Browsing Category

ମୁଖ୍ୟ ଖବର

ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ନିଲମ୍ବିତ କଲେ ପୁଲିସ ଡିଜି

କଟକ - ଓଡିଶା ଆରକ୍ଷୀ ଅଧିକାରୀ ସଂଘର ସଭାପତି ତଥା ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ପୁଲିସ୍‌ ଡିଜି ଆର୍‌ପି ଶର୍ମା ନିଲମ୍ବିତ କରିଛନ୍ତି। ବାଲିଆପାଳରେ ନାବାଳକ ମୃତ୍ୟୁପରେ ଆଇଆଇସିଙ୍କ ଉପରେ ଆକ୍ରମଣ ପରେ ସେ ପୁଲିସ ଅଧିକାରୀଙ୍କ ପାଇଁ ସୁରକ୍ଷା ମାଗିଥିଲେ । ଏଥିପାଇଁ ଏକ ସ୍ୱତନ୍ତ୍ର ଆଇନ…

କେମିତି ନାରାୟଣ ପାଲଟିଲା ସାଇକୋ କିଲର !

କଟକ . - କଟକରେ ସିରିଏଲ୍‌ କିଲଂ ପଛର ସାଇକୋ କିଲରକୁ ପୁଲିସ ଧରିଥିବା ଦାବି କରିଛି । ସିସି ଟିଭି ଫୁଟେଜ୍‌ ଆଧାରରେ ତାକୁ ଧରାଯାଇଥିବା ସୂଚନା ଦିଆଯାଇଛି । ତାହାର ନାମ ନାରାୟଣ ସାହୁ ବୋଲି ଜଣା ପଡିଛି ଫନି ପୂର୍ବରୁ ନାରାୟଣ ସାହୁକୁ ଏସ୍‌ସିବି ମେଡିକାଲ ମାନସିକରୋଗୀ ଓ୍ୱାର୍ଡରେ ଚିକିତ୍ସା…

ସଚିବାଳୟ ବା , ସେକ୍ରେଟେରିଏଟ୍‌ର ନାଆଁ ବଦଳିବ , ହେବ ଲୋକସେବା ଭବନ

ଭୁବନେଶ୍ୱର - ରାଜ୍ୟ ସଚିବାଳୟ ବା ସେକ୍ରେଟେରିଏଟ୍‌ର ନାଁ ବଦଳିବ । ଏହାର ନାମକୁ ଲୋକସେବା ଭବନ କରାଯିବ । ଏ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭାରେ ଘୋଷଣା କରିଛନ୍ତି । ହୋମ୍‌ ଆଣ୍ଡ ଜେନେରାଲ୍‌ ଆଡମିନଷ୍ଟ୍ରେସନ୍‌ର ବଜେଟ ଉପସ୍ଥାପନା ସମୟରେ ସେ ଏ ବିଷୟରେ ସୂଚନା…

ମୁଖ୍ୟଖବର – ହେଡଲାଇନସ୍‌

- ପ୍ୟାରିସ୍‌ ସାଇକେଲ ରେସ୍‌ରେ ଭାଗ ନେବେ କେନ୍ଦୁଝରର ତୁଷାର । - ମୁମ୍ବାଇରେ ପ୍ରବାସୀ ଭାରତୀୟଙ୍କୁ ବିବାହ କଲେ ରାକ୍ଷୀ ସାଓ୍ଵନ୍ତ - ପାକିସ୍ତାନ ସେନାର ଏକ ବିମାନ ମଙ୍ଗଳବାର ଭୋର ସମୟରେ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୧୭ ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନ୍ୟ ୧୨ ଜଣ ଗୁରୁତର ଆହତ…

ଜଙ୍ଗଲରୁ ଧରାହେଲେ ହତ୍ୟାକାରୀ

ପୁରୀ . -  ପୁରୀ ଜିଲ୍ଲା ପିପିଲି ପୁରୀ ରାସ୍ତାର ପଟ୍ଟନାୟିକିଆ ଛକ ନିକଟରେ ଜୁଲାଇ  ୧୪ ତାରିଖ ଦିନ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ  ସତ୍ୟବାଦୀ ଥାନା  ପୁଲିସ ଆଉ ୨ ଜଣଙ୍କୁ ଗିରଫ କରିଛି । ପୁରୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ   ଏସପି ଉମାଶଙ୍କର ଦାଶ ଏ ବିଷୟରେ ସୂଚନା ଦେଇଛନ୍ତି…

କୁମ୍ଭୀର ପ୍ରଜନନ ଋତୁ ପରେ ଅଗଷ୍ଟ ଏକ ତାରିଖରୁ ଖୋଲିବ ଭିତରକନିକା

ଭୁବନେଶ୍ୱର . - ବିଶ୍ୱପ୍ରସିଦ୍ଧ ଭିତର କନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବ । କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ୧ ତାରିଖରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଦୀର୍ଘ ୩ ମାସ ଧରି ଏହି ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଛି । ପର୍ଯ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ…

ଧରା ହେଲା ସିରିଏଲ୍‌ କିଲର୍‌, ହତ୍ୟା କରିବା ପରେ ମଜା ନେଉଥିଲା

କଟକ .- କଟକରେ ରାସ୍ତାକଡରେ ଶୋଉଥିବା ଲୋକଙ୍କୁ ହତ୍ୟା କରୁଥିବା ସିରିଏଲ୍‌ କିଲର ନାରାୟଣ ସାହୁକୁ ପୁଲିସ ଗିରଫ କରିଥିବା ଦାବି କରିଛି । ସିସିଟିଭି ଫୁଟେଜ୍‌ ଆଧାରରେ ତାକୁ ଗିରଫ କରାଯାଇଥିବା ଜଣା ପଡିଛି । ରାସ୍ତାରେ ଶୋଇଥିବା ଲୋକଙ୍କ ତଣ୍ଟି କାଟିବା ପରେ ସେ ଛଟପଟ ହେଉଥିବା ଦେଖି ନାରାୟଣ…

ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି

ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି  ଚେନ୍ନାଇ ଜିଆଇ ଟ୍ୟାଗ ଅଫିସ୍‌ ପକ୍ଷରୁ ଏହି ସୂଚନା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି  । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ଏହି ବିବାଦ ଅଧିକ…

ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ଦୂତୀ

ନୂଆଦିଲ୍ଲୀ . - ଦେଶର ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଓଡିଶାର ଦୂତୀ  ଚାନ୍ଦ ସ୍ଥାନ ପାଇଛନ୍ତି । ଏହି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ତାଲିକାରେ ସ୍ଥାନ ପାଇଥିବା ୫୦ଜଣଙ୍କ ମଧ୍ୟରୁ ୧୬ଜଣ ୨୦୦୩ ମସିହାରୁ ନେଇ ପ୍ରତିବର୍ଷ…

ମନ୍‌କି ବାତ୍‌ରେ ଜାମ୍ମୁ-କାଶ୍ମୀରରେ ସୁଶାସନ କଥା କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ . - ଜମ୍ମୁ-କାଶ୍ମୀର ଜନସାଧାରଣ ସୁଶାସନ ଚାହାନ୍ତି । ତେବେ ଯେଉଁମାନେ ସେଠାରେ ଘୃଣାଭାବ ଜାଗ୍ରତ କରୁଛନ୍ତି ଏବଂ ବିଭିନ୍ନ ବାଧା ସୃଷ୍ଟି କରୁଛନ୍ତି, ସେମାନେ ନିଜର ଏହି ମନ୍ଦ ଉଦ୍ଦେଶ୍ୟରେ କେବେବି ସଫଳ ହୋଇପାରିବେ ନାହିଁ । ଆକାଶବାଣୀର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମ ମାଧ୍ୟମରେ…