Sign in
Sign in
Recover your password.
A password will be e-mailed to you.
Browsing Category
ମୁଖ୍ୟ ଖବର
କାହିଁକି ଟଙ୍ଗା ଯାଏ ଲଙ୍କା ଓ ଲେମ୍ବୁ ଏହାର ବୈଜ୍ଞାନିକ ଅବଲୋକନ ଓ ବିଶ୍ୱାସ
ଲଙ୍କା ଓ ଲେମ୍ବୁ ଓହଳାଇବା ଭାରତୀୟ ସମାଜରେ ଧନର ଦେବୀ ଲକ୍ଷ୍ମୀଙ୍କୁ କୁହାଯାଏ। ତାଙ୍କର ଯାଆଁଳା ଭଉଣୀ ହେଉଛନ୍ତି ଅଲକ୍ଷ୍ମୀ, ଯାହାକୁ ଓଡ଼ିଶାର ଲୋକେ ଅଲକ୍ଷଣୀ କହନ୍ତି। ଏହି ଅଲକ୍ଷ୍ମୀଙ୍କ ନଜର କାଳେ ଦୋକାନ ଓ ଗାଡ଼ି ଉପରେ ପଡ଼ିଯିବ ସେଥିପାଇଁ ସେମାନେ ଲଙ୍କା ଓ ଲେମ୍ବୁ ଓହଳାଇଥା’ନ୍ତି।…
ଦାରୁବ୍ରହ୍ମଙ୍କୁ ଲାଗି ହେଉଥିବା ଫୁଲ , ତୁଳସୀ ଟାହିଆ ଓ ଏହି ଦୟଣାମାଳି ସେବକ ରାମଚନ୍ଦ୍ର ରଣାଙ୍କ ପରିବାର
ମହାପ୍ରଭୁ ଶ୍ରୀଜଗନ୍ନାଥ ଫୁଲ ପ୍ରେମୀ. ମହାପ୍ରଭୁଙ୍କୁ ପ୍ରତିଦିନ ତରାଟ,ଟଗର ଗୋଲାପ ପଦ୍ମ ଆଦି ଫୁଲ ସହ ତୁଳସୀ ଲାଗି କରାଯାଏ. ମହାପ୍ରଭୁଙ୍କ ବେଶ ସହ ନିତୀରେ ବ୍ୟବହାର ହୁଏ ଫୁଲ. ପହଣ୍ଡି ସମୟରେ ଟାହିଆରେ ବି ଫୁଲ ଲଗାଯାଇ ଥାଏ. ଆଉ ଏହି ଟାହିଆର ଫୁଲକୁ କାଳିକା ଦେବୀ ସାହିରେ ରହୁଥିବା…
କର୍ଣ୍ଣାଟକ: କଂଗ୍ରେସରୁ ନିଲମ୍ବିତ ବିଧାୟକ ବିଜେପିରେ ହେବେ ସାମିଲ!
ବେଙ୍ଗାଲୁରୁ: ଦୀର୍ଘ ଏକ ବର୍ଷରୁ ଅଧିକ ସମୟ ହେବ କର୍ଣ୍ଣାଟକରେ ରାଜନୀତି ଜୋର ଧରିଛି । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରେ ଅନେକ ବିବାଦ ଦେଖାଯାଉଛି । ନିକଟରେ ରାଜ୍ୟ ରାଜନୀତି ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । କଂଗ୍ରେସରୁ ନିଲମ୍ବିତ ବିଧାୟକ ରୋଶନ ବେଗ ଖୁବ ଶୀଘ୍ର ଭାରତୀୟ ଜନତା ପାର୍ଟିରେ…
ବ୍ରିଜ ଉପରୁ ଖସିଲା ଯାତ୍ରୀବାହୀ ବସ୍, ୨୯ ମୃତ
ନୂଆଦିଲ୍ଲୀ: ‘ଯମୁନା ଏକ୍ସପ୍ରେସ ୱେ’ରେ ରବିବାର ବିଳମ୍ବିତ ରାତି ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଦୁର୍ଘଟଣାରେ ୨୯ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ସୂଚନା ପାଇ ପୋଲିସ…
୨୦୨୨ ସୁଦ୍ଧା ସମସ୍ତ ପରିବାରକୁ ମିଳିବ ଏଲ୍ପିଜି
ନୂଆଦିଲ୍ଲୀ .- ୨୦୨୨ ସୁଦ୍ଧା ଭାରତର ସମସ୍ତ ପରିବାରର ଲୋକଙ୍କୁ ଏଲ୍ପିଜି ସିଲିଣ୍ଡର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି । ସାଧାରଣ ବଜେଟର ୨୦୧୯ (ପୂର୍ଣ୍ଣାଙ୍ଗ)ଉପସ୍ଥାପନ ସମୟରେ ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ ଏହି ସୂଚା…
ବଜେଟରେ ଘୋଷଣା ଆସିବ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ
ନୂଆଦିଲ୍ଲୀ . - ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥ ମନ୍ତ୍ରୀ ମୋଦୀ ସରକାର ୨.୦ର ପ୍ରଥମ ବଜେଟକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏଥିରେ ଅନେକ ନୂଆ ଘୋଷଣା କରାଯାଇଛି ।
ଏବେ ବଜାରରେ ଅନେକ ପ୍ରକାରର କଏନ୍ ପ୍ରଚଳିତ ଥିବା ବେଳେ ପୁଣି ନୂଆ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ…
ବଜେଟ ୨୦୧୯ : ୨୦୨୪ ସୁଦ୍ଧା ଘର ଘର ଜଳ ଘର ଘର ନଳ
ନୂଆଦିଲ୍ଲୀ .- ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣ କେନ୍ଦ୍ରୀୟ ବଜେଟକୁ ସଂସଦରେ ଉପସ୍ଥାପନ କରିଛନ୍ତି । ଏଥିପେ ୨୦୪ ସୁଦ୍ଧା ଜଳ ଜୀବନ ମିଶନ୍ ଯୋଜନା ଅନୁସାରେ ସବୁ ଘରେ ନଳ ସହ ଜଳ ଯୋଗାଣ କରାଯିବ ବୋଲି ସୂଚନା ଦିଆଯାଇଛି ।
ଭାରତର ସମସ୍ତ ନାଗରିକଙ୍କୁ…
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷର ବର୍ଣ୍ଣନା
ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ
ରଥର ଅନ୍ୟ ନାମ- ଚକ୍ରଧ୍ବଜ ବା ଗରୁଡ ଧ୍ବଜ
ରଥରେ ବ୍ୟବହୃତ କାଠର ସଂଖ୍ୟା- ୭୪୨
ରଥର ଉଚ୍ଚତା- ୪୫ ଫୁଟ୍ ୬ ଇଞ୍ଚ
ରଥର ଚକ ସଂଖ୍ୟା- ଷୋଡଶ ସିଦ୍ଧି ଅନୁପାତରେ ୧୬
ରଥ ରକ୍ଷକ- ଇନ୍ଦ୍ର
ରଥାଧୀପ- ବୈନତେୟ
ରଥ ଧ୍ବଜାରେ- ହନୁମାନ
ରଥପାଳ- ଭୈରବ, ନରସିଂହ…
ଓଡ଼ିଶା ବଜେଟ ୨୦୧୯-୨୦ : ସରକାରଙ୍କ ଜନମଙ୍ଗଳ ଯ଼ୋଜନା, ବିପର୍ୟ୍ୟୟ ପରିଚାଳନା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଓଡିଶା ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଆଜି ବିଧାନସଭାରେ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ପୂର୍ବ ବର୍ଷ ଭଳି ଏଥର ମଧ୍ୟ ଦୁଇ ଭାଗରେ ବଜେଟ ଉପସ୍ଥାପନ କରାଯାଇଛି । ପ୍ରଥମେ କୃଷି ପାଇଁ ବଜେଟ ପ୍ରସ୍ତାବ ଉପସ୍ଥାପନ କରାଯିବା ପରେ…
ଲଘୁଚାପ ଯୋଗୁଁ ଜୁନ ୩୦ ତାରିଖ ରବିବାରଠାରୁ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର - ବଙ୍ଗୋପ ସାଗର ଉପରେ ଏକ ଲଘୁଚାପ ଘନୀଭୂତ ହେଉଛି । ଏହା ଘନୀଭୂତ ହେବାଫଳରେ ରବିବାରୁଠାରୁ ଉପକୂଳବର୍ତ୍ତୀ ଓଡିଶା ସହ ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଏକ ତାରିଖ ବେଳେକୁ ଏହ ଅବପାତରେ ପରିଣତ ହୋଇ ଓଡିଶା ଉପକୂଳ ଦିଗରେ ଗତି କରିବ । ଏହାର ପ୍ରବାବରେ…