ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ

0 1,858

 

ହନୁମାନ ଦ୍ୱାଦଶ ନାମର ମହତ୍ୱ , ଜପ କଲେ ମୃତ୍ୟୁର ଭୟ ରୁହେ ନାହିଁ ,

ହନୁମାନ,ଅଞ୍ଜନା ସୁତ, ବାୟୁପୁତ୍ର, ମହାବଳ,ରାମେଷ୍ଟ, ଫାଲଗୁନ ସଖା, ପୀଙ୍ଗାକ୍ଷ, ଅମିତ ବିକ୍ରମ, ଉଦଧୀ କର୍ମଣ ,ସୀତା ଶୋକ ବିନାଶକ, ଲକ୍ଷ୍ମଣ ପ୍ରାଣଦାତା, ଦର୍ଶଗ୍ରୀବର ଦର୍ପହାରୀ, ଜପ କଲେ ଅନେକ ସୁଫଳ ମିଳିଥାଏ । ଏହି କପିନ୍ଦ୍ରଙ୍କ ମହାତ୍ମ। ଯାତ୍ରା କାଳେ ଅତ୍ୟନ୍ତ ଲାଭଦାୟୀ , ମୃତ୍ୟୁର ଭୟ ରୁହେନାହିଁ, ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ ।

Leave A Reply