ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷର ବର୍ଣ୍ଣନା

0 1,229

ଶ୍ରୀଜଗନ୍ନାଥଙ୍କ ରଥ: ନନ୍ଦିଘୋଷ

ରଥର ଅନ୍ୟ ନାମଚକ୍ରଧ୍ବଜ ବା ଗରୁଡ ଧ୍ବଜ

ରଥରେ ବ୍ୟବହୃତ କାଠର ସଂଖ୍ୟା୭୪୨

ରଥର ଉଚ୍ଚତା୪୫ ଫୁଟ୍ ଇଞ୍ଚ

ରଥର ଚକ ସଂଖ୍ୟାଷୋଡଶ ସିଦ୍ଧି ଅନୁପାତରେ ୧୬

ରଥ ରକ୍ଷକଇନ୍ଦ୍ର

ରଥାଧୀପବୈନତେୟ

ରଥ ଧ୍ବଜାରେହନୁମାନ

ରଥପାଳଭୈରବ, ନରସିଂହ

ରଥର ଆୟୁଧଶଙ୍ଖ ଚକ୍ର

ରଥ ଦେବତାନୃସିଂହ

ରଥର ଆବରଣପୀତ ଲୋହିତ(ହଳଦିଆ ନାଲି କନା)

ରଥର ଅଶ୍ବ ସଂଖ୍ୟା(ଏମାନଙ୍କ ବର୍ଣ୍ଣ ଧଳା)

ରଥର ଅଶ୍ବ ନାମଶଙ୍ଖ, ବଳାହକ, ଶ୍ବେତ, ହରିଦ୍ବାଶ(ମତାନ୍ତରେ ଏମାନଙ୍କର ନାମ ସୌବ୍ୟ ସୁଗ୍ରୀବ, ମେଘ, ପୁଷ୍ପ, ବଳାହକ)

ରଥର ସାରଥିଦାରୁକ

ରଥ ଦଉଡି ବା ରଜ୍ଜୁଶଙ୍ଖଚୁଡ ନାମ୍ନୀ ନାଗୁଣୀ

ରଥ ମୁଖନାନ୍ଦି ମୁଖ

ରଥ ଦେବୀଯୋଗମାୟା

ରଥ ଭୈରବୀଏକପାଦ(ମତାନ୍ତରେ ଘଣ୍ଟାକର୍ଣ୍ଣ)

ରଥ ଯକ୍ଷହର୍ଯ୍ୟକ୍ଷ

ଗର୍ଭାଧିଶ୍ବରହିରଣ୍ୟଗର୍ଭା, ଉତ୍କର୍ଷଣୀକ୍ରୀୟା, ଯୋଗ, ଆଜ୍ଞା, ଅନୁଜ୍ଞା, ପ୍ରଜ୍ଞା ମେଧା

ଋଷି ପଟାରେନାରଦ, ଦେବଳ,ବ୍ୟାସ, ଶୁକଦେବ, ପରାଶର, ବଶିଷ୍ଠ, ବିଶ୍ବାମିତ୍ର ରୁଦ୍ର(ମତାନ୍ତରେ ଏହି ଅଷ୍ଟ ଋଷିଙ୍କ ନାମ ଅମ୍ବରୀଶ, ଜୈମିନୀ, ନାରଦ, ଅଙ୍ଗିରା,ପଣ୍ଡୁ, ମାର୍କଣ୍ଡେୟ, ପୌଲସ୍ତ୍ୟ ଭାର୍ଗବ)

ରଥ କୁମ୍ଭହିରଣ୍ମୟ

ରଥର ଦ୍ବାରପାଳଜୟ ବିଜୟ

ରଥାଧିଶ୍ବର ଦେବତାଶ୍ରୀଜଗନ୍ନାଥ ଶ୍ରୀମଦନମୋହନ

ରଥ ମୁର୍ଦ୍ଧାରେଗରୁଡ

ଚାରଣନଳ କୁବେର

ରଥ ପୀଠର ନାମକନଳ ମଞ୍ଚା

ରଥରେ ବ୍ୟବହୃତ ଚନ୍ଦ୍ରାତପର ନାମକନକ ମୁଣ୍ଡାଇ

ରଥାଧିଦୈବତଶିବ ବିରଞ୍ଚି

ରଥାଦ୍ଧାରଭୈରବୀ

ରଥ ଅପସରାପୁଲୋମୋଚା, ଉର୍ବଶୀ

ରଥର ଦଧିନଉତିହିରଣ୍ୟଗର୍ଭ

ରଥର ଶୁକ ଯୁଗଳ(ଶୁଆ) ନାମଜୀବ ପରମ

ଦଧିନଉତି ଉପରିସ୍ଥ କଳସ ତ୍ରୟର ନାମନଭ, ଆକାଶ ବ୍ୟୋମ

କଳସ ଉପରେ ଥିବା ଶୂନ୍ୟଚକ୍ରର ନାମସୁଦର୍ଶନ

ନେତର ନାମତ୍ରୈଲୋକ୍ୟମୋହିନୀ

ରଥକାରବିଶ୍ବକର୍ମା

ରଥ ରତ୍ନସ୍ପଟିକ

ରଥ ଚକମାନଙ୍କର ନାମବିଷ୍ଣୁସିଦ୍ଧ, ବିଭୂତି, ଅଣିମା, ପ୍ରଜ୍ଞା, ଧି, ଜ୍ଞାନ, ପ୍ରେମ ଆଶକ୍ତ, ରତି, କେଳି, ସତ୍ୟ, ସୁଷ୍ବସ୍ତି, ଜାଗୃତି, ତୁରୀୟ, ଆମ, ନିର୍ବାଣ

ରଥଦ୍ଧାର ଭୈରବୀ ରକ୍ଷକଇନ୍ଦ୍ର ଇନ୍ଦ୍ରାଣୀ

ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ, ନନ୍ଦିଘୋଷ ରଥ ଦର୍ଶନରେ ସାଯୁଜ୍ୟ ମୁକ୍ତି ମିଳେ

Leave A Reply