ଭୁବନେଶ୍ୱର-ରାଉରକେଲା ସ୍ପେଶାଲ ଟ୍ରେନ୍‍ର ସମୟ ପରିବର୍ତ୍ତନ

0 497

ସ୍ପେଶାଲ ଟ୍ରେନ୍‍ର ସମୟ ପରିବର୍ତ୍ତନ ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର-ରାଉରକେଲା ଭୁବନେଶ୍ୱର ସ୍ପେଶାଲ ଏକ୍ସପ୍ରେସ୍‍ ସମୟରେ ପରିବର୍ତ୍ତନ କରାଯାଇଛି ।

indian rail train

ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ରେ ଛାଡୁଥିବା ଏହି ଟ୍ରେନ୍‍ ଗତ ୫ ତାରିଖଠାରୁ ଅପରାହ୍ଣ ୧ଟା ୪୦ରେ ଭୁବନେଶ୍ୱର ରେଷ୍ଟେସନ ଛାଡି ରାତି ୯ଟାରେ ରାଉରକେଲାରେ ପହଞ୍ଚୁଛି । ସେହିପରି ଫେରିବାବେଳେ ଏହା ଭୋର୍‍ ୫ଟା ୨୦ରେ ରାଉରକେଲାରୁ ବାହାରି ମଧ୍ୟାହ୍ନ ୧୨ଟା ୩୦ରେ ଭୁବନେଶ୍ୱରରେ ପହଞ୍ଚୁଛି ।

Deccan Chronicle

ଚଳିତମାସ ୧ ତାରିଖଠାରୁ ପୂର୍ବତଟ ରେଳପଥ ମଧ୍ୟରୁ ଛାଡୁଥିବା ଟ୍ରେନ୍‍ ଗୁଡ଼ିକ ସମୟରେ ପରିବର୍ତ୍ତନ କରାଯାଇଛି । ଏଥିଲାଗି ଯାତ୍ରୀମାନେ ରେଲୱେ ଇନ୍‍କ୍ୱାରୀ ନମ୍ବର  ୧୩୯କୁ ଯୋଗାଯୋଗ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି ।

Leave A Reply