କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରର ଏବେ ଅଲଗା ରାଜ୍ୟ ନୁହଁ, ହଟିବ ଧାରା(ଅନୁଛେଦ) ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
କାଶ୍ମୀରରୁ ହଟିବ ଧାରା ୩୭୦ , ରାଜ୍ୟ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ବୟାନ
ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ରାଜ୍ୟ ସଭାରେ ଏହାକୁ ଉପସ୍ଥାପନ କରିଛନ୍ତି ।
ଜାମ୍ମୁ-କାଶ୍ମୀର ଏବେ କେନ୍ଦ୍ର ଶାସିତ ଅଞ୍ଚଳ
ଜାମ୍ମୁ-କାଶ୍ମୀରରୁ ଅଲଗା ହେଲା ଲଦାଖ
ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟ ସଭାରେ ଜାମ୍ମୁ କାଶ୍ମୀରରୁ ଧାରା(ଅନୁଛେଦ) ୩୭୦ ହଟାଇବା ପାଇଁ (ପ୍ରସ୍ତାବ) ଅଧିସୂଚନାକୁ ଉପସ୍ଥାପନ କରିଛନ୍ତି ।
ଜାମ୍ମୁ-କାଶ୍ମୀର ପୁର୍ନଗଠନ ବିଧେୟକ ବି ଉପସ୍ଥାପନ କରିଛନ୍ତି ।
ବିରୋଧିଦଳଙ୍କର ନାରାବାଜି