ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହେଲା
ନୂଆଦିଲ୍ଲୀ .- ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ରାଜ୍ୟସଭାରେ ପାରିତ ହୋଇଛି । ଜାମ୍ମୁ-କାଶ୍ମୀର ରାଜ୍ୟ ପୁନର୍ଗଠନ ବିଧେୟକ ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା, ଜଣେ ସଦସ୍ୟ ଅନୁପସ୍ଥିତ ଥିଲେ । ଜାମ୍ମୁ-କାଶ୍ମୀର ସଂରକ୍ଷଣ ବିଧେୟକକୁ ଧ୍ୱନୀମତରେ ପାରିତ କରାଯାଇଥିଲା । ହେଲେ ପୁନର୍ଗଠନ ବିଧେୟକ ପାଇଁ ବିରୋଧଦଳ ମତ ବିଭାଜନ ଦାବି କରିଥିଲେ । ଏଥିପାଇଁ ଭୋଟିଂ କରାଯାଇଥିଲା । ସପକ୍ଷରେ ୧୨୫ ଟି ମତ ପଡିଥିବା ବେଳେ ବିପକ୍ଷରେ ୬୧ ମତ ପଡିଥିଲା,