Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
ମହାରାଷ୍ଟ୍ରର ଶିକ୍ଷାନୁଷ୍ଠାନରେ ଜଙ୍କ ଫୁଡ ନିଷିଦ୍ଧ, ଗାଇଡଲାଇନ ଜାରି କଲେ ସରକାର
ମୁମ୍ବାଇ: ମହାରାଷ୍ଟ୍ରର ୧୦ ହଜାର ସ୍କୁଲ- କଲେଜର କ୍ୟାଣ୍ଟିନରୁ ଏବେ ଧିରେ ଧିରେ ଜଙ୍କ ଫୁଡ ଶେଷ ହୋଇଯିବ । ‘ମହାରାଷ୍ଟ୍ର ଫୁଡ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେଶନ ସ୍କୁଲ-କଲେଜର କ୍ୟାଣ୍ଟିନ ପାଇଁ ଗାଇଡଲାଇନ୍ସ ଜାରି କରିବା ପରେ ଏହାକୁ ଲାଗୁ କରିବା ପାଇଁ ସଚେତନତା ଅଭିଯାନ ଆରମ୍ଭ କରିଛି,…
ଓଡ଼ିଶାରେ ଚାକିରି ବୟସ ୪୪ ବର୍ଷକୁ ବୃଦ୍ଧି ପାଇଁ ବିଧାନସଭାରେ ଦାବି
ଭୁବନେଶ୍ୱର . - ରାଜ୍ୟରେ ବେକାରୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାରୀ ଚାକିରିରେ ପ୍ରବେଶ ବୟସ ସୀମା ବୃଦ୍ଧି କରିବା ଲାଗି ଉଭୟ ଶାସକ ଓ ବିରୋଧୀଦଳର ସଦସ୍ୟମାନେ ଦାବି କରିଛନ୍ତି। ଗତକାଲି ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ କହିଥିଲେ ଯେ …
ପାଟକୁରାରେ ବିଜେଡିର ବିଜୟ
ଭୁବନେଶ୍ୱର - ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି ବିଜୟ। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କଠାରୁ ୧୭,୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ଜିତିଛନ୍ତି ୧୮ ରାଉଣ୍ଡର ଗଣତି ପରେ ଏହି ଫଳାଫଳ ମିଳିଛି
୧୬ ତମ…
ପାଟକୁରାର ଷଷ୍ଠ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୧୦,୫୩୨ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଛି ।
ଷଷ୍ଠ ରାଉଣ୍ଡ ଶେଷ ସୁଦ୍ଧା
ସାବିତ୍ରୀ …
ପାଟକୁରାର ଦ୍ୱିତୀୟ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିରେ ସାବିତ୍ରୀ ଅଗ୍ରଓ୍ୱାଲ ୩୪୨୬ ଖଣ୍ଡ ଭୋଟରେ ଆଗୁଆ
ପାଟକୁରା .- ପାଟକୁରା ନିର୍ବାଚନ ଶେଷ ପରେ ବୁଧବାରରେ ଗଣତି ଆରମ୍ଭ ହୋଇଛି । ଏଥିରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦୀତା ଚାଲିଛି ।
ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସାବିତ୍ରୀ…
ପ୍ରଥମ ଥର ୨୪ ଘଣ୍ଟା ଭକ୍ତ କରିବେ ବାବାଙ୍କ ମେଢ ଦର୍ଶନ
ବାରାଣସୀ: କାଶୀ ବିଶ୍ୱନାଥ ମନ୍ଦିରରେ ଏଥର ପବିତ୍ର ଶ୍ରାବଣ ମାସରେ ଭକ୍ତଙ୍କୁ ୨୪ ଘଣ୍ଟା ବାବାଙ୍କ ମେଢ ଦେଖିବାକୁ ସୁଯୋଗ ମିଳିବ । ଶ୍ରାବଣ ମାସ ସାରା ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ । ବାବାଙ୍କୁ ଦୁଗ୍ଧାଭିଷେକ ଓ ଜଳାଭିଷେକ ପ୍ରବେଶ ଦ୍ୱାରରେ କରାଯିବ । ଏହା ପାଇପ ମାଧ୍ୟମରେ ବାବାଙ୍କ…
ଦୁଷ୍କର୍ମ ପରେ ୮ ବର୍ଷର ନାବାଳିକାକୁ ଅଳିଆ ଗଦାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ଦୁଇ ଦିନ ତଳେ ଚାରି ବର୍ଷର ଶିଶୁ କନ୍ୟାର ମୃତଦେହରୁ ଆଖି ତାଡ଼ିନେବା ଘଟଣା ମନରୁ ଲିଗି ନଥିବା ବେଳେ ଶନିବାର ରାତି ପୁଣି ଥରେ ଶିଳ୍ପର ସହର ଅନୁଗୋଳରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ସହରର କେନ୍ଦ୍ରସ୍ଥଳରେ ଥିବା ବସଷ୍ଟାଣ୍ଡ ନିକଟ ମାଛ ବଜାର ଅଂଚଳରେ ଶୋଇଥିବା ୮ ବର୍ଷର…
ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଗଲା ଉତ୍କର୍ଷତା ପୁରସ୍କାର
ଭୁବନେଶ୍ୱର .- ନାଲକୋର ୫୦ ଜଣ କର୍ମଚାରୀଙ୍କୁ ଦିଆଯିବ ଉତ୍କଷତା ପୁରସ୍କାର ଦିଆଯାଇଛି । ବୈଷୟିକ ଶିକ୍ଷା ସମ୍ବଳିତ ଷ୍ଟାର୍ଟ୍ଅପ୍ମାନଙ୍କରେ ଉଦ୍ୟମିତାକୁ ପ୍ରୋତ୍ସାହନ ଦେବାପାଇଁ ନାଲ୍କୋ, ଏନ୍ଆଇଟି ରାଉରକେଲା ଏବଂ ଏନ୍ଆଇଟିଆର୍ଏ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଭିନ୍ନ…
ଫସଲବୀମା ଯୋଜନା ରଥ, ଏକର ପିଛା ୩୯୫ ଟଙ୍କା
ପୁରୀ . - ପୁରୀ ଜିଲ୍ଲାରେ ଗୁରୁବାରରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଏହି ରଥ ଜିଲ୍ଲାର ୧୧ଟି ବ୍ଲକ୍ ଅନ୍ତର୍ଗତ ୨୬୮ଟି ଗ୍ରାମପଞ୍ଚାୟତରେ ଯୋଜନା ସମ୍ପର୍କରେ ପ୍ରଚାର କରିବା ସହିତ ଚାଷୀମାନଙ୍କୁ ଫସଲବୀମା ଭୁକ୍ତ ଲାଗି ଉତ୍ସାହିତ କରିବ ।
ଚଳିତ…
ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା(OJEEE) ପରୀକ୍ଷା
ଭୁବନେଶ୍ୱର . - ଜୁଲାଇ ୨୧ ତାରିଖରେ ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ବି.ଟେକ୍ ଓ ବି.ଟେକ୍ ଡିପ୍ଲୋମା ଲାଗି ଲାଟେରାଲ୍ ଏଣ୍ଟ୍ରି ଟୁ ଏବଂ ଏମ୍.ବି.ଏ., ଏମ୍.ସି.ଏ., ଲାଟେରାଲ୍ ଏଣ୍ଟ୍ରି ଏମ୍.ସି.ଏ, ବି.ଫାର୍ମା ଓ ଏମ୍. ଫାର୍ମା ପାଠ୍ୟକ୍ରମରେ ନାମ…