Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ଏଲ୍ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍ ୨୦୧୯ , ୮ହଜାର୫୦୦ ପଦବୀ ପାଇଁ ବିଜ୍ଞପ୍ତ’
ଏଲ୍ଆଇସି ଆସିଷ୍ଟାଣ୍ଟ ନୋଟିଫିକେସ୍ ୨୦୧୯ , ୮ହଜାର୫୦୦ ପଦବୀ ପାଇଁ ବିଜ୍ଞପ୍ତି
ଏଲ୍ଆଇସି ଆସିଷ୍ଟାଣ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଏହାର ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ଅଫିସିଆଲ୍ ଓ୍ୱେବସାଇଟରେ ବିଜ୍ଞପ୍ତି ବାହାରିଛି । ମୋଟ୍୍ ୮ହଜାର ୫୦୦ ପଦବୀ ପାଇଁ…
ଚଳିତ ମାସ ୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଭୁବନେଶ୍ୱର - ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସ ୨୭ ଓ ୨୮ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସୂଚନା ଅନୁସାରେ ରାଷ୍ଟ୍ରପତି କୋବିନ୍ଦ ଗଞ୍ଜାମର ଗୋଳାବନ୍ଧ ଏୟାର୍ ଡିଫେନ୍ସ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଆସନ୍ତା ୨୭ ତାରିଖ ସନ୍ଧ୍ୟା ୬ଟାରେ…
ଆଇବିପିଏସ୍ କ୍ଲର୍କ ନୋଟିଫିକେସନ ୨୦୧୯: ସାରା ଭାରତରେ୧୨୦୭୫ କ୍ଲର୍କ ପଦ ପାଇଁ , ଗ୍ରାଜୁଏଟ୍ ମାନେ ଆବେଦନ କରିପାରିବେ…
ଯେଉଁମାନେ ବ୍ୟାକିଂ କିମ୍ବା ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଛନ୍ତି ସେମାନଙ୍କ ପାଇଁ ଖୁସୀ ଖବର ।ଏବେ ସେମାନଙ୍କୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି ।ଇନଷ୍ଟିଟ୍ୟୁଟ ଅଫ୍ ବ୍ୟାକିଂ ପେରସୋନେଲ ବା ଆଇବିପିଏସ୍ ଏବେ ବିଭିନ୍ନ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଖାଲି ଥିବା କ୍ଲର୍କ ପଦବୀ ପାଇଁ…
ତିନିଦିନ ବର୍ଷା ସମ୍ଭାବନା
ଭୁବନେଶ୍ୱର - ପଶ୍ଚିମବଙ୍ଗ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ଉତ୍ତର ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ…
ଖୁବ ଶୀଘ୍ର ତାଳଚେରରେ ଆରମ୍ଭ ହେବ ସାର କାରଖାନା
ନୂଆଦିଲ୍ଲୀ - ତାଳଚେର ଫର୍ଟିଲାଇଜର ପ୍ଲାଣ୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପେଟ୍ରୋଲିୟମ ମନ୍ତ୍ରାଳୟ ତଥା ଫର୍ଟିଲାଇଜର୍ସ ବିଭାଗ ଓ ତାଳଚେର ଫର୍ଟିଲାଇଜର୍ସର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେଲେ ଏହା ଭାରତର…
ନୂଆଦିଲ୍ଲୀର ନିଗମ ଘାଟରେ ହେବ ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର
ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିରେ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ । ଅପରାହ୍ଣ ୨ଟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରୁ ଜେଟଲୀଙ୍କ ପାର୍ଥୀବ ଶରୀର ନିଗମବୋଧ ଘାଟକୁ…
ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ
ନୂଆଦିଲ୍ଲୀ .- ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟ୍ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ଇସ୍ରୋର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି ।
ସେ କହିଛନ୍ତି, ଆସନ୍ତା ମାସ ୨ ତାରିଖରେ ଚନ୍ଦ୍ରଯାନ-୨ର ଅରବିଟର୍…
ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇବ
ଭୁବନେଶ୍ୱର -ଦେଶର ଆଦର୍ଶ ଐତିହ୍ୟ ସ୍ଥଳୀରେ ତାଲିକାରେ ଓଡିଶାର କେତେକ ପର୍ଯ୍ୟଟନସ୍ଥଳୀରେ ସ୍ଥାନ ପାଇବ । ଏ ନେଇ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ପର୍ଯ୍ୟଟନମନ୍ତ୍ରୀ ସମ୍ମିଳୀରେ ଆଜି ସୂଚନା ଦେଇଛନ୍ତି ।
୨୦୧୯-୨୦ଆର୍ଥିକ ବର୍ଷରେ ଦେଶର ପ୍ରମୁଖ ୧୭ଟି ପର୍ଯ୍ୟଟନସ୍ଥଳୀ…
୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍ ନେସନ ୱାନ୍ ରାସନକାର୍ଡ’
ଭୁବନେଶ୍ୱର - ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍ ନେସନ ୱାନ୍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର…
ରାଜ୍ୟରେ ହେବ ୨ ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ, ୨୭ ହଜାର ପାଇବେ ନିଯୁକ୍ତି
ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ହାଇ ଲେବଲ୍ କ୍ଲିଆରନ୍ସ କମିଟିର ବିଂଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି।
ଏହି ୫ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୪ହଜାର ୬୯ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ୩ ବର୍ଷରେ…