Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ଖୋଲାଯିବ
ଭୁବନେଶ୍ୱର -ରାଜ୍ୟରେ ଅପମିଶ୍ରିତ ଖାଦ୍ୟସାମଗ୍ରୀ ଉପରେ ନିୟନ୍ତ୍ରଣ ରଖିବା ଲାଗି ଖାଉଟି କଲ୍ୟାଣ ପୋର୍ଟାଲ ବା କନ୍ଜ୍ୟୁମୟର ୱେଲ୍ଫେୟାର ପୋର୍ଟାଲ ଖୋଲାଯିବ । ରାଜ୍ୟ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଏହି ପୋର୍ଟାଲ ମାଧ୍ୟମରେ ଜନସାଧାରଣ…
ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ
ଭିକାରୀ ମୁକ୍ତ-ଏକାମ୍ରକ୍ଷେତ୍ର ଏକାମ୍ର କ୍ଷେତ୍ରକୁ ଭିକାରୀ ମୁକ୍ତ କରିବା ନିମନ୍ତେ ବିଏମସି ପକ୍ଷରୁ ସର୍ଭେ ଆରମ୍ଭ କରାଯାଇଛି । ଲିଙ୍ଗରାଜ ମନ୍ଦିର ଆଖାପାଖରେ ବୁଲୁଥିବା ଭିକାରୀମାନଙ୍କୁ ଚିହ୍ନଟ କରି ରାଜ୍ୟ ସରକାରଙ୍କ ସହାୟ ଯୋଜନାରେ ଏମାନଙ୍କୁ ଥଇଥାନ କରାଯିବାର ବ୍ୟବସ୍ଥା କରାଯାଉଛି ।…
ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍ର ସମୟ ପରିବର୍ତ୍ତନ
ସ୍ପେଶାଲ ଟ୍ରେନ୍ର ସମୟ ପରିବର୍ତ୍ତନ ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ରାଉରକେଲା ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ୍ ସମୟରେ ପରିବର୍ତ୍ତନ କରାଯାଇଛି ।
ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ରେ ଛାଡୁଥିବା ଏହି ଟ୍ରେନ୍ ଗତ ୫ ତାରିଖଠାରୁ ଅପରାହ୍ଣ ୧ଟା ୪୦ରେ ଭୁବନେଶ୍ୱର ରେଷ୍ଟେସନ…
ଡିସିବି ବ୍ୟାଙ୍କ ପକ୍ଷରୁ ମାଗଣା ମେଡିକାଲ୍ ସେବା ଓ ସ୍ୱାସ୍ଥ୍ୟ ସେବା ସୁବିଧା ଉପଲବ୍ଧ ଥିବା ଡିସିବି ହେଲଥ୍ ପ୍ଲସ୍…
• ୭୦୦ ଦିନିଆ ଫିକ୍ସଡ୍ ଜମା ଉପରେ ବାର୍ଷିକ ୬.୯୦ଧ ସୁଧ
• ସ୍ୱାସ୍ଥ୍ୟ ସୁବିଧା ପାଇବା ଲାଗି ମେଡିକାଲ୍ ପରୀକ୍ଷା କିମ୍ବା ହସ୍ପିଟାଲ୍ରେ ଭର୍ତି ହେବାକୁ ପଡ଼ିବ ନାହିଁ
ଭୁବନେଶ୍ୱର: ନୂତନ ପିଢ଼ିର ଘରୋଇ କ୍ଷେତ୍ରର ବ୍ୟାଙ୍କ ଡିସିବି ବ୍ୟାଙ୍କ ପକ୍ଷରୁ ଡିସିବି ହେଲ୍ଥ ପ୍ଲସ୍ ଏଫ୍ଡି ନାମକ…
ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ
ରାଜ୍ୟର ଭିନ୍ନ ଭିନ୍ନ ସ୍ଥାନରେ ୩ଟି ହାତୀଙ୍କ ମୃତ୍ୟୁ ଘଟିଥିବା ଖବର । ସମ୍ବଲପୁର ଜିଲ୍ଲା ଲୋଇସିଙ୍ଗା ଅଞ୍ଚଳରେ ବିଲ ଭିତରେ ଥିବା ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି ବୋଲି ଡି.ଏଫ୍.ଓ. ସଂଜୀତ୍ କୁମାର ସୂଚନା ଦେଇଛନ୍ତି ।
ତେବେ ଗତ ଦୁଇଦିନ…
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ
ଆଗାମୀ ୫ ରୁ ୭ ବର୍ଷ ମଧ୍ୟରେ ଦେଶରେ ୧୦ ହଜାର ସି.ଏନ୍.ଜି. ଷ୍ଟେସନ ପ୍ରତିଷ୍ଠା କରାଯିବା ସହ ୫ କୋଟି ପିଏନଜି ସଂଯୋଗ ପାଇଁ କେନ୍ଦ୍ର ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି ବୋଲି ଆଜି ନୂଆଦିଲ୍ଲୀରୁ ଭିଡ଼ିଓ କନଫରେନି୍ସଂ ଜରିଆରେ ମହାରାଷ୍ଟ୍ର ପ୍ରାକୃତିକ ଗ୍ୟାସ…
୩୧ତମ ଜାତୀୟ କୋଣାର୍କ ନୃତ୍ୟଉତ୍ସବ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆରମ୍ଭ ହୋଇ
୩୧ତମ ଜାତୀୟ କୋଣାର୍କ ନୃତ୍ୟଉତ୍ସବ କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରେ ଆରମ୍ଭ ହୋଇଛି । ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ଅଷ୍ଟମ ଆର୍ନ୍ତଜାତୀୟ ବାଲୁକା କଳା ମଧ୍ୟ ଆଜି ଆରମ୍ଭ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ପର୍ଯ୍ୟଟନ ସଚୀବ, ନିର୍ଦ୍ଦେଶକ, ଓ ପୁରୀ ଜିଲ୍ଲାପାଳ…
ରାଜ୍ୟରେ ୩୦ ହଜାର ସ୍ଥାନରେ କରୋନା ଟିକାକରଣ – ରାଜ୍ୟ ସରକାର
ଭୁବନେଶ୍ୱର - ରାଜ୍ୟରେ କରୋନା ଟିକାକରଣ ଯୋଜନା ଚୂଡାନ୍ତ ହୋଇଛି । ରାଜ୍ୟ ସରକାର ଟିକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଥିବା ବେଳେ ଟିକାକରଣ ପାଇଁ ୩୦ ହଜାର ସ୍ଥାନ ଚିହ୍ନଟ କରିଛନ୍ତି । କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ ସହ କରୋନା ଟୀକା ପ୍ରସ୍ତୁତି ବୈଠକରେ ଏନେଇ ସୂଚନା …
ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି
ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ.ସି.ପି.ସି.ଆର.) ନିଜଆଡୁ ଏକ ମାମଲା ଦାୟର କରିଛନ୍ତି - ଏ ନେଇ କମିଶନ ମୁଖ୍ୟ ଶାସନ ସଚିବଙ୍କୁ ଜବାବ୍ ତଲବ କରିଛନ୍ତି । ଅଭିଯୁକ୍ତଙ୍କ ଉପରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ…
ରାଜ୍ୟରେ କ୍ରମଶଃ ବଢୁଛି ଶୀତ- ଆହୁରି ୪୮ ଘଣ୍ଟାରେ କମିବ ତାପମାତ୍ରା
ଦକ୍ଷିଣ ଆଣ୍ଡାମାନ୍ ସାଗର ଏବଂ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ଯେ ଏହି ଲଘୁଚାପ ବଳୟ ଧୀରେ…