ଲକ୍‌ଡାଉନ୍‌ ବେଳେ ଖୋଲା ରହିବ ଏହି ଦୋକାନ

0 1,229

ଭୁବନେଶ୍ୱର – ଲକ୍‍ଡାଉନ୍‍ ବା ତାଲାବନ୍ଦୀ ଏକ ଜରୁରୀକାଳୀନ ସ୍ଥିତିରେଲାଗୁ କରାଯାଇଥାଏ । ଏହି ସମୟରେ କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ ସମସ୍ତ ସେବାକୁ ବନ୍ଦ କରାଯାଇଥାଏ । ଲକ୍‍ଡାଉନ୍‍ ସମୟରେଘରୁ ଲୋକେ ବିନା ଅନୁମତିରେ ବାହାରିଲେ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ବ୍ୟବସ୍ଥା ରହିଥାଏ ।

grocery vegetable
grocery vegetable

କେବଳ ଔଷଧ ଅଥବା ଖାଦ୍ୟସାମଗ୍ରୀ ଆଣିବା ତଥା ବ୍ୟାଙ୍କରୁ ଟଙ୍କା ଉଠାଣ ଓ ଜମା କରିବା ଭଳି ଅତ୍ୟାବଶ୍ୟକ କାମ ପାଇଁ ଲୋକଙ୍କୁ ଘରୁ ବାହାରିବା ପାଇଁ ଅନୁମତି ଦିଆଯାଇଥାଏ । ଏହିସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରୟ କେନ୍ଦ୍ର, ଯେପରିକି ସଉଦା ଦୋକାନ, ପନିପରିବା, ମାଛ, ମାଂସ, ଅଣ୍ଡା ଦୋକାନ, ଫଳ, କ୍ଷୀର, ପାଉଁରୁଟି ଆଦି, ଡାକ୍ତରଖାନା, ଔଷଧ ଦୋକାନ, ବ୍ୟାଙ୍କ, ଏଟିଏମ୍‍,ପେଟ୍ରୋଲପମ୍ପ, ପ୍ରଶାସନିକ କାର୍ଯ୍ୟାଳୟ, ପାନୀୟଜଳ, ବିଦ୍ୟୁତ୍‍ସେବା, ପୁଲିସଓ ଅଗ୍ନିଶମ ସେବା ଆଦି ଜାରି ରହିବ ।

Leave A Reply