Browsing Category

ମୁଖ୍ୟ ଖବର

୧ ତାରିଖରୁ ରାଜ୍ୟରେ ଲାଗୁ ହେବ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’

ଭୁବନେଶ୍ୱର - ସେପ୍ଟେମ୍ବର ମାସ ୧ ତାରିଖରୁ ରାଜ୍ୟରେ ‘ୱାନ୍‍ ନେସନ ୱାନ୍‍ ରାସନକାର୍ଡ’ ବା ‘ଗୋଟିଏ ଦେଶ ଗୋଟିଏ ରାସନକାର୍ଡ’ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଭୁବନେଶ୍ୱର ମହାନଗର ନିଗମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର…

ରାଜ୍ୟରେ ହେବ ୨ ଲକ୍ଷ ୪ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ, ୨୭ ହଜାର ପାଇବେ ନିଯୁକ୍ତି

ଭୁବନେଶ୍ୱର - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ହାଇ ଲେବଲ୍ କ୍ଲିଆରନ୍ସ କମିଟିର ବିଂଶତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ୫ ଟି ବୃହତ୍ ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଏହି ୫ଟି ପ୍ରକଳ୍ପ ପାଇଁ ୨ଲକ୍ଷ ୪ହଜାର ୬୯ କୋଟି ଟଙ୍କାର ପୁଂଜି ବିନିଯୋଗ ହେବ। ୩ ବର୍ଷରେ…

କ୍ଷୀର ସହ ଏସବୁ ଖାଇଲେ ହୋଇ ପାରେ ଫୁଡ୍‌ ପଏଜନିଂ, ପେଟ ଓ ସ୍ୱାସ୍ଥ୍ୟ ପାଇଁ ଖରାପ

କେତକ ଫଳ ରହିଛି ଯାହା ସହ କ୍ଷୀର କି ଏହି ଫଳ ଖାଇ ସାଙ୍ଗେ ସାଙ୍ଗେ କ୍ଷୀର ପିଇଲେ କେତକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ । କ୍ଷୀର ପିଇ ମଧ୍ୟ ଏହି ଫଳ ସାଙ୍ଗେ ସାଙ୍ଗେ ଖାଇବା ଅନୁଚିତ୍‌ କମଳା ଓ କ୍ଷୀର: କମଳା ଓ କ୍ଷୀର ଏକାଠି ଖାଇବା ଉଚିତ ନୁହେଁ। କାରଣ ଏହା ସହଜରେ ହଜମ ହୋଇ ନଥାଏ।…

ଜାମ୍ମୁ-କାଶ୍ମୀରର ୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ, ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ବନ୍ଦ ରହିବ

ଶ୍ରୀନଗର- - ଜାମ୍ମୁ ଜିଲ୍ଲାରୁ ଉଠିଲା ୧୪୪ ଧାରା - କାଶ୍ମୀର ଘାଟୀର ଅନେକସ୍ଥାନରେ ଖୋଲିଲା ସ୍କୁଲ କଲେଜ -୧୦ଟି ଜିଲ୍ଲାରେ ସାଧାରଣ ଜୀବନଯାତ୍ରା ସ୍ୱାଭାବିକ -ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଏବେ ବନ୍ଦ ରହିବ । - ତେବେ ଶ୍ରୀନଗରରେ ୧୦ ହଜାର ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ…

ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ- କାର୍ଯ୍ୟରୁ ନିବୃତ୍ତ ରହିବେ ଆଇନଜୀବୀ

କଟକ- ସ୍ୟାଟ ଉଚ୍ଛେଦକୁ ପ୍ରତିବାଦ କରି ଆଇନଜୀବୀମାନେ କାର୍ଯ୍ୟରୁ ନିବୃତ୍ତ ରହିବେ । ସ୍ୟାଟ ଉଚ୍ଛେଦ ନେଇ ନିକଟରେ ପ୍ରକାଶିତ ବିଜ୍ଞପ୍ତିକୁ ଆଇନଜୀବୀମାନେ ବିରୋଧ କରିଛନ୍ତି । ଏହାର ପ୍ରତିବାଦ ସ୍ୱରୂପ ଓଡିଶା ହାଇକୋର୍ଟ ବାର ସମେତ କଟକରେ ଥିବା ବିଭିନ୍ନ ଆଇନଜୀବୀ ସଂଘର ସଦସ୍ୟମାନେ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କ ସହ ତିନି ଜଣଙ୍କୁ ଭାରତ ରତ୍ନ ପ୍ରଦାନ

ନୂଆଦିଲ୍ଲୀ .- ଦେଶର ତିନିଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଭାରତରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ତଥା ଭୁପେନ ହଜାରିକା ଓ ନାନାଜୀ…

୨୦୦୫-୦୬ରୁ ଅନେକ ବସ୍ତୁରେ ଜିଆଇ ଟ୍ୟାଗ ପାଇଛି ଓଡ଼ିଶା ,ଜାଣନ୍ତୁ

ଭୁବନେଶ୍ୱର .- ୨୦୧୯ ମସିହାରେ ଓଡ଼ିଶା ରସଗୋଲାରେ ଜିଆଇ ଟ୍ୟାଗ ପାଇଛି । ଏଥିପାଇଁ ସାରା ରାଜ୍ୟରେ ମିଠାର ଖୁସୀର ଲହରି ଖେଳିଯାଇଛି । ମାତ୍ର ୨୦୦୫-୦୬ ମସିହାରୁ ଓଡ଼ିଶା ଜିଆଇ ଟ୍ୟାଗ ପାଇ ଲାଣି । ଏ ପର୍ଯ୍ୟନ୍ତ ଅନେକ ଜିନିଷ ପାଇଁ ଓଡ଼ିଶାକୁ ଜିଆଇ ଟ୍ୟାଗ ମିଳିଛି । ଏଥି ମଧ୍ୟରେ ୮ଟି…

ରାଜ୍ୟର କେତକ ସ୍ଥାନରେ ବନ୍ୟା ପରିସ୍ଥିତି

ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ---- ଦୁଇଦିନ ଧରି ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା ଫଳରେ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଜପତି ପ୍ରଭୃତି କେତେକ ଜିଲ୍ଲାର ବିଭିନ୍ନ ଅଞ୍ଚଳ…

ଆଇପିଏସ୍‍ ବିଜୟ କୁମାର ଶର୍ମା ହେଲେ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର . - ଆଇପିଏସ୍‍ ବିଜୟ କୁମାର ଶର୍ମାଙ୍କୁ ଭାରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଛି । ପୂର୍ବରୁ ଏହି ପଦବୀରେ ଥିବା ରାଜେନ୍ଦ୍ର ପ୍ରସାଦ ଶର୍ମା ନୂଆ ଲୋକାୟୁକ୍ତ ସଦସ୍ୟଭାବେ ନିଯୁକ୍ତି ପାଇବା ପରେ ଭାରପ୍ରାପ୍ତ ଅଧିକାରୀଭାବେ ବିଜୟ କୁମାର ଶର୍ମା ଏହି…

ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍‌ଘାଟିତ

ବୈଦ୍ଧ- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ର ତିତିରିକଟା ଠାରେ ରାଜ୍ୟର ପ୍ରଥମ ଶସ୍ୟଭିତିକ ଡିଷ୍ଟିଲାରୀ ପ୍ରକଳ୍ପ ଉଦ୍ଘାଟିତ ହୋଇଛି । ୩୫ ଏକର ଜମି ଉପରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦିନ ପ୍ରତି ୨୬୦ କିଲୋ ଲିଟର ଏକ୍ସ୍ଟ୍ରାନ୍ୟୁଟ୍ରାଲ୍ ଆଲ୍କୋହଲ୍ ଉତ୍ପାଦନ କରାଯିବ।  ମୁଖ୍ୟମନ୍ତ୍ରୀ ନବୀନ…