Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ…
ଭୁବନେଶ୍ୱର - ସାଙ୍ଗରେ ଯଦି ଗାଡି କାଗଜପତ୍ର ନେଇ ନାହାନ୍ତି, ତାହାହେଲେ ଗାଡି ଯାଞ୍ଚ ବେଳେ ଏଣିକି ଆଉ ଚାଳକମାନେ ଅଯଥାରେ ଯାଞ୍ଚକାରୀଙ୍କ ଦ୍ୱାରା ହଇରାଣ ହେବେ ନାହିଁ କି ମୋଟା ଅଙ୍କର ଜୋରିମାନା ଦେବେ
ନାହିଁ । କାରଣ ଡିଜିଟାଲ ପଦ୍ଧତିରେ ଗାଡି କାଗଜପତ୍ର ଦେଖାଇଲେ ତାହା ଗ୍ରହଣଯୋଗ୍ୟ ହେବ…
ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର
ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
୨୦୧୮ ମସିହା ସକାଶେ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜୁକ୍ଙ୍କୁ ମନୋନୀତ କରାଯାଇଥିବାବେଳେ
୨୦୧୯ ସକାଶେ ଅଷ୍ଟ୍ରିଆର ପିଟର ହାଣ୍ଡକେଙ୍କୁ ଚୟନ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା
ଭୁବନେଶ୍ୱର - ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।
ଶୁକ୍ରବାର ୧୧ ଅକ୍ଟୋବର ୨୦୧୯ ଦିନ ସାଢ଼େ ବାରଟାରୁ ସାଢ଼େ ୩ଟା…
ଦୁର୍ନୀତି କରିବା ମହଙ୍ଗା ପଡିଲା , ପୁଣି ବିଦା ହେଲେ କୋଟିପତି ସରକାରୀ ବାବୁ, ଜବତ ହୋଇଥିବା ଏକ କୋଟି କ୍ୟାଶ
ଭୁବନେଶ୍ୱର - ରାଜ୍ୟ ସରକାରଙ୍କ ପକ୍ଷରୁ ପୁଣି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଓ.ଏଫ୍.ଏସ୍. ଅଫିସର ତଥା ପୂର୍ବତନ ଡିଏଫ୍ଓ ସୁଧାଂଶୁ ଶେଖର ମିଶ୍ରଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ମିଳିଛି । ଭିଜିଲାନ୍ସ ଯାଞ୍ଚ ମାମଲାରେ ପ୍ରମାଣ ପାଇବା…
ଇସ୍ରୋ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଆରମ୍ଭ ହେଲା କାର୍ଯ୍ୟକ୍ରମ ଧ୍ରୁବ
ବେଙ୍ଗାଲୁର - ବିଜ୍ଞାନ, ଗଣିତ, ନାଟକ, ସଂଗୀତ, ନୃତ୍ୟ ଆଦି କ୍ଷେତ୍ରରେ ରୁଚି ରଖୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନୂଆନୂଆ କଳ୍ପନାର ବିକାଶ, ଦକ୍ଷତା ବୃଦ୍ଧି ଓ ଜ୍ଞାନବୃଦ୍ଧି ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ମହତ୍ୱାକାଂକ୍ଷୀ ପ୍ରଧାନମନ୍ତ୍ରୀ ନବସୃଜନ ଶିକ୍ଷା କାର୍ଯ୍ୟକ୍ରମ ‘ଧ୍ରୁବ’…
ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା ତିନି ଜଣଙ୍କୁ ନୋବେଲ୍ ପୁରସ୍କାର
ପଦାର୍ଥ ବିଜ୍ଞାନ ଲାଗି ତିନି ଜଣ ବୈଜ୍ଞାନିକ ନୋବେଲ୍ ପୁରସ୍କାର ପାଇବା ଲାଗି ମନୋନୀତ ହୋଇଛନ୍ତି । ସେମାନେ ହେଲେ କାନାଡ଼ା ଜନ୍ମିତ ତଥା ଆମେରିକୀୟ ବାସିନ୍ଦା ଜେମ୍ସ ପିବଲ୍ସ ଏବଂ ସୁଇଜରଲାଣ୍ଡ ନାଗରିକ
ମାଇକେଲ୍ ମେୟର ଓ ଡିଡିଆର୍ କ୍ୱେଲଜ୍ । ବ୍ରହ୍ମାଣ୍ଡର ରହସ୍ୟ ଉନ୍ମୋଚନ କରିଥିବା…
ଟ୍ରାଫିକ୍ ନିୟମ ଭାଙ୍ଗିଲେ ଏଥର କ୍ରିମିନାଲ କେସ୍ ହେବ
ନୂଆଦିଲ୍ଲୀ - ଟ୍ରାଫିକ୍ ନିୟମଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ ମୋଟରଯାନ ଆଇନ୍ ସହ ଭାରତୀୟ ଦଣ୍ଡବିଧି ସଂହିତା ଅନୁଯାୟୀ ଦୋଷୀ ସାବ୍ୟସ୍ତ କରାଯାଇ ପାରିବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି । ଗୌହାଟୀ ହାଇକୋର୍ଟର ଏ ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ଚ୍ୟାଲେଞ୍ଜ କରି ଆଗତ ଏକ ମାମଲାର ବିଚାର କରି…
ବିଆର ଲାଇଫ୍ କଳିଙ୍ଗ ହସ୍ପିଟାଲ୍ ତରଫରୁ ବିଶ୍ୱ ହୃଦୟ ଦିବସ ଅବସରରେ ୫କେ ଗଣଦୌଡର ଆୟୋଜନ , ଦୌଡ଼ରେ ୧୫୦୦ ପ୍ରତିଯୋଗୀଙ୍କ…
ଭୁବନେଶ୍ୱର: ଭୁବନେଶ୍ୱର ଏକ ଅଗ୍ରଣୀ ସୁପର ସ୍ପେସିଆଲିଟି ହସ୍ପିଟାଲ ବିଆର୍ ଲାଇଫ୍ କଳିଙ୍ଗ ସୁପର ସ୍ପେସିଆଲିଟି ହସ୍ପିଟାଲ୍ ପକ୍ଷରୁ ବିଆର ଲାଇଫ୍ ୫କେ ଗଣଦୌଡ ଆୟୋଜନ କରାଯାଇଥିଲା ଯେଉଁଥିରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। “ହାଇ ୫ ୟୋର ହାର୍ଟ’ ବିଷୟବସ୍ତୁ ଅଧୀନରେ ହସ୍ପିଟାଲ୍ ତରଫରୁ…
ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବନେଶ୍ୱର - ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେଉଥିବାରୁ ଆଜିଠାରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହି ବର୍ଷା ୨୭ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।…
ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ
ଭୁବନେଶ୍ୱର - ରାଜ୍ୟର ୨୪ଟି ଜିଲ୍ଲାରେ ଫାଷ୍ଟଟ୍ରାକ୍ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯିବ ବୋଲି ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।ମନ୍ତ୍ରୀଜେନା କହିଛନ୍ତି ଯେ କଟକ, ଖୋର୍ଦ୍ଧା, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗୀର, ଢେଙ୍କାନାଳ, ଜଗତସିଂହପୁର, ନବରଙ୍ଗପୁର,…