ନୂଆଦିଲ୍ଲୀ –ଲକଡାଉନକୁ କିଛି ଲୋକ ଗମ୍ଭୀରତାର ସହ ନେଉ ନ ଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବେଗ ପ୍ରକାଶ କରିବା ସହ ଏ ସମ୍ପର୍କରେ ନିର୍ଦେଶନାମାକୁ କଡକାଡି ଭାବେ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ।
लॉकडाउन को अभी भी कई लोग गंभीरता से नहीं ले रहे हैं। कृपया करके अपने आप को बचाएं, अपने परिवार को बचाएं, निर्देशों का गंभीरता से पालन करें। राज्य सरकारों से मेरा अनुरोध है कि वो नियमों और कानूनों का पालन करवाएं।
— Narendra Modi (@narendramodi) March 23, 2020
ପ୍ରଧାନମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ “ଦୟା କରି ନିଜକୁ ରକ୍ଷା କରନ୍ତୁ, ନିଜ ପରିବାରକୁ ରକ୍ଷା କରନ୍ତୁ ଓ ନିର୍ଦେଶ ଗୁଡିକୁ ଗୁରୁତ୍ୱର ସହ ନେଇ ତାହା ପାଳନ କରନ୍ତୁ। ରାଜ୍ୟ ସରକାରଙ୍କୁ ମୁଁ ଅନୁରୋଧ କରୁଛି ଯେ
ନିୟମ ଓ ଆଇନକୁ ପାଳନ କରାନ୍ତୁ। “