାଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
लॉकडाउन को अभी भी कई लोग गंभीरता से नहीं ले रहे हैं। कृपया…
୨୪ ଘଣ୍ଟାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଗୁଣ ବଢିଲା, ୬ ଜଣଙ୍କର ମୃତ୍ୟୁ ୩୪୧ ଆକ୍ରାନ୍ତ
ନୂଆଦିଲ୍ଲୀ - ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୨ ଗୁଣ ବଢିଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୩୪୧ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬ ହେଲାଣି । ରାଜସ୍ଥାନ ଓ ଓଡିଶାରେ ଲକ୍ଡାଉନ୍ ଘୋଷଣା କରାଯାଇଛି । ରବିବାରରେ ଜନତା କର୍ଫ୍ୟୁକୁ ଲୋକମାନେ ସ୍ୱତ୍ତପ୍ରବୃତ ଭାବେ…
ଫାଶୀ କୋଠି ଏମିତି ଥିଲା । – ମୃତ୍ୟୁର ଶେଷ ମୁହୁର୍ତ୍ତ ଏଇଠି କଟାଇଥିଲେ ନିର୍ଭୟା ଦୋଷୀ
ନୂଆଦିଲ୍ଲୀ - ଫାଶୀ ପୂର୍ବରୁ ଦୋଷୀମାନଙ୍କୁ ଏକ ସ୍ୱତନ୍ତ୍ର କୋଠରୀରେ ରଖାଯାଇଥାଏ । ଏହାକୁ ଫାଶୀ କୋଠି କୁହାଯାଏ । ଡେଥ୍ ଓ୍ୱାରେଣ୍ଟ ବା ମୃତ୍ୟୁର ପରଓ୍ୱାନା ଜାରି ହେଲେ ଦୋଷୀମାନଙ୍କୁ ଏହି ଠାରେ ରଖାଯାଏ ଥାଏ । ସ୍ୱତନ୍ତ୍ର ପହରା ମଧ୍ୟରେ ଦୋଷୀମାନେ ରୁହନ୍ତି । କାଳେ କଛି କରିଦେବେ…
କରୋନା ପାଇଁ ହ୍ୱାଟସ୍ଆପ୍ ନମ୍ବର ଲଞ୍ଚ୍ କଲେ ସରକାର -9013151515
ନୂଆଦିଲ୍ଲୀ - କରୋନା ପାଇଁ କେନ୍ଦ୍ର ସରକାର ଏକ ହ୍ୱାଟ୍ସ୍ଆପ୍ ନମ୍ବର ଲଞ୍ଚ କରିଛନ୍ତି । 9013151515 ନମ୍ବର କରୋନା ପାଇଁ ସରାକାରୀ ହ୍ୱାଟସ୍ଆପ୍ ନମ୍ବର । ଏଥିରେ କେହି ବି କରୋନା ସମ୍ପର୍କୀତ ବିଭିନ୍ନ ତଥ୍ୟ ଜାଣି ପାରିବେ । MyGov Corona Helpdesk ଏହାକୁ ତିଆରି କରାଯାଇଛି । ଏହା…
ଫାଶୀ ପରେ ନିର୍ଭୟା ଦୋଷୀଙ୍କୁ ମୃତ ଘୋଷଣା – ଆଶା ଦେବୀ କହିଲେ ନ୍ୟାୟ ମିଳିଲା
ନୂଆଦିଲ୍ଲୀ ୨୦.୦୩ - ଦୀର୍ଘ ୭ ବର୍ଷର ନ୍ୟାୟିକ ଯୁଦ୍ଧ ପରେ ଶେଷରେ ଫାଶୀ ଖୁଣ୍ଟରେ ଝୁଲିଛନ୍ତି ନିର୍ଭୟା ଦୋଷୀ । ୨୦ ମାର୍ଚ୍ଚ ସକାଳ ୫ଟା ୩୦ରେ ଏମାନଙ୍କୁ ତିହାର ଜେଲ୍ରେ ଥିବା ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇଛି । ଶେଷରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।
୪ ଜଣ ଦୋଷୀଙ୍କ ଫାଶୀ ଦଣ୍ଡକୁ…
ଭଲଖବର- ଔଷଧ, କରୋନାରେ ଜାପାନୀ ଆଣ୍ଟି ଫ୍ଲୁ ଡ୍ରଗ କାମ କରୁଥିବା ଦାବି କଲା ଚୀନ୍
ବେଜିଂ - କୋରନା ଭାଇରସ୍ ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରୁଥିବାବେଳେ ଏବେ ଏହାର ସଫଳ ଚିକିତ୍ସା କରାଯାଉଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲୁ ମେଡିସିନ୍ ଦ୍ୱାରା ଅନେକ କରୋନା ଆକ୍ରାନ୍ତଙ୍କର ସଫଳ ଚିକିତ୍ସା କରାଯାଇଥିବା ଚୀନ୍ ଦାବି କରିଛି । ଜାପାନୀ ଫ୍ଲି ମେଡିସିନ୍…
କରୋନା ପାଇଁ ବାବା ରାମଦେବଙ୍କ ପରାମର୍ଶ- ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ କରନ୍ତୁ ଏହି କାମ
ଭୁବନେଶ୍ୱର - ଏବେ ସାରା ବିଶ୍ୱରେ କରୋନା ଭାଇରସ୍ ବା କୋଭିଡ୍୧୯ ଆତଙ୍କ ସୃଷ୍ଟି କରିଛି । ରୋଗ ପ୍ରତିରୋଧକ ଶକ୍ତି ନଥିବା, ଓ ବୟସ୍କ ବ୍ୟକ୍ତିଙ୍କୁ ଏହା ବେଶୀ ଆକ୍ରାନ୍ତ କରୁଛି । ହୃଦରୋଗ, ମଧୁମେହ ବା ଡାଇବେଟିସ୍ , ଶ୍ୱାସ ବା ଆସ୍ଥମା ଥିବା ବ୍ୟକ୍ତିଙ୍କ ପାଇଁ ଏହି ବେଶୀ ବିପଦଜନକ ।…
ଓଡିଶାର ପ୍ରଥମ କରୋନା ଆକ୍ରାନ୍ତ – ଇଟାଲୀ ଫେରନ୍ତା ଓଡ଼ିଆ ଯୁବକ ଚିହ୍ନଟ
ଭୁବନେଶ୍ୱର -ଇଟାଲୀରୁ ଫେରିଥିବା ଜଣେ ଓଡିଆ ଯୁବକଙ୍କ ସ୍ୱାବରେ କରୋନା ଭୁତାଣୁ ଚିହ୍ନଟ ହୋଇଛି । ତାଙ୍କୁ କ୍ୟାପିଟାଲ ହସ୍ପିଟାଲର ଆଇସୋଲସନ୍ ଓ୍ୱାର୍ଡରେ ଭର୍ତ୍ତି କରାଯାଇଛି । ସେ ଇଟାଲୀରୁ ଫେରିବା ପରେ ତାଙ୍କୁ ବିମାନ ବନ୍ଦରରେ ପରୀକ୍ଷା କରାଯାଇଥିଲା ମାତ୍ର ତାଙ୍କ ଶରୀରରେ କୌଣସି ଲକ୍ଷଣ…