Browsing Category

ମୁଖ୍ୟ ଖବର

କାଶ୍ମୀର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ

କାଶ୍ମୀରରୁ ହଟିବ ଧାରା (ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନକାଶ୍ମୀରରୁ ହଟିବ ଧାରା(ଅନୁଛେଦ) ୩୭୦ , ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟ ସଭାରେ ଏହାକୁ…

କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା (ଅନୁଛେଦ)୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହ ରଖିଲେ…

କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ  ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ…

ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଇନ୍ଦା ରିପୋର୍ଟ ପରେ ସୁରକ୍ଷା ପାଇଁ ପୁରୀ ପୁଲିସ ପ୍ରସ୍ତୁତ ଥିବା…

ପୁରୀ- ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ହେବାର ଆଶଂକା ରହିଛି ବୋଲି ଗୁଇନ୍ଦା ରିପୋର୍ଟରୁ ସୂଚନା ମିଳିଛି । ଏହାପରେ ପୁରୀ ପୋଲିସ ସୁରକ୍ଷା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଏସ୍‍ପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି । ସୂଚନା ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ…

ଦିନକୁ ଖାଆନ୍ତୁ ୨ଟି କଦଳୀ, କମିବ ରକ୍ତଚାପ

ନୂଆଦିଲ୍ଲୀ: ପ୍ରତ୍ୟେକ ବ୍ୟକ୍ତି ଦିନକୁ ୨ଟି କଦଳୀ ଖାଇବା ଦରକାର । କାରଣ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଶରୀର ପକ୍ଷେ ଏହା ମଙ୍ଗଳଦାୟକ । ଗୋଟିଏ କଦଳୀରେ ଆପଣଙ୍କର ଭିଟାମିନ ବି-୬ ର ଦୈନିକ ଆବଶ୍ୟକତାର ୨୦ ପ୍ରତିଶତ ଯେତେବେଳେ କି ‘ଭିଟାମିନ-ସି’ର ଦୈନିକ ଆବଶ୍ୟକତା ୧୫ ପ୍ରତିଶତ ହୋଇଥାଏ । ଏହା…

ରାଜ୍ୟରେ ସମସ୍ତ ଘରୋଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ବ୍ୟାଗ୍‍ ଓଜନ ଯାଞ୍ଚ ହେବ

ଭୁବନେଶ୍ୱର .-  ରାଜ୍ୟର ସବୁ ଘରୋଇ ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ବ୍ୟାଗର ଓଜନ ଯାଞ୍ଚ ହେବ । ଅନେକ ଇଂରାଜୀ ମାଧ୍ୟମ ଓ ଘରୋଇ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ଓଜନଠାରୁ ଅଧିକ ଓଜନର ବହି ଓ ଖାତା ସ୍କୁଲ ବ୍ୟାଗରେ ଆଣିବା ପାଇଁ ବାଧ୍ୟ କରାଯାଉଛି। ଓଜନିଆ ବ୍ୟାଗ ନେବାରୁ…

ଗୁରୁବାରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କୁ ଲାଗି ହେଲା ଚିତା

ପୁରୀ -ବୁଧବାରରେ ପାମ୍ପରିକ ଚିତୋଉ ଅମାବାସ୍ୟା ପାଳିତ ହୋଇଯାଇଛି । । ଘରେଘରେ ଚିତୋଉ ପିଠା ପ୍ରସ୍ତୁତ କରାଯାଇଥିଲା । ଗୁରୁବାରରେ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁବର୍ଣ୍ଣ ଚିତାଲାଗି କରାଯାଇଛି । ସ୍ନାନପୂର୍ଣ୍ଣିମାରେ ମହାପ୍ରଭୁମାନଙ୍କ ମସ୍ତକରୁ ସୁବର୍ଣ୍ଣ ଚିତା  ଓଲାଗି…

ରାଜ୍ୟର ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ଆଇସିୟୁ

ଭୁବନେଶ୍ୱର . - ୨୦୨୦ ମାର୍ଚ୍ଚ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସୁବିଧା ଉପଲବ୍ଧ ହେବ ଏବଂ ଅବଶିଷ୍ଟ ୧୧ଟି ଜିଲ୍ଲାରେ ଏହା ୨୦୨୧ ସୁଦ୍ଧା ଏହା କାର୍ଯ୍ୟକାରୀ ହେବ। କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ…

ବିନିଯୋଗ ବିଲ ଗୃହରେ ଆଗତ

ଭୁବନେଶ୍ୱର . - ଚଳିତ ଷୋଡଶ ବିଧାନସଭାରେ ଅନୁମୋଦିତ ହୋଇଥିବା ରାଜ୍ୟ ସରକାରଙ୍କ ୪୩ଟି ବିଭାଗ ଖର୍ଚ ଦାବି ବିନିଯୋଗ ଉପରେ ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ ୧ ଲକ୍ଷ ୪୬ ହଜାର ୬୧ କୋଟି ୯ ଲକ୍ଷ ୩୨ ହଜାର ଟଙ୍କାର ବିନିଯୋଗ ବିଲ ବୁଧବାରରେ ଗୃହରେ ଆଗତ କରିଛନ୍ତି। କଂଗ୍ରେସ ବିଧାୟକ ଦଳର ନେତା…

ଦୁଇତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର - ଅଗଷ୍ଟ ଦୁଇ ତାରିଖରୁ ଓଡିଶାରେ ପ୍ରବଳ ବର୍ଷା ହେବ । ରାଜ୍ୟରେ ଲଗାତାର ଭାବେ ୫ଦିନ ବର୍ଷା ହେବା ପରେ ଏବେ ବିଭିନ୍ନ ଅଞ୍ଚଳରେ ବର୍ଷାର ପରିମାଣ କମିଛି ଏବଂ କିଛିସ୍ଥାନରେ ଦୁଇଦିନ ହେବ ଆଦୌ ବର୍ଷା ହୋଇନାହିଁ । ତେବେ ଆସନ୍ତା ୪ ତାରିଖରୁ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ଥିବା…

ସିସିଡି ମାଲିକଙ୍କ ମୃତଦେହ ମିଳିଲା, ମଙ୍ଗଳବାର ହୋଇଥିଲେ ନିଖୋଜ

ବେଙ୍ଗାଲୁର . - ମଙ୍ଗଳବାରରେ ନିଖୋଜ ହୋଇଯାଇଥିବା ସିସିଡି ମାଲିକ ଭିଜି ସିଦ୍ଧାର୍ଥଙ୍କ ମୃତ ଦେହକୁ ନେତ୍ରାବତୀ ନଦୀରୁ ଉଦ୍ଧାର କରାଯାଇଛି । ମେଙ୍ଗାଲୁର ନିକଟସ୍ଥ ନେତ୍ରବାତୀ ନଦୀରେ ସେ ମଙ୍ଗଳବାରରେ ଡେଇଁ ପଡିଥିବା ସନ୍ଦେହ କରାଯାଇଥିଲା। ଅଗ୍ନିଶମ ବିଭାଗ ସହ ୨୦୦ ମତ୍ସଜୀବୀ ତାଙ୍କୁ ଦୀର୍ଘ…