ନୂଆଦିଲ୍ଲୀର ନିଗମ ଘାଟରେ ହେବ ଅରୁଣ ଜେଟଲୀଙ୍କର ଅନ୍ତିମ ସଂସ୍କାର

0 714

ନୂଆଦିଲ୍ଲୀ .- ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିରେ ବରିଷ୍ଠ ନେତା ଅରୁଣ ଜେଟଲୀଙ୍କର ଆଜି ନୂଆଦିଲ୍ଲୀ ସ୍ଥିତ ନିଗମବୋଧ ଘାଟରେ ଅନ୍ତିମ ସଂସ୍କାର କରାଯିବ । ଅପରାହ୍ଣ ୨ଟାରେ ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟକାର୍ଯ୍ୟାଳୟରୁ ଜେଟଲୀଙ୍କ ପାର୍ଥୀବ ଶରୀର ନିଗମବୋଧ ଘାଟକୁ ନିଆଯିବାରସମୟ ନିର୍ଘଣ୍ଟ ସ୍ଥିର ହୋଇଛି । ଦଳର ବରିଷ୍ଠ ନେତା ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଜେଟଲୀଙ୍କର ଶେଷ ଦର୍ଶନ କରୁଛନ୍ତି । ସୂଚନା ଯୋଗ୍ୟ ଗତକାଲି ଦିଲ୍ଲୀ ସ୍ଥିତ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜେଟଲୀ ୬୬ବର୍ଷ ବୟସରେ ରଲୋକ ଗମନ କରିଛନ୍ତି ।

Leave A Reply