Browsing Category

ମୁଖ୍ୟ ଖବର

ଶ୍ରୀମନ୍ଦିରରେ ଆଜି ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ

କାର୍ତ୍ତିକ ପଞ୍ଚୁକର ମଳ ତିଥି ଅବସରରେ ଶ୍ରୀମନ୍ଦିରରେ ଶୁକ୍ରବାରରେ ଶ୍ରୀଜୀଉଙ୍କର ମହାଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଛି । ୨୫ ବର୍ଷ ପରେ ଚଳିତ ବର୍ଷ କାର୍ତ୍ତିକ ପଞ୍ଚୁକ ୫ ଦିନ ପରିବର୍ତ୍ତେ ୬ ଦିନ ପଡ଼ିଥିବାରୁ ଶ୍ରୀମନ୍ଦିର ବିଧିବ୍ୟବସ୍ଥା ମୁତାବକ ଶ୍ରୀଜୀଉମାନଙ୍କୁ ନାଗାର୍ଜୁନ…

ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ…

ଭୁବନେଶ୍ୱର - ନୟାଗଡ଼ର ବହୁଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଏସ୍‍.ଆଇ.ଟି. ଦ୍ୱାରା ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାନସଭାର ଶୀତକାଳୀନ ଅଧିବେଶନର ଅଷ୍ଟମ ଦିନରେ ଆଜି ନିଜ ବାସଭବନରୁ ଭିଡିଓ କନଫରେନ୍ସିଂ…

ପରୀ ଘଟଣାରେ ବିଧାନସଭାରେ ପ୍ରବଳ ହଟ୍ଟଗୋଳ – ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ଅଭିଯୋଗ କଲେ ବିରୋଧି, ଇସ୍ତଫା…

ଭୁବନେଶ୍ୱର - ରାଜ୍ୟ ବିଧାନସଭା ଶୀତକାଳୀନ ଅଧିବେଶନର ଗୁରୁବାରରେ ସପ୍ତମ ଦିବସ ରେ ପ୍ରବଳ ହଟ୍ଟଗୋଳ । ଗୃହର ଶୂନ୍ୟକାଳରେ ପରୀ ହତ୍ୟା ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କର ପରୋକ୍ଷ ସଂପୃକ୍ତି ରହିଥିବା ନେଇ ତାଙ୍କର ଇସ୍ତଫା ଦାବି କରି ବିରୋଧୀ ବିଜେପି ଓ କଂଗ୍ରେସ ଦଳର ସଦସ୍ୟମାନେ…

ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,…

କରୋନା ମହାମାରୀ ସମୟରେ ଚଳିତ ବର୍ଷର ଦଶମ ଓ +2 ପରୀକ୍ଷା ସମ୍ପର୍କରେ ଏକ ସ୍ୱତନ୍ତ୍ର ଜାତୀୟ ମାର୍ଗଦର୍ଶିକା ଜାରି କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ଏହି ଦୁଇଟି ପରୀକ୍ଷା ପାଇଁ ସ୍ପଷ୍ଟ ମତାମତ ଦେବାକୁ ସେ…

ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ

କଟକ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ତଥା ଆଠଗଡ଼ରେ ଥିବା ଧବଳେଶ୍ୱରଙ୍କ ବଡ଼ଓଷା ଓ ପଞ୍ଚକ ଯାତ୍ରା କରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ଧବଳେଶ୍ୱରଙ୍କ ଏହି ପ୍ରସିଦ୍ଧ ଯାତ୍ରାରେ ପୂର୍ବବର୍ଷ ଗୁଡ଼ିକରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିରହିଥାଏ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ…

ଓଡିଶାରେ ପଡିବ ନାହିଁ ବାତ୍ୟା ନିଭାରର ପ୍ରଭାବ

ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଛି । ତେବେ ଏହାର ଓଡ଼ିଶା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଗଞ୍ଜାମ, ଗଜପତି, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାର…

ଭିତରକନିକାରେ ପ୍ରଥମଥର ପାଇଁ ହେବାକୁ ଯାଉଥିବା ଇକୋ ରିଟ୍ରିଟ୍‍ ଅବସରରେ ଭାସମାନ ରେସ୍ତୋରାଁ

ଇକୋ ରିଟ୍ରିଟ୍‍ ଇକୋ ରିଟ୍ରିଟ୍‍ ଆସୁଛି ନୂଆ ରୂପରେ  । ଚିରାଚରିତ ଧାରାରେ ଏହା ସୀମିତ ନରହି ଏଥର କିଛି ନୂତନ ରୂପରେଖ ପ୍ରସ୍ତୁତ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ  । ସମୁଦ୍ରକୂଳ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଥିବା ବିଳାସପୂର୍ଣ୍ଣ କଟେଜ୍‍ରେ ରାତ୍ରିଯାପନ ସହ ନିଆରା ଅନୁଭବ ନେଇ ଫେରିବେ…

ପେନ୍‍ସନ୍‍ଭୋଗୀଙ୍କୁ ସୁବିଧା- ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି

କରୋନା ସଂକ୍ରମଣ ସମୟରେ ପେନ୍‍ସନ ତଥା ପରିବାର ପେନ୍‍ସନ୍‍ଭୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ସରକାର ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକୀ ନିୟୋଜନ ସମ୍ପର୍କରେ ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’…

ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ

ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ହ୍ରାସ ପାଇବା ସହ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଜିଠାରୁ ଦୁଇଦିନ ଯାଏଁ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇବ । ଫଳରେ ଶୀତର…

ଦେଶ ସହ ରାଜ୍ୟର ବିଭିନ୍ନ ସ୍ଥାନରେ କାଳୀପୂଜା ଆୟୋଜିତ

ଦେଶର ବିଭିନ୍ନ ସ୍ଥାନରେ କାଳୀପୂଜା ଅନୁଷ୍ଠିତ ହେଉଛି । ତେବେ କୋଭିଡ କଟକଣା ଯୋଗୁଁ କଟକ ସହର ସମେତ ବିଭିନ୍ନ ସ୍ଥାନରେ ମୂର୍ତ୍ତିର ଉଚ୍ଚତା କମ୍‍ କରାଯିବା ସହିତ ନିରାଡମ୍ବର ଭାବେ ପୂଜା ଅନୁଷ୍ଠିତ ହେଉଛି । ଯାଜପୁର ଜିଲ୍ଲାରେ ମଧ୍ୟ ନିରାଡମ୍ବର ଭାବେ କାଳୀପୂଜା ଆୟୋଜନ କରାଯାଇଛି…