ବଜେଟରେ ଘୋଷଣା ଆସିବ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ

0 1,550

ନୂଆଦିଲ୍ଲୀ . – ଭାରତର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା କେନ୍ଦ୍ର ଅର୍ଥ ମନ୍ତ୍ରୀ ମୋଦୀ ସରକାର ୨.୦ର ପ୍ରଥମ ବଜେଟକୁ ଲୋକସଭାରେ ଉପସ୍ଥାପନ କରିଛନ୍ତି । ଏଥିରେ ଅନେକ ନୂଆ ଘୋଷଣା କରାଯାଇଛି ।
ଏବେ ବଜାରରେ ଅନେକ ପ୍ରକାରର କଏନ୍‌ ପ୍ରଚଳିତ ଥିବା ବେଳେ ପୁଣି ନୂଆ ୧,୨,୫,୧୦ ଓ ୨୦ ଟଙ୍କିଆ ନୂଆ କଏନ ପ୍ରଚଳିତ କରାଯିବ ବୋଲି ବଜେଟ୍‌ ଉପସ୍ଥାପନ ବେଳେ ଘୋଷଣା କରାଯାଇଛି ।

Leave A Reply