ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର

0 1,312

ସାହିତ୍ୟ କ୍ଷେତ୍ରରେ ଉତ୍କର୍ସତା ପାଇଁ ୨୦୧୮ ଓ ୨୦୧୯ ମସିହା ସକାଶେ ଦୁଇଜଣ ବ୍ୟକ୍ତିଙ୍କୁ ଆଜି ନୋବେଲ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
୨୦୧୮ ମସିହା ସକାଶେ ପୋଲାଣ୍ଡର ଲେଖିକା ଓଲଗା ଟୋକାର୍ଜୁକ୍‍ଙ୍କୁ ମନୋନୀତ କରାଯାଇଥିବାବେଳେ
୨୦୧୯ ସକାଶେ ଅଷ୍ଟ୍ରିଆର ପିଟର ହାଣ୍ଡକେଙ୍କୁ ଚୟନ କରାଯାଇଛି ।

Leave A Reply