carona-medicene ଖବରଦେଶ-ବିଦେଶମୁଖ୍ୟ ଖବର ଭାରତରେ ଠିକ୍ ହେଲେ ୨୩ ଜଣ କରୋନା ଆକ୍ରାନ୍ତ By odishanext On Mar 24, 2020 0 1,487 Share ନୂଆଦିଲ୍ଲୀ – ଭାରତରେ କୋଭିଡ-୧୯ରେ ସଂକ୍ରମିତଙ୍କ ସଂଖ୍ୟା ୪୩୩କୁ ବୃଦ୍ଧି ପାଇଛି । ମୋଟ୍ ରୋଗୀଙ୍କ ମଧ୍ୟରୁ ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ଘଟିଛି । image courtesy indian express ବର୍ତ୍ତମାନ ସୁଦ୍ଧା ଦେଶରବିଭିନ୍ନ ବିମାନ ବନ୍ଦରରେ ଏପର୍ଯ୍ୟନ୍ତ ୧୫ଲକ୍ଷ ୧୭ ହଜାର ଲୋକଙ୍କର ଯାଞ୍ଚ କରାଯାଇଛି । 0 1,487 Share