ପେନ୍‍ସନ୍‍ଭୋଗୀଙ୍କୁ ସୁବିଧା- ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି

0 2,502

କରୋନା ସଂକ୍ରମଣ ସମୟରେ ପେନ୍‍ସନ ତଥା ପରିବାର ପେନ୍‍ସନ୍‍ଭୋଗୀଙ୍କୁ ସୁବିଧାରେ ସେବା ଯୋଗାଇ ଦେବାପାଇଁ ସରକାର
ବାର୍ଷିକ ଜୀବନ ପ୍ରମାଣପତ୍ର, ପୁନଃବିବାହ ଓ ଅବିବାହିତ ସମ୍ବନ୍ଧୀୟ ଘୋଷଣାନାମା ସହ ବାର୍ଷିକୀ ନିୟୋଜନ ସମ୍ପର୍କରେ ପ୍ରମାଣପତ୍ର ଦାଖଲ ସମୟସୀମାକୁ ଚଳିତମାସରୁ ଆସନ୍ତାବର୍ଷ ମେ’ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ପ୍ରଥମଥର ପାଇଁ ପେନ୍‍ସନ ଗ୍ରହଣକାରୀଙ୍କ ଅନୁପସ୍ଥିତିରେ ଗ୍ରାଚ୍ୟୁଇଟି ଏବଂ କମ୍ୟୁଟେଡ୍‍ ପେନ୍‍ସନ୍‍ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ।

Leave A Reply